Tag: picturenews
ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ
ପୁରୀ ୧୬/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କର ହରିହର ବେଶ ଅନୁଷ୍ଠିତ ହୋଇଯାଇଛି। ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜ୍ଜିତ କରାଯାଇଥିଲା। ବଡ଼ଠାକୁରଙ୍କୁ ହର ବା...
ରାଜ୍ୟର ଦେବାଦେବୀ ମନ୍ଦିର ଖୋଲିବା ନେଇ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା
ପୁରୀ ୧୬/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : କୋଭିଡ଼୍ କଟକଣା ପାଇଁ ଗତ ମାର୍ଚ୍ଚ ୨୦ ତାରିଖଠାରୁ ଶ୍ରୀମନ୍ଦିର ସମେତ ରାଜ୍ୟର ଅନ୍ୟାନ୍ୟ ଦେବାଦେବୀ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଛି। ଫଳରେ,...
ବଡ ଖବର: କରୋନା ଭାଇରସ୍ କାରଣରୁ ସଂସଦର ଶୀତକାଳୀନ ଅଧିବେଶନ ସ୍ଥଗିତ ହୋଇପାରେ
ନୂଆ ଦିଲ୍ଲୀର ୧୬-୧୧ (ଓଡ଼ିଆ ପୁଅ) ଦିଲ୍ଲୀରେ କରୋନା ମହାମାରୀ (କୋଭିଡ -୧୯) କୁ ଦୃଷ୍ଟିରେ ରଖି ସଂସଦର ଶୀତକାଳୀନ ଅଧିବେଶନକୁ ଏଥର ସ୍ଥଗିତ ରଖାଯାଇପାରେ ବୋଲି ଖବରରୁ ପ୍ରକାଶ। ପ୍ରାପ୍ତ ସୂଚନା...
କାହାର ରହିବ ଭାଉ; ଖୋର୍ଦ୍ଧା ଜିଲ୍ଲା ସଭାପତି କିଏ ?
ଭୁବନେଶ୍ୱର: ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ପରିବର୍ତ୍ତନ କରାଯାଇ ନୂତନ ଭାବରେ ଆଉ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଜିଲ୍ଲା ସଭାପତି ଥିବା ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ହଟାଯାଇ ଡଃ ଯତୀନ ମହାନ୍ତିଙ୍କୁ ସଭାପତି...
ରାଜ୍ୟରେ ଆଜି ୧୭ କରୋନା ଆକ୍ରାନ୍ତ ମୃତ – ମୋଟ ମୃତକଙ୍କ ସଂଖ୍ୟା ୧୫୨୭...
ଭୁବନେଶ୍ୱର ୧୫-୧୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୭ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ମୃତକଙ୍କ ସଂଖ୍ୟା ୧୫୨୭ କୁ ବୃଦ୍ଧି ପାଇଛି।
ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ -
ବରଗଡ ଜିଲ୍ଲାର...
ମର୍ମନ୍ତୁଦ ସଡକ ଦୁର୍ଘଟଣା – ଟ୍ରକ୍ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା –...
ବରଗଡ଼ ୧୫-୧୧ (ଓଡ଼ିଆ ପୁଅ) ଶନିବାର ରାତ୍ରରେ ବରଗଡ଼ ସହର ଉପକଣ୍ଠସ୍ଥ ସରସରା ଗାଁ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିବା କାରଣରୁ ୩ଜଣଙ୍କ ମୃତ୍ୟୁ ଘଟିଛି। ଖବର ଅନୁଯାୟୀ, ଏକ...
ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ପରିବର୍ତ୍ତନ: କହିଁ ପେ ନିଗାହେଁ, କହିଁ ପେ ନିଶାନା...
ଭୁବନେଶ୍ୱର: ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ପରିବର୍ତ୍ତନ କରାଯାଇ ନୂତନ ଭାବରେ ଆଉ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଜିଲ୍ଲା ସଭାପତି ଥିବା ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ହଟାଯାଇ ଡଃ ଯତୀନ ମହାନ୍ତିଙ୍କୁ ସଭାପତି...
ଶୀତଦିନ ଥଣ୍ଡାରେ ଥରୁଥିଲା ଭିକାରୀ, ତାକୁ ଦେଖି ଡିଏସପି ଗଲେ ସାହାଯ୍ୟ କରିବାକୁ, କିନ୍ତୁ...
