Home Coronavirus Outbreak ଆଜି ରାଜ୍ୟରେ କରୋନା ନେଲା ୧୩ ମୁଣ୍ଡ ମୋଟ ମୃତକଙ୍କ ସଂଖ୍ୟା ୧୨୯୭ କୁ ବୃଦ୍ଧି

ଆଜି ରାଜ୍ୟରେ କରୋନା ନେଲା ୧୩ ମୁଣ୍ଡ ମୋଟ ମୃତକଙ୍କ ସଂଖ୍ୟା ୧୨୯୭ କୁ ବୃଦ୍ଧି

53

ଭୁବନେଶ୍ୱର ୨୯-୧୦ (ଓଡ଼ିଆ ପୁଅ) ଆଜି ରାଜ୍ୟରେ କରୋନା ନେଲା ୧୩ ମୁଣ୍ଡ ମୋଟ ମୃତକଙ୍କ ସଂଖ୍ୟା ୧୨୯୭ କୁ ବୃଦ୍ଧି ପାଇଛି।

କେଉଁ ଜିଲ୍ଲାରୁ କେତେ –

ଭୁବନେଶ୍ୱରର ୨ ଜଣ
କଟକ ଜିଲ୍ଲାର ୨ ଜଣ
କେନ୍ଦୁଝର ଜିଲ୍ଲାର ଜଣେ
ବାଲେଶ୍ୱର ଜିଲ୍ଲାର ୨ ଜଣ
ଜଗତସିଂହପୁର ଜିଲ୍ଲାର ଜଣେ
ସମ୍ବଲପୁର ଜିଲ୍ଲାର ଜଣେ
ନୁଆପଡା ଜିଲ୍ଲାର ୨ ଜଣ
ଅନୁଗୁଳ ଜିଲ୍ଲାର ୨ ଜଣ

ମୃତକଙ୍କ ବିଷୟରେ

୧- ଭୁବନେଶ୍ୱରର ଜଣେ ୪୯ ବର୍ଷ ବୟସ୍କ ପୁରୁଷ ଯିଏ ପୋଷ୍ଟ MVR, ଡାଇବେଟିସ୍ ମେଲିଟସ୍ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨- ଭୁବନେଶ୍ୱରର ଜଣେ ୭୧ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗରେ ପୀଡିତ ଥିଲେ।

୩- କଟକ ଜିଲ୍ଲାର ଜଣେ ୫୨ ବର୍ଷ ବୟସ୍କ ପୁରୁଷ ଯିଏକି CKD ରେ ପୀଡିତ ଥିଲେ।

୪- କଟକ ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ଆଜମା ରୋଗରେ ପୀଡିତ ଥିଲେ।

୫- କେନ୍ଦୁଝର ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୬- ବାଲେଶ୍ୱର ଜିଲ୍ଲାର ଜଣେ ୪୧ ବର୍ଷ ବୟସ୍କ ପୁରୁଷ।

୭- ବାଲେଶ୍ୱର ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୮- ଜଗତସିଂହପୁର ଜିଲ୍ଲାର ଜଣେ ୪୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୯- ସମ୍ବଲପୁର ଜିଲ୍ଲାର ଜଣେ ୪୮ ବର୍ଷ ବୟସ୍କ ପୁରୁଷ।

୧୦- ନୁଆପଡା ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ।

୧୧- ନୁଆପଡା ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ।

୧୨- ଅନୁଗୁଳ ଜିଲ୍ଲାର ଜଣେ ୪୩ ବର୍ଷ ବୟସ୍କ ପୁରୁଷ।

୧୩- ଅନୁଗୁଳ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.