Tag: picturenews
ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତ – ପ୍ରଥମ ଥର ପାଇଁ ଦୁଇ...
- ୨୪ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ମାମଲା ୨୦ ହଜାରରୁ ତଳେ
ନୂଆ ଦିଲ୍ଲୀ ୨୩ା୧୦(ଓଡ଼ିଆ ପୁଅ):କୋଭିଡ ବିରୋଧରେ ଲଢ଼େଇରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି। ଦୁଇ ମାସ (୬୩ ଦିନ)...
ସ୍ୱତନ୍ତ୍ର ବରୋଇଂ ୱିଣ୍ଡୋ ବ୍ୟବସ୍ଥାରେ କେନ୍ଦ୍ର ସରକାର ଓଡିଶା ସମେତ ୧୬ଟି ରାଜ୍ୟକୁ ପ୍ରଥମ...
ନୂଆ ଦିଲ୍ଲୀ ୨୩ା୧୦(ଓଡ଼ିଆ ପୁଅ): ୨୦୨୦-୨୧ ଅର୍ଥିକ ବର୍ଷରେ ଜିଏସ୍ଟି ସଂଗ୍ରହ ଲକ୍ଷ୍ୟ ହାସଲରେ ଯେଉଁ ଅଭାବ ପରିଲକ୍ଷିତ ହୋଇଥିଲା ତାହାକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ବରୋଇଂ ୱିଣ୍ଡୋ...
ଦୀର୍ଘ ୩୫ ବର୍ଷ ପରେ ଆନ୍ତର୍ଜାତିକ ଶ୍ରମ ସଂଗଠନର ପରିଚାଳନା ପରିଷଦ ଅଧ୍ୟକ୍ଷ ପଦ...
ନୂଆ ଦିଲ୍ଲୀ ୨୪-୧୦ (ଓଡ଼ିଆ ପୁଅ) ଦୀର୍ଘ ୩୫ ବର୍ଷ ପରେ ଭାରତ ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍ଓ)ର ପରିଚାଳନା ପରିଷଦ ଅଧ୍ୟକ୍ଷ ପଦ ଗ୍ରହଣ କରିଛି। ଭାରତ ଓ ଆନ୍ତର୍ଜାତିକ ଶ୍ରମ...
ଦିଲ୍ଲୀ ସରକାରଙ୍କ ଏହି ୱେବସାଇଟରୁ ଯାନ କିଣିଲେ, ଦେବାକୁ ପଡ଼ିବନି ରେଜିଷ୍ଟ୍ରେସନ ଫି ଏବଂ...
ନୂଆ ଦିଲ୍ଲୀ ୨୩-୧୦ (ଓଡ଼ିଆ ପୁଅ) ଦିଲ୍ଲୀବାସୀଙ୍କ ପାଇଁ ବଡ଼ ଖବର। ବର୍ତ୍ତମାନ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଗାଡି କିଣିବା ପାଇଁ ରେଜିଷ୍ଟ୍ରେସନ ଫି ଏବଂ ରୋଡ ଟ୍ୟାକ୍ସ ଦେବାକୁ ପଡିବ ନାହିଁ।...
UPSC Prelims Result 2020 : UPSC ପ୍ରିଲିମସ୍ ୨୦୨୦ ପରୀକ୍ଷା ଫଳ ଘୋଷଣା
ନୂଆଦିଲ୍ଲୀ ୨୩ ଅକ୍ଟୋବର (ଓଡିଆ ପୁଅ) UPSC ପ୍ରିଲିମସ୍ ଫଳାଫଳ ୨୦୨୦ ଘୋଷିତ: କେନ୍ଦ୍ର ଲୋକସେବା ଆୟୋଗ (UPSC) ସିଭିଲ ସର୍ଭିସେସ୍ (CS) ପ୍ରାଥମିକ ପରୀକ୍ଷା ୨୦୨୦ ର ଫଳାଫଳ ଘୋଷଣା କରିଛି...
ମାଗଣା ଟୀକାକରଣ ପାଇଁ ବିଜେପିର ପ୍ରତିଶ୍ରୁତି ଉପରେ କମଲ ହାସନ କହିଲେ – ଏମାନେ...
ଚେନ୍ନାଇ ୨୩-୧୦ (ଓଡ଼ିଆ ପୁଅ) ଅଭିନେତା ରୁ ରାଜନେତା ବହୋଇଥିବା କମଲ ହାସନ କରୋନାର ମାଗଣା ଟିକାକୁ ନେଇ କେନ୍ଦ୍ର ସରକାରଙ୍କ ବିଜେପି ଏବଂ ତାମିଲନାଡୁର ଶାସକ AIADMK ଦଳକୁ ଟାର୍ଗେଟ କରିଛନ୍ତି।...
