Home ଆନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରୁ ଏହି କ୍ରିକେଟରଙ୍କ ଅଲବିଦା

ଟେଷ୍ଟ କ୍ରିକେଟରୁ ଏହି କ୍ରିକେଟରଙ୍କ ଅଲବିଦା

341

ନୂଆଦିଲ୍ଲୀ,୨୬/୭,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆଜି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି ପାକ୍ କ୍ରିକେଟର ମୋ. ଆମିର । ସେ ନିଜ କ୍ୟାରିୟର ଭିତରେ ସମୁଦାୟ ୩୬ଟି ମ୍ୟାଚ ଖେଳିଥିବା ବେଳେ ମୋଟ ୧୧୯ଟି ୱିକେଟ ନେଇଛନ୍ତି ।

ତେବେ ଟେଷ୍ଟ ମ୍ୟାଚର ଗୋଟିଏ ମ୍ୟାଚରେ ସେ ୪୪ ରନ ଦେଇ ୬ଟି ୱିକେଟ ନେଇ ଚର୍ଚ୍ଚା ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.