Home Coronavirus Outbreak ଆଜି ରାଜ୍ୟରେ ୧୬୧୭ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୮୭୦୯୯ ରୁ ବୃଦ୍ଧି

ଆଜି ରାଜ୍ୟରେ ୧୬୧୭ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୮୭୦୯୯ ରୁ ବୃଦ୍ଧି

79

ଭୁବନେଶ୍ୱର ୨୯-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ ୧୬୧୭ ନୂଆ ଆକ୍ରାନ୍ତ ୧୬୧୭ – ମୋଟ ଆକ୍ରାନ୍ତ ୨୮୭୦୯୯ ରୁ ବୃଦ୍ଧି ପାଇଛି।

ନୂଆ ଆକ୍ରାନ୍ତ – ୧୬୧୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୯୪୧
– ସ୍ଥାନୀୟ ଅଞ୍ଚଳରୁ୬୭୬
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୭୫
୨- ବାଲେଶ୍ୱର ଜିଲ୍ଲାରୁ – ୭୬
୩- ବରଗଡ଼ ଜିଲ୍ଲାରୁ – ୩୫
୪- ଭଦ୍ରକ ଜିଲ୍ଲାରୁ – ୩୦
୫- ବଲାଙ୍ଗୀର ଜିଲ୍ଲାରୁ – ୬୮
୬- ବୌଦ୍ଦ ଜିଲ୍ଲାରୁ – ୧୯
୭- କଟକ ଜିଲ୍ଲାରୁ – ୧୨୮
୮- ଦେବଗଡ଼ ଜିଲ୍ଲାରୁ – ୧୧
୯- ଢେଙ୍କାନାଳ ଜିଲ୍ଲାରୁ – ୪୫
୧୦- ଗଜପତି ଜିଲ୍ଲାରୁ – ୮
୧୧- ଗଞ୍ଜାମ ଜିଲ୍ଲାରୁ – ୨୦
୧୨- ଜଗତସିଂହପୁର ଜିଲ୍ଲାରୁ – ୮୦
୧୩- ଯାଜପୁର ଜିଲ୍ଲାରୁ – ୪୦
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୩୯
୧୫- କଳାହାଣ୍ଡି ଜିଲ୍ଲାରୁ – ୮୪
୧୬- କନ୍ଧମାଳ ଜିଲ୍ଲାରୁ – ୧୪
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୫୪
୧୮- କେନ୍ଦୁଝର ଜିଲ୍ଲାରୁ – ୫୩
୧୯-ଖୋର୍ଦ୍ଧା ଜିଲ୍ଲାରୁ : ୨୨୨
୨୦- କୋରାପୁଟ ଜିଲ୍ଲାରୁ – ୩୨
୨୧- ମାଲକାନଗିରି : ୧୭
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୮୫
୨୩- ନବରଙ୍ଗପୁର ଜିଲ୍ଲାରେ: ୩୩
୨୪- ନୟାଗଡ଼ ଜିଲ୍ଲାରୁ – ୪୦
୨୫- ନୂଆପଡ଼ା ଜିଲ୍ଲାରୁ – ୫୯
୨୬- ପୁରୀ ଜିଲ୍ଲାରୁ – ୭୬
୨୭- ରାୟଗଡ଼ା ଜିଲ୍ଲାରୁ – ୧୫
୨୮- ସମ୍ବଲପୁର ଜିଲ୍ଲାରୁ – ୨୨
୨୯- ସୋନପୁର ଜିଲ୍ଲାରୁ – ୮
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୯୩
୩୧- State Pool: ୩୬
– ନୂଆ ସୁସ୍ଥ ହୋଇଥିଲେ୨୦୧୫
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୪୪୬୩୫୫୯
– ମୋଟ ଆକ୍ରାନ୍ତ ୨୮୭୦୯୯
– ମୋଟ ସୁସ୍ଛ ହୋଲେଣି ୨୭୦୧୩୦
– ସକ୍ରୀୟ ଆକ୍ରାନ୍ତ – ୧୫୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.