ପାକିସ୍ତାନକୁ ବଡ ଝଟକା, ପୁଣି FATF ଗ୍ରେ ଲିଷ୍ଟରେ ରହିବ- ଆତଙ୍କବାଦ ବିରୋଧରେ ଅଧିକ...
ନୂଆଦିଲ୍ଲୀ ୨୩ ଅକ୍ଟୋବର (ଓଡ଼ିଆ ପୁଅ) ଆତଙ୍କବାଦୀ ପାଣ୍ଠି ଏବଂ ମନି ଲଣ୍ଡରିଂ ଉପରେ ନଜର ରଖିଥିବା ବିଶ୍ୱର ସର୍ବବୃହତ ସଂଗଠନ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (FATF) ଶୁକ୍ରବାର ଦିନ ପାକିସ୍ଥାନକୁ...
ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି, ଚେନ୍ନାଇ ସୁପର କିଙ୍ଗ୍ସ...
ନୂଆ ଦିଲ୍ଲୀ ୨୩-୧୦ (ଓଡ଼ିଆ ପୁଅ) ଆଜି ୪୧ ତମ ମ୍ୟାଚ୍ ଆଇପିଏଲରେ ଖେଳାଯିବ। ସାରଜା କ୍ରିକେଟ୍ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ଏହି ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିଣି ପ୍ରଥମେ ବୋଲିଂ...
ଏହି ଗାଁରେ ଲାଗିଛି ପ୍ରବଳ ନିଆଁ କୋଟି କୋଟି ଟଙ୍କାର ସମ୍ପତ୍ତି ଜଳି ପାଉଁଶ...
ନୂଆ ଦିଲ୍ଲୀ ୨୩-୧୦ (ଓଡ଼ିଆ ପୁଅ) ହିମାଞ୍ଚଳ ପ୍ରଦେଶ କାଲ୍ପାର ପୁରବାଣୀ ଗାଁ ମଝିରେ ଅଗ୍ନିକାଣ୍ଡ ଘଟି ଅନେକ ଘର ଜଳି ଯାଇଛି। ଏହି ଅଗ୍ନିକାଣ୍ଡରେ ଅନେକ ଘର ଜଳି ଯାଇଛି। ଏହା...
ଭାରତର ପୂର୍ବତନ କ୍ରିକେଟ ଅଧିନାୟକ କପିଲ ଦେବ ହୃଦଘାତରେ ପୀଡିତ, ହସ୍ପିଟାଲରେ ଭର୍ତ୍ତି
ନୂଆ ଦିଲ୍ଲୀ ୨୩-୧୦ (ଓଡ଼ିଆ ପୁଅ) ଭେଟେରାନ କ୍ରିକେଟର ତଥା ପୂର୍ବତନ ଅଧିନାୟକ କପିଲ ଦେବ ହୃଦଘାତରେ ପୀଡିତ ହେବା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ତାଙ୍କର ଦିଲ୍ଲୀର...
କରୋନାଭାଇରସ୍ ଟିକା : ଭାରତର ବାୟୋଟେକର ପ୍ରଥମ କୋଭିଡ୍ -୧୯ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ...
ନୂଆଦିଲ୍ଲୀ ୨୨-୧୦ (ଓଡ଼ିଆ ପୁଅ) ଭାରତ ବାୟୋଟେକ୍ ଇଣ୍ଡିଆ ଲିମିଟେଡ୍ ଏହାର ପ୍ରଥମ କୋଭିଡ୍ ଟିକା କୋଭାକ୍ସିନ ପାଇଁ ଶେଷ ପର୍ଯ୍ୟାୟ ପରୀକ୍ଷା ସହ ଆଗକୁ ବଢ଼ିବାକୁ ଔଷଧ ନିୟାମକ କର୍ତ୍ତୃପକ୍ଷଙ୍କ ଅନୁମୋଦନ...
ବାଲେଶ୍ଵର ଉପନିର୍ବାଚନ: ଅପରାଜିତାଙ୍କ ମାରାଥନ୍ ପ୍ରଚାର
ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ବାଲେଶ୍ଵର ସଦର ଏବଂ ତିର୍ତ୍ତୋଲ ଉପନିର୍ବାଚନର ଅନ୍ୟତମ ଷ୍ଟାର୍ ପ୍ରଚାରକ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗୁରୁବାର ବାଲେଶ୍ଵର ଗସ୍ତ କରି ବିଜେପି ପାର୍ଥି ମାନସ...
ଅଧିକ ଆଞ୍ଚଳିକ ଭାଷାରେ ହେବ JEE- ମେନ୍ ପରୀକ୍ଷା – କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ନୂଆ ଦିଲ୍ଲୀ ୨୨-୧୦ (ଓଡ଼ିଆ ପୁଅ) ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନଆଇଟି) ଏବଂ ଅନ୍ୟାନ୍ୟ ଇଞ୍ଜିନିୟରିଂ କଲେଜରେ ଆଡମିଶନ ପାଇଁ NTA ଅଧିକ ଆଞ୍ଚଳିକ ଭାଷାରେ JEE ମେନ ପରୀକ୍ଷା କରିବ...
