ad
ଓଡ଼ିଶା

କୋରାପୁଟ ସହରରେ କୁକୁର ଆତଙ୍କ; ଗୋଟିଏ ଦିନରେ ୧୫ ଜଣ କୁକୁର କାମୁଡିବାରେ ଶୀକାର

କୋରାପୁଟ ୩୦-୦୬ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ସହରରେ ଏବେ କୁକୁର ଆତଙ୍କ ଦେଖାଦେଇଛି।ରବିବାର ସକାଳେ ୧୫ ଜଣ କୁକୁର କାମୁଡିବାର ଶୀକାର ହୋଇ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ ହସପିଟାଲରେ ଚିକିତ୍ସିତ ହୋଇଥିବା ଜଣାପଡିଛି।ଜଣେ ବୟସ୍କ ବ୍ୟକ୍ତିଙ୍କ ଗୋଡରେ ୫ ଟି ଷ୍ଟିଚ କରାଯାଇଥିବା ଜଣାପଡିଛି।ଗତ ମେ ମାସରେ ସମୁଦାୟ ୧୪୧ ଜଣ ଓ ଜୁନ ମାସରେ ୧୯୮ ଜଣଙ୍କୁ କୁକୁର କାମୁଡିଥିବା ହସପିଟାଲ ସୂତ୍ରରୁ ଜଣାପଡିଛି।କୋରାପୁଟ ମ୍ୟୁନସିପାଲଟି କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top