Home ଆନ୍ତର୍ଜାତୀୟ ମହାକାଶରେ କିପରି ଜୀବନ ବିତାନ୍ତି ମହକାଶଚାରୀ

ମହାକାଶରେ କିପରି ଜୀବନ ବିତାନ୍ତି ମହକାଶଚାରୀ

267

ନୂଆଦିଲ୍ଲୀ,୨୫ /୭,(ଓଡିଆପୁଅ- ପଙ୍କଜିନୀ ନାୟକ) : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରା) ୨୦୨୨ ମଧ୍ୟରେ ତିନି ଭାରତୀୟଙ୍କୁ ସାତଦିନ ପାଇଁ ମହାକାଶକୁ ପଠାଇବ । ସାତଦିନ ପର୍ଯ୍ୟନ୍ତ ଏହି ତିନି ମହାକାଶଚାରୀ ପୃଥୀବି ଚାରିପଟେ ଭ୍ରମଣ କରିବେ ।
ତେବେ ଏଠି ସାଧାରଣରେ ପ୍ରଶ୍ନ ଉଠୁଥିବ ଯେ, ସେମାନେ ସେଠାରେ ଖାଇବେ କଣ ଆଉ ରହିବେ କେମିତି । ପ୍ରତ୍ୟକ ମହାକାଶଚାରୀଙ୍କ ପାଇଁ ପ୍ରତିଦିନ ୧.୭ କିଗ୍ରାର ଖାଦ୍ୟ ପଠାଯାଏ । ସେଥିରୁ ୪୫୦ ଗ୍ରାମ ଖାଦ୍ୟ କଣ୍ଟେନର ରହିଥାଏ । ମହାକାଶରେ ମାଧ୍ୟାକର୍ଷଣ ଶକ୍ତି ନଥାଏ । ଖାଦ୍ୟକୁ ଏଲୁମିନିୟମ କେନ ପାଉଚରେ ରଖାଯାଏ । ଫଳରେ ଏହାକୁ ଆଉଥରେ ଗରମ କରିବାକୁ ପଡିନଥାଏ । ବିଶେଷ ପ୍ରକାରର ଫ୍ଲକ୍ସିବଲ ଲଉମିନେଟେଡ ପାଉଚରେ ଖାଦ୍ୟ ରଖାଯାଏ । ଯାହାଦ୍ୱାରା ସେଠାରେ ହେବାକୁ ଥିବା ବିଭିନ୍ନ ପ୍ରକାର ରେଡିଏସନରୁ ଏହାକୁ ରକ୍ଷା କରାଯାଇପାରିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.