Home ଆନ୍ତର୍ଜାତୀୟ କମେଡି କିଙ୍ଗ କପିଲଙ୍କୁ ମିଳିଲା ହଲିଉଡ ପ୍ରୋଜେକ୍ଟ

କମେଡି କିଙ୍ଗ କପିଲଙ୍କୁ ମିଳିଲା ହଲିଉଡ ପ୍ରୋଜେକ୍ଟ

172

ନୂଆଦିଲ୍ଲୀ,୨୫/ ୭(ଓଡିଆପୁଅ /ପଙ୍କଜିନୀ ନାୟକ) : ବଲିଉଡ କମେଡି କିଙ୍ଗ କପିଲ ଶର୍ମାଙ୍କୁ ଏବେ ମିଳିଛି ଏକ ହଲିଉଡ ପ୍ରୋଜେକ୍ଟ । ବଲିଉଡ ଛଡା ଏବେ ହଲିଉଡରେ ମଧ୍ୟ କାମ କରିବାକୁ ବାହାରିଲେଣି ଏହି ତାରକା । ତେବେ ହଲିଉଡର ସୁପରହିଟ ଫିଲ୍ମ ଆଙ୍ଗରି ବାର୍ଡ ୨ରେ ଲିଡ ରୋଲ ରେଡରେ ନିଜ ଭଏସ ଦେବାର ସୁଯୋଗ ମିଳିଛି କପିଲଙ୍କୁ ।

ତେବେ ଏହି ଫିଲ୍ମର ହିନ୍ଦୀ ଭର୍ସନରେ କପିଲ ନିଜ ଭଏସ ଦେବାର ସୁଯୋଗ ପାଇଛନ୍ତି । ଯଦିଓ ଏହାର ଟ୍ରେଲର ରିଲିଜ ହୋଇସାରିଛି, ମାତ୍ର ହିନ୍ଦୀ ଭର୍ସନର ଟ୍ରେଲର ଏ ପର୍ଯ୍ୟନ୍ତ ଆସିନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.