ad
ଅପରାଧ

ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ୬୦ ଶିକ୍ଷକ ନିଲମ୍ବିତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଶିକ୍ଷା ବିଭାଗ ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ୬୦ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରିଛି।ମଥୁରା ଅଞ୍ଚଳରେ ଜାଲ ବିଇଡି ସାର୍ଟିଫିକେଟ ଦେଇ ଏହି ୬୦ ଜଣ ଶିକ୍ଷକ ସରକାରୀ ଚାକିରୀରେ ଥିଲେ।ଏସଆଇଟି ଯାଞ୍ଚରୁ ଆଗ୍ରା ସ୍ଥିତ ବି.ଆର ଆମ୍ବେଦକର ବିଶ୍ୱ ବିଦ୍ୟାଳୟରରୁ ପ୍ରାୟ ୪୭୦୦ ଜାଲ ସାର୍ଟିଫିକେଟଧାରୀ ସରକାରୀ ଚାକିରୀରେ ଥିବା ଜଣାପଡ଼ିବା ପରେ ଅଧିକ ଯାଞ୍ଚ ପାଇଁ ଆଦେଶ ଦିଆଯାଇଛି।//ଦେବଦତ୍ତ ରଥ

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top