Home ଓଡ଼ିଶା କେବଳ ମଣିଷ ନୁହଁନ୍ତି, ବରଂ ଏମାନେ ମଧ୍ୟ ଆତ୍ମହତ୍ୟା କରିଥାନ୍ତି !

କେବଳ ମଣିଷ ନୁହଁନ୍ତି, ବରଂ ଏମାନେ ମଧ୍ୟ ଆତ୍ମହତ୍ୟା କରିଥାନ୍ତି !

772

ନୂଆଦିଲ୍ଲୀ, ୦୧/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ପଢିବାକୁ ଅଜବ ଲାଗିଲେ ମଧ୍ୟ ଏହା ସତ। ଏକଥା ପ୍ରମାଣିତ ହୋଇସାରିଛି ଯେ ପଶୁ ପକ୍ଷୀମାନଙ୍କ ମଧ୍ୟରେ ମଧ୍ୟ ନିରାଶ ଭାବ ଆସିଥାଏ। ସେମାନେ ମଧ୍ୟ ଚାପ, ଚିନ୍ତା ଏବଂ ନିରାଶ ଦେଇ ଗତି କରିଥାନ୍ତି। ଏପରିକି ଅନେକ ସମୟରେ ଜୀବନ ଶେଷ କରିଦେବାର ଭାବନା ମଧ୍ୟ ତାଙ୍କ ଭିତରେ ଆସିଥାଏ। ହୋଇଥିବା ଗବେଷଣା ଅନୁସାରେ, କେବଳ ମଣିଷ ନୁହଁନ୍ତି ପଶୁ ପକ୍ଷୀ ମାନେ ମଧ୍ୟ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥାନ୍ତି।

ପଶୁମାନଙ୍କ ମଧ୍ୟରେ ଏହି ପ୍ରବୃତ୍ତି ଗତ ଏକ ଦଶକ ଧରି ବୃଦ୍ଧି ପାଇଛି। ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଆତ୍ମହତ୍ୟା କରିବାକୁ ଚାହୁଁଥିବା ପ୍ରାଣୀଙ୍କ ମଧ୍ୟରେ ଅଧିକାଂଶ ସ୍ତନ୍ୟପାୟୀ ରହିଥାନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.