Home ଓଡ଼ିଶା ଆଉ ବର୍ଷିବ ୨ ଦିନ

ଆଉ ବର୍ଷିବ ୨ ଦିନ

350

ଭୁବନେଶ୍ଵର,୦୫/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ଆସନ୍ତା ୨୪ ଘଣ୍ଟା ଭିତରେ ସାରା ରାଜ୍ୟରେ ବର୍ଷା ହେବାର ନାହିଁ । ଏହାଛଡା ୬ ତାରିଖରୁ ବର୍ଷାର ପରିମାଣ ବଢ଼ିବ ସହ ୮ ତାରିଖ ବେଳକୁ ବର୍ଷା ପରିମାଣ କମିଯିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଉତ୍ତର ଉପକୂଳ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାରେ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।

ଆସନ୍ତା ଦୁଇ ଦିନ ଭିତରେ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ଲାଗି ରହିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.