Tag: picturenews
ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ରାୟ – କେବଳ ବିବାହପାଇଁ ଧର୍ମ ପରିବର୍ତ୍ତନ ବୈଧ ନୁହେଁ
ନୂଆ ଦିଲ୍ଲୀ ୩୦ ଅକ୍ଟୋବର (ଓଡ଼ିଆ ପୁଅ) ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ, କେବଳ ବିବାହପାଇଁ ଧର୍ମ ପରିବର୍ତ୍ତନ ବୈଧ ନୁହେଁ।
ଅଲଗା ଅଲଗା ଧର୍ମର ଦମ୍ପତିଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରି ହାଇକୋର୍ଟ ଆବେଦନକାରୀଙ୍କୁ...
ବିଦେଶରୁ ଆସୁଛି ପିଆଜ, ଆଳୁ ଏବଂ ଡାଲି, କମିବ ଦର
ନୂଆ ଦିଲ୍ଲୀ ୩୦-୧୦ (ଓଡ଼ିଆ ପୁଅ) ପିଆଜ ଏବଂ ଆଳୁର ମୂଲ୍ୟ ଆକାଶଛୁଆଁ ହୋଇଥିବାରୁ ଗ୍ରାହକ ବ୍ୟାପାର ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ, ପିଆଜ, ଆଳୁ ଆମଦାନୀ ହୋଇଛି। ଦେଶର କେତେକ...
ରାଜନୀତିରେ ଟ୍ରାନ୍ସଫର୍ମର ଉପାଖ୍ୟାନ: ପୋଡ଼ା ଟ୍ରାନ୍ସଫର୍ମର କିଏ; ମଙ୍ଗୁ ଦତ୍ତ, ମୋଦି, ନବୀନ ନାଁ...
ଭୁବନେଶ୍ୱର: ବାଲେଶ୍ଵର ସଦର ଉପନିର୍ବାଚନ ପାଇଁ ଏବେ ପ୍ରଚାର ସରଗରମ ଧରିଛି। ଘନଘନ ପ୍ରଚାର ସାଙ୍ଗକୁ ଆରୋପ ପ୍ରତ୍ୟାରୋପ ଚାଲିଛି। ତେବେ ଏ' ଭିତରେ ଏବେ "ପୋଡ଼ା ଟ୍ରାନ୍ସଫର୍ମର" ମନ୍ତବ୍ୟକୁ ନେଇ ଚର୍ଚ୍ଚା...
ତୁର୍କୀରେ ଭୟଙ୍କର ଭୂମିକମ୍ପ, ସୁନାମି ପରି ଅବସ୍ଥା, ଘର ଭିତରେ ପାଣି, ପାଣିରେ ଭାସୁଛି...
ନୂଆ ଦିଲ୍ଲୀ ୩୦-୧୦ (ଓଡ଼ିଆ ପୁଅ) ଶୁକ୍ରବାର ତୁର୍କୀର ଇଜମିରରେ ଏକ ଭୟଙ୍କର ଭୂକମ୍ପରେ ଅନେକ କ୍ଷତି ଘଟିଛି। ରିଚ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୭ ମାପ କରାଯାଇଛି। ଏହି ଭୂକମ୍ପ...
୨୦୨୦-୨୧ ଶିକ୍ଷାବର୍ଷରୁ ସୈନିକ ବିଦ୍ୟାଳୟରେ OBC ସଂରକ୍ଷଣ ଲାଗୁ ହେବ : ପ୍ରତିରକ୍ଷା ସଚିବ
ନୂଆ ଦିଲ୍ଲୀ ଅକ୍ଟୋବର ୩୦ (ଓଡ଼ିଆ ପୁଅ) ୨୦୨୧-୨୦୨୨ ଏକାଡେମିକ୍ ଶିକ୍ଷାବର୍ଷରୁ ସୈନିକ ବିଦ୍ୟାଳୟରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ୨୭ ପ୍ରତିଶତ ସିଟ୍ ସଂରକ୍ଷିତ ରହିବ ବୋଲି ଏକ ଟ୍ୱିଟ...
ନୂତନ ଭାରତ ବଜାର ଶକ୍ତି ଉପରେ ନିର୍ଭର କରେ, ଏହା ଏବେ ନିବେଶର ସବୁଠାରୁ...
୧ : କରୋନା ମହାମାରୀ ବିରୋଧରେ ଭାରତ ସାତ ମାସ ଧରି ସଂଗ୍ରାମ ଜାରି ରଖିଆସିଛି। ଗତ ମାର୍ଚ୍ଚ ମାସରେ ପ୍ରଥମେ ଲକଡାଉନ୍ ଘୋଷଣା କରାଯାଇଥିଲା। ଆପଣଙ୍କ ଆକଳନ ଅନୁସାରେ ଆମେ ଏଥିରେ...