ନୂଆଦିଲ୍ଲୀ ୧୪-୧୧ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶର ଗ୍ୱାଲିଅରରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ମଧ୍ୟପ୍ରଦେଶ ପୋଲିସର ଜଣେ ଦକ୍ଷ ପୋଲିସ୍ ଅଧିକାରୀ ତଥା ସୁଟର ମନୀଷ ମିଶ୍ର ଭିକାରୀ ଭାବରେ ପରିତ୍ୟକ୍ତ ଅବସ୍ଥାରେ...
ଭାରତର ସକ୍ରିୟ କରୋନା ମାମଲା ୪.୮୫ ଲକ୍ଷ ତଳକୁ ଖସିଲା – ଦୈନିକ ଆରୋଗ୍ୟ...
ଭାରତର ସକ୍ରିୟ କରୋନା ମାମଲା ଆଜି ୪, ୮୪, ୫୪୭ରେ ପହଞ୍ଚିଛି, ଯାହା କି ୫ ଲକ୍ଷ ଅଙ୍କଠାରୁ କମ। ଆଜିକୁ ମିଶାଇ ଲଗାତର ତୃତୀୟ ଦିନ ପାଇଁ ସକ୍ରିୟ କରୋନା ମାମଲା...
ଆୟୁର୍ବେଦ ଦିବସରେ ପ୍ରଧାନମନ୍ତ୍ରୀ ଦୁଇଟି ଅତ୍ୟାଧୁନିକ ଆୟୁର୍ବେଦ ପ୍ରତିଷ୍ଠାନ ରାଷ୍ଟ୍ରକୁ କଲେ ଉତ୍ସର୍ଗ
- ପାରମ୍ପରିକ ଔଷଧପତ୍ରର ବୈଶ୍ୱିକ କେନ୍ଦ୍ରଭାବେ ଭାରତକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବାଛି ଥିବାରୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ- ଆନ୍ତର୍ଜାତିକ ମାନ ପୂରଣ କରୁଥିବା ଆୟୁର୍ବେଦ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ ଆହ୍ୱାନ- ଆୟୁର୍ବେଦ...
ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତ କଲେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା –...
ନୂଆଦିଲ୍ଲୀ ୧୩-୧୧ (ଓଡ଼ିଆ ପୁଅ) ଦୀପାବଳିର ଗୋଟିଏ ଦିନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ରାଜ୍ୟଗୁଡ଼ିକର ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତ କରିଛନ୍ତି। ଅବିନାଶ ରାୟ ଖାନ୍ନାଙ୍କୁ ହିମାଚଳ ପ୍ରଦେଶର...
କରୋନା ଟିକାକରଣକୁ ନେଇ ବଡ଼ ଖବର : ଆସନ୍ତା ମାସରେ ଭାରତକୁ ୧୦ କୋଟି...
ନୂଆଦିଲ୍ଲୀ ୧୩ ନଭେମ୍ବର (ଓଡ଼ିଆ ପୁଅ) କରୋନା ଭୂତାଣୁକୁ ନେଇ ଦୀପାବଳି ପୂର୍ବରୁ ଆସିଛି ବଡ଼ ଖବର। ହିନ୍ଦୁସ୍ଥାନରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, AstraZeneca plc ବିଶ୍ୱର ସର୍ବବୃହତ ଟୀକା ଉତ୍ପାଦନକାରୀ ଡିସେମ୍ବର...
ବଡ଼ ସଡ଼କ ଦୁର୍ଘଟଣା ୧୧ ମୃତ ଅନେକ ଆହତ
ନୂଆ ଦିଲ୍ଲୀ ୧୩-୧୧ (ଓଡ଼ିଆ ପୁଅ) ଶୁକ୍ରବାର ଦିନ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିବା ଖବର ମିଳିଛି। ମଧ୍ୟପ୍ରଦେଶର ଶିବପୁରୀ ଅଞ୍ଚଳରେ ହୋଇଥିବା ଭୟଙ୍କର ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି।...
ରାଜ୍ୟର ୭୬ ଲକ୍ଷ ଚାଷୀ କୃଷକ ଡାଟାବେସ୍ ର ଅନ୍ତର୍ଭୁକ୍ତ କରୋନା ସମୟରେ କୃଷି...
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କୃଷକ ଓଡିଶା ଓ ବିଭିନ୍ନ ଅନ୍ଲାଇନ ସେବାର ଶୁଭାରମ୍ଭ
କୃଷି ବିଭାଗରେ ୫ଟି କାର୍ଯ୍ୟକ୍ରମ - ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କୃଷକ ଓଡିଶା ଓ ବିଭିନ୍ନ ଅନ୍ଲାଇନ ସେବାର ଶୁଭାରମ୍ଭ
ଭୁବନେଶ୍ୱର ୧୩-୧୧ (ଓଡ଼ିଆ...
