Home ଆନ୍ତର୍ଜାତୀୟ World Cup Cricket : ଭାରତ-ଅଷ୍ଟ୍ରେଲିଆ ହାଇଭୋଲଟେଜ୍ ଟକ୍କର : ଅଷ୍ଟ୍ରେଲିଆ ଆଗରେ ୩୫୩ ରନ୍‌ର...

World Cup Cricket : ଭାରତ-ଅଷ୍ଟ୍ରେଲିଆ ହାଇଭୋଲଟେଜ୍ ଟକ୍କର : ଅଷ୍ଟ୍ରେଲିଆ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ

1698

ICC କ୍ରିକେଟ ୱାର୍ଲ୍ଡ କପରେ କେନିଂଗ୍ଟନ ଓଭାାଲ ଖେଳ ପଡ଼ିଆରେ ଟିମ ଇଣ୍ଡିଆ ଦ୍ୱିତୀୟ ମ୍ୟାଚ୍ ଅଷ୍ଟ୍ରେଲିଆ ବିରୁଦ୍ଧରେ ଖେଳୁଛି। ଏହି ମ୍ୟାଚରେ ଟସ ଟିମ ଇଣ୍ଡିଆ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା। ଭାରତ ୫ ୱିକେଟ ହରାଇ ୩୫୨ ରନ୍ କରିଛି ଏବଂ ଅଷ୍ଟ୍ରେଲିଆ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଭାରତ। ଶେଖର ଧବନ ୧୧୭ ରନ ରି ଆଉଟ ହୋଇଥିଲେ। ଏହା ଥିଲା ୱାନଡେରେ ତାଙ୍କର ୧୭ତମ ଶତକ। ଭାରତର ପ୍ରଥମ ୱିକେଟ ୧୨୭ ରନରେ ପଡ଼ିଥିଲା। ରୋହିତ ଶର୍ମା ୫୭ ରନକରି କୂଲ୍ଟର ନାଇଲଙ୍କର ବଲରେ ଆଉଟ ହୋଇଥିଲେ। ହାର୍ଦିକ ପାଣ୍ଡ୍ୟା ୨୭ଟି ବଲରେ ୪୮ ରନ ବନାଇଛନ୍ତି। ଧୋନୀ ୧୪ ବଲରେ ୨୭ ରନ ବନାଇ ଆଉଟ ହୋଇଥିଲେ। ବିରାଟ କୋହଲୀ ମଧ୍ୟ ୭୭ଟି ବଲ୍ ରେ ୮୨ ରନ ବନାଇଛନ୍ତି।

ଟିମ ଇଣ୍ଡିଆ: ଶେଖର ଧୱନ, ରୋହିତ ଶର୍ମା, ବିରାଟ କୋହଲୀ, ଆର ଏଲ ରାହୁଲ, କେଦାର ଜାଦବ, ଏମ ଏସ ଧୋନୀ, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ଯୁଜବେଂଦ୍ର ଚହଲ, ଭୁବନେଶ୍ଵର କୁମାର ଏବଂ ଜସପ୍ରୀତ ବୁମରାହ

ଅଷ୍ଟ୍ରେଲିଆ – ଏରଅନ ଫିଂଚ, ଡେବିଡ ବର୍ନର, ଉସ୍ମାନ ଖ୍ଵାଜା, ସ୍ଟୀବ ସ୍ମିଥ, ଗ୍ଲେନ ମୈକ୍ସବେଲ, ମାର୍କସ ଷ୍ଟୋଇନିସ, ଏଲେକ୍ସ କୈରୀ (wk), ନାଥନ କୂଲ୍ଟର ନାଇଲ, ପୈଟ କମିଂସ, ମିଚେଲ ଷ୍ଟାର୍କ, ଏଡମ ଜଂପା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.