ରେଳ ଡାକ୍ତରଖାନାର ଶୌଚାଳୟ ଟାଇଲର ରଙ୍ଗକୁ ନେଇ ବିବାଦ – ତାତିଲେ ସମାଜବାଦୀ ପାର୍ଟି...
ଗୋରଖପୁର ୨୯-୧୦ (ଓଡ଼ିଆ ପୁଅ) ଉତ୍ତରପ୍ରଦେଶର ଗୋରଖପୁରର ଲଲିତ ନାରାୟଣ ମିଶ୍ର ରେଳ ଡାକ୍ତରଖାନା ଭିତରେ ଥିବା ଶୌଚାଳୟରେ ସମାଜବାଦୀ ପାର୍ଟୀର ପତାକା ରଙ୍ଗର ଟାଇଲ ଲଗାଯିବା ପରେ ବିବାଦ ଉପୁଜିଥିଲା। ସମାଜବାଦୀ...
ବିଭିନ୍ନ ଗ୍ରେଡ୍ରୁ ଉତ୍ପନ୍ନ ଇଥାନଲର କ୍ରୟ ମୂଲ୍ୟ ବୃଦ୍ଧି କରିବା ନିଷ୍ପତିକୁ କ୍ୟାବିନେଟ ମଞ୍ଜୁରୀ...
ଆଖୁ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ଦିଗରେ ବଡ ପଦକ୍ଷେପ - ଧର୍ମେନ୍ଦ୍ର ପ୍ରଧାନ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ
- ଆଖୁ ରସୁରୁ ଉତ୍ପାଦନ ହେଉଥିବା ଇଥାନଲର ମୂଲ୍ୟ ଲିଟର ପ୍ରତି...
ସରକାରଙ୍କ ବଡ ନିଷ୍ପତ୍ତି : ପିଆଜ ବିହନ ରପ୍ତାନି ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଇଲେ...
ନୂଆଦିଲ୍ଲୀ ୨୯ ଅକ୍ଟୋବର (ଓଡ଼ିଆ ପୁଅ) ଭାରତ ସରକାର ଗୁରୁବାର ପିଆଜ ବିହନ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏ ବାବଦରେ କେନ୍ଦ୍ର ସରକାର ଦେଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ପ୍ରତିବନ୍ଧକ...
ଆଜି ରାଜ୍ୟରେ ୧୬୧୭ ନୂଆ ଆକ୍ରାନ୍ତ ଚିହ୍ନଟ, ୧୩ ମୃତ – ଜାଣନ୍ତୁ ଆପଣଙ୍କ...
ଭୁବନେଶ୍ୱର ୨୯-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୧୬୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୮୭୦୯୯ ରୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୯୪୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ...
ଆଜି ରାଜ୍ୟରେ କରୋନା ନେଲା ୧୩ ମୁଣ୍ଡ ମୋଟ ମୃତକଙ୍କ ସଂଖ୍ୟା ୧୨୯୭ କୁ...
ଭୁବନେଶ୍ୱର ୨୯-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ କରୋନା ନେଲା ୧୩ ମୁଣ୍ଡ ମୋଟ ମୃତକଙ୍କ ସଂଖ୍ୟା ୧୨୯୭ କୁ ବୃଦ୍ଧି ପାଇଛି।କେଉଁ ଜିଲ୍ଲାରୁ କେତେ - ଭୁବନେଶ୍ୱରର ୨ ଜଣକଟକ ଜିଲ୍ଲାର...
ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ୯୨ ବର୍ଷ ବୟସରେ ଦେହାନ୍ତ
ନୂଆ ଦିଲ୍ଲୀ ଅକ୍ଟୋବର ୨୯ (ଓଡ଼ିଆ ପୁଅ) ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶବୁଭାଇ ପଟେଲଙ୍କ ଗୁରୁବାର ୯୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କୁ ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ତାଙ୍କର ହୃଦଘାତରେ...
ଆଜି ରାଜ୍ୟରେ ୧୬୧୭ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୮୭୦୯୯ ରୁ...
ଭୁବନେଶ୍ୱର ୨୯-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୧୬୧୭ ନୂଆ ଆକ୍ରାନ୍ତ ୧୬୧୭ - ମୋଟ ଆକ୍ରାନ୍ତ ୨୮୭୦୯୯ ରୁ ବୃଦ୍ଧି ପାଇଛି।
ନୂଆ ଆକ୍ରାନ୍ତ - ୧୬୧୭
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୯୪୧
- ସ୍ଥାନୀୟ...