ବାଲେଶ୍ଵର ଗସ୍ତ ବେଳେ ଅପରାଜିତାଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା; ଭଦ୍ରକ ବିଜେପିରେ ନେତୃତ୍ୱ...
ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ବାଲେଶ୍ଵର ସଦର ଏବଂ ତିର୍ତ୍ତୋଲ ଉପ ନିର୍ବାଚନର ଅନ୍ୟତମ ଷ୍ଟାର୍ ପ୍ରଚାରକ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନିର୍ବାଚନ ପ୍ରଚାର ପାଇଁ ବାଲେଶ୍ଵର ଗସ୍ତ ଅବସରରେ...
ଚିରାଗ ପାଶ୍ୱାନ କହିଲେ ପିଏମ ମୋଦୀଙ୍କ ସହ ବିଶ୍ୱାସଘାତକତା କରି ଲାଲୁଙ୍କ ଶରଣକୁ ଚାଲିଯିବେନିତ,...
ପାଟନା ୨୨-୧୦ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଏଲଜେପି ସଭାପତି ଚିରାଗ ପାସୱାନଙ୍କ କଟାକ୍ଷ କମ ହେଉନାହିଁ। ଚିରାଗ ପୁଣି ଥରେ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି ଯେ ନୀତୀଶ ପୁନର୍ବାର...
“ସି ପ୍ଲେନ୍” ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ – ଜାଣନ୍ତୁ ପ୍ରଥମ ସି...
ନୂଆ ଦିଲ୍ଲୀ ୨୨-୧୦ (ଓଡ଼ିଆ ପୁଅ) ସି ପ୍ଲେନ୍ ଉଡ଼ାଣ ଭାରତରେ ବର୍ତ୍ତମାନ ବାସ୍ତବରେ ପରିଣତ ହେଉଛି। ଅକ୍ଟୋବର ୩୧ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ସମୁଦ୍ର ବିମାନର ଉଦଘାଟନ କରିବେ।...
ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ – ଆପଣଙ୍କ ଲଗେଜ ଘରୁ ନେବ ଏବଂ ଘରେ ପହଁଚାଇବ...
ନୂଆ ଦିଲ୍ଲୀ ୨୨-୧୦ (ଓଡ଼ିଆ ପୁଅ) ଏବେ ହେବନାହିଁ ଲଗେଜର ଟେନସନ। ଯାତ୍ରୀମାନଙ୍କ ପାଇଁ ଏହି ସୁବିଧା ଆଣୁଛି ଭାରତୀୟ ରେଳବାଇ। ଟ୍ରେନ ଛାଡିବା ପୂର୍ବରୁ ଆପଣଙ୍କ ଲଗେଜ୍ ଆପଣଙ୍କ ଘରୁ ନେବ...
ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
ଭୁବନେଶ୍ୱର ୨୨-୧୦ (ଓଡ଼ିଆ ପୁଅ) : ଆଜି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିଲେ ୨୧ ହଜାର ୪୮୭ ଜଣ ଛାତ୍ରୀଛାତ୍ରୀ ଏଥିମଧ୍ୟରୁ ୧୫ ହଜାର ୨୪୪ ଜଣ...
ବିହାର ପାଇଁ ବିଜେପିର ଘୋଷଣା ପତ୍ର – ୧୯ ଲକ୍ଷ ଚାକିରୀ ଏବଂ ମାଗଣା...
ନୂଆଦିଲ୍ଲୀ ୨୨-୧୦ (ଓଡିଆ ପୁଅ) : ଅକ୍ଟୋବର ୨୮ ରୁ ବିହାରରେ ଆରମ୍ଭ ହେଉଛି ବିଧାନସଭା ନିର୍ବାଚନ। ଏଖିପାଇଁ ସବୁ ଦଳ ଅଣ୍ଚା ଭିଡ଼ି ନିର୍ବାଚନ ପ୍ରଚାରରେ ଲାଗିପଡ଼ିଛନ୍ତି। ଆଜି ବିଜେପି ପକ୍ଷରୁ...
ରାଜ୍ୟରେ ଆଜି ୧୯୧୩ ନୂଆ ଆକ୍ରାନ୍ତ ଚିହ୍ନଟ, ୧୫ ମୃତ – ଜାଣନ୍ତୁ ଆପଣଙ୍କ...
ଭୁବନେଶ୍ୱର ୨୨-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୯୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୭୬୦୯୪ କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୧୦୯ ଜଣ ନୂଆ ଆକ୍ରାନ୍ତ...











