Home Coronavirus Outbreak ରାଜ୍ୟରେ ଆଜି ୧୭ କରୋନା ଆକ୍ରାନ୍ତ ମୃତ – ମୋଟ ମୃତକଙ୍କ ସଂଖ୍ୟା ୧୫୨୭ କୁ...

ରାଜ୍ୟରେ ଆଜି ୧୭ କରୋନା ଆକ୍ରାନ୍ତ ମୃତ – ମୋଟ ମୃତକଙ୍କ ସଂଖ୍ୟା ୧୫୨୭ କୁ ବୃଦ୍ଧି

76

ଭୁବନେଶ୍ୱର ୧୫-୧୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୭ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ମୃତକଙ୍କ ସଂଖ୍ୟା ୧୫୨୭ କୁ ବୃଦ୍ଧି ପାଇଛି।

ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ବରଗଡ ଜିଲ୍ଲାର ୩ ଜଣ
ବୌଦ୍ଧ ଜିଲ୍ଲାର ଜଣେ
ଭୁବନେଶ୍ୱରର ୪ ଜଣ
ଢେଙ୍କାନାଳ ଜିଲ୍ଲାର ଜଣେ
କଳାହାଣ୍ଡି ଜିଲ୍ଲାର ଜଣେ
ସମ୍ବଲପୁର ଜିଲ୍ଲାର ୩ ଜଣ
ସୁନ୍ଦରଗଡ ଜିଲ୍ଲାର ୪ ଜଣ

ମୃତକଙ୍କ ବିଷୟରେ –

୧- ବରଗଡ ଜିଲ୍ଲାର ଜଣେ ୩୩ ବର୍ଷ ବୟସ୍କ ପୁରୁଷ।

୨- ବରଗଡ ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୩- ବରଗଡ ଜିଲ୍ଲାର ଜଣେ ୬୪ ବର୍ଷ ବୟସ୍କ ପୁରୁଷ।

୪- ବୌଦ୍ଧ ଜିଲ୍ଲାର ୧୨ ବର୍ଷର ବାଳିକା।

୫- ଭୁବନେଶ୍ୱରର ୬୩ ବର୍ଷ ବୟସ୍କ ପୁରୁଷ।

୬- ଭୁବନେଶ୍ୱରର ୧୦୨ ବର୍ଷ ବୟସ୍କା ମହିଳା।

୭- ଭୁବନେଶ୍ୱରର ଜଣେ ୭୩ ବର୍ଷ ବୟସ୍କ ପୁରୁଷ ଯିଏ ଡାଇବେଟିସ୍ ମେଲିଟସ୍, CVA ସହିତ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୮- ଭୁବନେଶ୍ୱରର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ କରୋନାରୀ ଧମନୀ ରୋଗରେ ମଧୁମେହ ରୋଗରେ ପୀଡିତ ଥିଲେ ଏବଂ ସେ CABG କରିଥିଲେ।

୯- ଢ଼େଙ୍କାନାଳ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ।

୧୦- କଳାହାଣ୍ଡି ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୧୧- ସମ୍ବଲପୁର ଜିଲ୍ଲାର ୫୩ ବର୍ଷ ବୟସ୍କା ମହିଳା ଯିଏ କି ଓରାଲ୍ କର୍କଟରେ ପୀଡିତ ଥିଲେ।

୧୨- ସମ୍ବଲପୁର ଜିଲ୍ଲାର ୬୩ ବର୍ଷ ବୟସ୍କ ପୁରୁଷ।

୧୩- ସମ୍ବଲପୁର ଜିଲ୍ଲାର ୫୮ ବର୍ଷ ବୟସ୍କ ପୁରୁଷ।

୧୪- ସୁନ୍ଦରଗଡ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏକି CKD ରେ ପୀଡିତ ଥିଲେ।

୧୫- ସୁନ୍ଦରଗଡ ଜିଲ୍ଲାର ଜଣେ ୨୮ ବର୍ଷ ବୟସ୍କା ମହିଳା।

୧୬- ସୁନ୍ଦରଗଡ ଜିଲ୍ଲାର ଜଣେ ୩୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୧୭- ସୁନ୍ଦରଗଡ ଜିଲ୍ଲାର ୭୯ ବର୍ଷ ବୟସ୍କ ପୁରୁଷ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.