ଦେଶର ପ୍ରତ୍ୟେକ ନାଗରିକଙ୍କୁ ଦିଆଯିବ କରୋନା ଟିକା – ପ୍ରଧାନମନ୍ତ୍ରୀ ମୋଦୀ
ନୂଆ ଦିଲ୍ଲୀ ୨୯ ଅକ୍ଟୋବର (ଓଡ଼ିଆ ପୁଅ) ସ୍ୱାସ୍ଥ୍ୟ ଯୋଜନା ଅଧୀନରେ ମୋଦୀ ସରକାର ଏହି ଟୀକାକରଣ ଅଭିଯାନ ଚଳାଇ ପାରନ୍ତି। ଇକୋନୋମିକ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ପିଏମ ମୋଦୀ କହିଛନ୍ତି,...
ଭାରତ ସ୍ୱାଧୀନତା ସଂଗ୍ରାମର ପ୍ରଥମ ସହିଦ୍ ଜୟୀ ରାଜଗୁରୁ (୨୯, ଅକ୍ଟୋବର, ୧୭୩୯ –...
ମହାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ଭାରତର ପ୍ରଥମ ସହିଦ କୁହାଯାଉଥିବା ଜୟୀ ରାଜଗୁରୁ ୧୭୩୯ ମସିହା ଅକ୍ଟୋବର ମାସ ୨୯ ତାରିଖ (କାର୍ତ୍ତିକ, ଶୁକ୍ଳ ଅଁଳା ନବମୀ) ଦିନ ପୁରୀ ଜିଲ୍ଲାର ହରେକୃଷ୍ଣପୁର...
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଲକ୍ଷ ପାର – ଜାଣନ୍ତୁ କେତେ ଦିନରେ...
ନୂଆ ଦିଲ୍ଲୀ ୨୯-୧୦ (ଓଡ଼ିଆ ପୁଅ) ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦ ଲକ୍ଷ ପାର ହୋଇଛି। ୭୦ ଲକ୍ଷ ପହଞ୍ଚିବାର ୧୮ ଦିନ ପରେ ବୁଧବାର ଦିନ ଭାରତର କୋଭିଡ -୧୯...
ଭାନାଥୀ ଶ୍ରୀନିବାସନ୍ ହେଲେ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା
ନୂଆଦିଲ୍ଲୀ: ତାମିଲନାଡୁ ପ୍ରଦେଶ ଉପଧ୍ୟକ୍ଷା ଭାବରେ ଦାୟିତ୍ୱ ତୁଲାଇ ସାରିଥିବା ଭାନାଥୀ ଶ୍ରୀନିବାସନ୍ ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭାବରେ ନିଯୁକ୍ତ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା...
କେବେ ହେବ ସିବିଏସଇ ବୋର୍ଡ ପରୀକ୍ଷା ?
ନୂଆଦିଲ୍ଲୀ ୨୮-୧୦ (ଓଡ଼ିଆ ପୁଅ) : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତିର ସୂଚୀ ପ୍ରସ୍ତୁତ କରୁଛି। ଆସନ୍ତା ମାସରେ ବୋର୍ଡ ପରୀକ୍ଷା ରିଲିଜ୍ କାର୍ଯ୍ୟସୂଚୀ ସମ୍ପର୍କରେ...
କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ଆକ୍ରାନ୍ତ
ନୂଆ ଦିଲ୍ଲୀ ୨୮-୧୦ (ଓଡ଼ିଆ ପୁଅ) କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେ ଟ୍ୱିଟରରେ ଏହା ଘୋଷଣା କରିଛନ୍ତି।
ସ୍ମୃତି ଇରାନୀ ଟ୍ୱିଟ୍ କରି କହିଛନ୍ତି, “ଘୋଷଣା କରିବା ସମୟରେ...
ତିର୍ତ୍ତୋଲ ଉପ-ନିର୍ବାଚନର ପ୍ରମୂଖ ସ୍ତମ୍ଭ: ପ୍ରଧାନଙ୍କୁ ପ୍ରଧାନ ପସନ୍ଦ ..
ଭୁବନେଶ୍ୱର: ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେପିର ପ୍ରମୂଖ ସ୍ତମ୍ଭ ସାଜିଛନ୍ତି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଜଗତସିଂହପୁର ଜିଲ୍ଲା ପ୍ରଭାରୀ ସାରଦା ଓରଫ ବୁଲୁ ପ୍ରଧାନ। ତିର୍ତ୍ତୋଲ ଉପନିର୍ବାଚନ ପାଇଁ ସେ ସବୁ...












