Home ଆନ୍ତର୍ଜାତୀୟ ବିଦ୍ୟାଳୟରେ ୪୦ ପ୍ରାଥମିକ ଛାତ୍ର, ଶିକ୍ଷକଙ୍କୁ ଛୁରାମାରିଲା ଦୁର୍ବୃତ୍ତ

ବିଦ୍ୟାଳୟରେ ୪୦ ପ୍ରାଥମିକ ଛାତ୍ର, ଶିକ୍ଷକଙ୍କୁ ଛୁରାମାରିଲା ଦୁର୍ବୃତ୍ତ

836

ବେଜିଂ/ନୂଆଦିଲ୍ଲୀ ୪-୬ (ଓଡ଼ିଆ ପୁଅ) : ଚୀନ୍‌ର ଏକ ପ୍ରାଥମିକ ବିଦ୍ୟାଳୟର ପ୍ରାୟ ୪୦ ଜଣ ଛାତ୍ର ଏବଂ କର୍ମଚାରୀଙ୍କୁ ଜଣେ ସୁରକ୍ଷା କର୍ମୀ ଛୁରାମାଡ଼ କରିଥିବା ସରକାରୀ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ।

ଗୁଆଙ୍ଗସି ପ୍ରଦେଶର ବିଦ୍ୟାଳୟରେ ଏହି ଘଟଣା ଘଟିଛି ବୋଲି ରାଷ୍ଟ୍ରାୟତ୍ତ ଚାଇନା ଦୈନିକ ଏକ ସଂକ୍ଷିପ୍ତ ରିପୋର୍ଟରେ କହିଛି।

ଆକ୍ରମଣର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିପାରିନାହିଁ।

ଗତ କିଛି ବର୍ଷ ମଧ୍ୟରେ ଚୀନ୍‌ର ବିଭିନ୍ନ ସ୍ଥାନରେ ଅସନ୍ତୁଷ୍ଟ ଲୋକଙ୍କ ଦ୍ୱାରା ଛୁରା ଆକ୍ରମଣ ହୋଇଆସୁଛି।

ଆକ୍ରମଣକାରୀ କ୍ରୋଧକୁ ଦୂର କରିବା ପାଇଁ ସର୍ବସାଧାରଣ ପରିବହନ ବ୍ୟତୀତ ଶିଶୁ ଉଦ୍ୟାନ ଏବଂ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ଟାର୍ଗେଟ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.