Home ଅପରାଧ ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ୬୦ ଶିକ୍ଷକ ନିଲମ୍ବିତ

ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ୬୦ ଶିକ୍ଷକ ନିଲମ୍ବିତ

294

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଶିକ୍ଷା ବିଭାଗ ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ୬୦ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରିଛି।ମଥୁରା ଅଞ୍ଚଳରେ ଜାଲ ବିଇଡି ସାର୍ଟିଫିକେଟ ଦେଇ ଏହି ୬୦ ଜଣ ଶିକ୍ଷକ ସରକାରୀ ଚାକିରୀରେ ଥିଲେ।ଏସଆଇଟି ଯାଞ୍ଚରୁ ଆଗ୍ରା ସ୍ଥିତ ବି.ଆର ଆମ୍ବେଦକର ବିଶ୍ୱ ବିଦ୍ୟାଳୟରରୁ ପ୍ରାୟ ୪୭୦୦ ଜାଲ ସାର୍ଟିଫିକେଟଧାରୀ ସରକାରୀ ଚାକିରୀରେ ଥିବା ଜଣାପଡ଼ିବା ପରେ ଅଧିକ ଯାଞ୍ଚ ପାଇଁ ଆଦେଶ ଦିଆଯାଇଛି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.