QRSAM ମିସାଇଲ୍ ସିଷ୍ଟମ୍ ହାସଲ କଲା ପ୍ରମୁଖ ମାଇଲଖୁଣ୍ଟ : ଓଡ଼ିଶା ତଟରେ ସଫଳ...
ନୂଆ ଦିଲ୍ଲୀ ୧୩-୧୧ (ଓଡ଼ିଆ ପୁଅ) ଏୟାର ମିସାଇଲ୍, (QRSAM) କୁଇକ୍ ରିଆକ୍ସନ୍ ସର୍ଫେସ୍ ଟୁ ଏୟାର ମିସାଇଲ୍ ମଧ୍ୟମ ସୀମା ଏବଂ ମଧ୍ୟମ ଉଚ୍ଚତାରେ ବଂଶୀ ପାଇଲଟଲେସ୍ ଟାର୍ଗେଟ୍ ବିମାନକୁ ସିଧାସଳଖ...
ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳି ବଡ଼ ବଡ଼ୁଆ ଡ଼ାକିବା ମନା
ପୁରୀ ୧୩/୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ଶ୍ରୀମନ୍ଦିର କିମ୍ବା ପାର୍ଶ୍ୱବର୍ତ୍ତୀ କୌଣସି ସ୍ଥାନରେ ମଧ୍ୟ ବଡ଼ବଡ଼ୁଆ ଡ଼ାକ ଶୁଭିବନି କି କାଉଁରିଆ କାଠି ଜଳିବନି। ପୁରୀ ବାହର ଲୋକତ ଦୂରର...
ଭାରତ ସରକାର ଦେଶର ପ୍ରତ୍ୟେକ ପରିବାରକୁ PM Fund ରୁ ଦେଉଛନ୍ତି ୧୦ ହଜାର...
ନୂଆ ଦିଲ୍ଲୀ ନଭେମ୍ବର ୧୩ (ଓଡ଼ିଆ ପୁଅ) କରୋନା ଭାଇରସ୍ ବିସ୍ତାର ହେତୁ ଦେଶରେ ଲଗାଯାଇଥିବା ଲକଡାଉନ୍ ସମୟରେ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ସ୍ଥିର ହୋଇଯାଇଥିଲା। କୋଭିଡ -୧୯ ସଙ୍କଟ ସମୟରେ ଲକ୍ଷ...
ଏହି କୃଷକମାନଙ୍କୁ PM-KISAN ଯୋଜନାରେ ମିଳିବ ନାହିଁ ୬ ହଜାର ଟଙ୍କା – କାରଣ...
ନୂଆ ଦିଲ୍ଲୀ ୧୩-୧୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ-କିସାନ ଯୋଜନାରେ ୨୦୦୦-୨୦୦୦ ଟଙ୍କା ବର୍ଷକୁ ତିନିଥର କୃଷକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥାଏ। କେନ୍ଦ୍ର ସରକାର କୃଷକମାନଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ଲେଖାଏଁ ପ୍ରଧାନମନ୍ତ୍ରୀଙ୍କ...
ଆତ୍ମନିର୍ଭର ଭାରତ ୩.୦ ପାଇଁ ଅର୍ଥମନ୍ତ୍ରୀଙ୍କ ବିଭିନ୍ନ ଆର୍ଥିକ ପ୍ରୋତ୍ସାହନ ପଦକ୍ଷେପ ଘୋଷଣା
- ଏମ୍ଏସ୍ଏମ୍ଇ, ବ୍ୟବସାୟ, ମୁଦ୍ରା ଋଣକାରୀ ତଥା ବ୍ୟକ୍ତିବିଶେଷଙ୍କ ପାଇଁ ଇସିଏଲ୍ଜି ସ୍କିମ୍ର ମିଆଦ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢିଲା; ଏମାନଙ୍କ ପାଇଁ ଅତିରିକ୍ତ ୨୦ ଶତାଂଶ ଋଣ ଯୋଗାଣ ବ୍ୟବସ୍ଥା
-...
ଆଉ ଜଣେ ବଲିଉଡ ଅଭିନେତା ଆସିଫ ବସ୍ରାଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ ୧୨ ନଭେମ୍ବର (ଓଡିଆ ପୁଅ) ବଲିଉଡ ଅଭିନେତା ଆସୀଫ ବସ୍ରା ଗୁରୁବାର ହିମାଚଳ ପ୍ରଦେଶର କାଙ୍ଗରା ଜିଲ୍ଲାର ଧର୍ମଶାଲାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ...