Home ଓଡ଼ିଶା ଭେଟେରାନ ଚଳଚ୍ଚିତ୍ର ନିର୍ମାତା ବସୁ ଚାଟାର୍ଜୀଙ୍କ ଦେହାନ୍ତ

ଭେଟେରାନ ଚଳଚ୍ଚିତ୍ର ନିର୍ମାତା ବସୁ ଚାଟାର୍ଜୀଙ୍କ ଦେହାନ୍ତ

128

ନୂଆ ଦିଲ୍ଲୀ ୪-୬ (ଓଡ଼ିଆ ପୁଅ) ବାତୋଁ ବାତୋଁ ମେଁ ଏବଂ ରଜନୀଗନ୍ଧାର ନିର୍ଦ୍ଦେଶକ ବସୁ ଚାଟାର୍ଜୀଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ଦ୍ୱାରା ନିର୍ଦ୍ଦେଶିତ ସିନେମା ମଧ୍ୟରେ ‘ବାତୋଁ ବାତୋଁ ମେଁ’ ଏବଂ ‘ରଜନୀଗନ୍ଧା’ ବ୍ୟତୀତ ‘ସାରା ଆକାଶ’, ‘ଏକ ହୁଆ ଫୈସଲା’ ଅନ୍ୟତମ।

ସେ ଦୀର୍ଘ ଦିନ ହେବ ବୟସାଧିକ ରୋଗରେ ପୀଡ଼ିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.