Home ଆନ୍ତର୍ଜାତୀୟ ମାଗଣାରେ ଭିସା ଦେବ ଶ୍ରୀଲଙ୍କା

ମାଗଣାରେ ଭିସା ଦେବ ଶ୍ରୀଲଙ୍କା

256

ନୂଆଦିଲ୍ଲୀ, ୦୧/୦୮, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଭାରତ ସମେତ ୫୦ଟି ଦେଶର ଲୋକଙ୍କୁ ମାଗଣାରେ ଭିସା ଦେବ ଶ୍ରୀଲଙ୍କା। ଯାହା ଏକ ପ୍ରକାର ଭଲ ଖବର। ତେବେ ପର୍ଯ୍ୟଟନ ଉଦ୍ୟୋଗକୁ ଆଗକୁ ବଢାଇବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ।

ଶ୍ରୀଲଙ୍କା ସରକାର କହିଛନ୍ତି ଯେ, ଦେଶରେ ପର୍ଯ୍ୟଟନ ଉଦ୍ୟୋଗକୁ ବଢାଇବା ପାଇଁ ୫୦ଟି ଦେଶର ଲୋକଙ୍କୁ ଏକ ମାସର ମାଗଣା ଭିସା ଯୋଗାଇ ଦିଆଯିବ। ଇଷ୍ଟର ସଣ୍ଡେରେ ହୋଇଥିବା ବମ୍ ବିସ୍ଫୋରଣ ପରେ ବହୁ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ପର୍ଯ୍ୟଟନ ଉଦ୍ୟୋଗକୁ ବିକାଶ କରିବା ପାଇଁ ଏହି ପ୍ରୟାସ କରିବାକୁ ନିଷ୍ପତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.