Home ଓଡ଼ିଶା ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

39

ଭୁବନେଶ୍ୱର ୨୨-୧୦ (ଓଡ଼ିଆ ପୁଅ) : ଆଜି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିଲେ ୨୧ ହଜାର ୪୮୭ ଜଣ ଛାତ୍ରୀଛାତ୍ରୀ ଏଥିମଧ୍ୟରୁ ୧୫ ହଜାର ୨୪୪ ଜଣ ପରୀକ୍ଷାର୍ଥୀ ପାଶ୍ ହୋଇଛନ୍ତି।
– ଏ୧ ଗ୍ରେଡ୍‌ରେ କହି ପାସ୍‌ କରିନାହାନ୍ତି।
– ଏ୨ ରେ ୧୦ ଜଣ,
– ବି ୧ ରେ ୧୯୫ ଜଣ,
– ବି୨ ରେ ୯୩୦ ଜଣ

– ସି ରେ ୧୯୦୨ ଜଣ

– ଡି ରେ ୩୧୪୦ ଜଣ,
– ଇ ରେ ୯୦୬୭ ଜଣ ଏବଂ
– ଏଫ ଗ୍ରେଡ୍ ରେ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.