Tag: picturenews
ଭାରତ ସହ ସଂପର୍କ ଭାଙ୍ଗିଲା ପାକିସ୍ତାନ
ନୂଆଦିଲ୍ଲୀ, ୦୭/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ୩୭୦ ଧାରା ଉଛେଦ ପରେ ଭାରତ ସହ ସଂପର୍କ ଛିନ୍ନ କଲା ପାକିସ୍ତାନ। ପାକିସ୍ତାନରେ ଅବସ୍ଥାପିତ ଭାରତର ରାଷ୍ଟଦୂତଙ୍କୁ ବହିଷ୍କାର କରିବା ସହ ଭାରତ...
ଉତ୍ତର ଓଡିଶାର ଉତରପଶ୍ଚିମ ବଙ୍ଗୋପସାଗର ଉପକୂଳରେ ଅବପାତ
- ୬ ଓ ୭ରେ ପ୍ରବଳ ବର୍ଷା ସମ୍ଭାବନା
- ୪୫ରୁ ୬୫ କିମି ବେଗରେ ପବନ ବହିବାର ସମ୍ଭାବନା
- ଆଗାମୀ ୪୮ ଘଂଟା ମଧ୍ୟରେ ସମୁଦ୍ର ମଧ୍ୟକୁ ଯିବା ପାଇଁ ମତ୍ସ୍ୟଜୀବିଙ୍କୁ ବାରଣ
ନୂଆ...
ସଂସଦର ଅନୁମୋଦନ ଲାଭ କଲା ଐତିହାସିକ ଉପଭୋକ୍ତା ସୁରକ୍ଷା ବିଲ, ୨୦୧୯
- ପ୍ରତିଷ୍ଠା ହେବ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ)
ନୂଆ ଦିଲ୍ଲୀ ୬-୮ (ଓଡ଼ିଆ ପୁଅ) ଉପଭୋକ୍ତାଙ୍କ ଅଧିକାରର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଐତିହାସିକ ଉପଭୋକ୍ତା ସୁରକ୍ଷା ବିଲ, ୨୦୧୯ ଆଜି ସଂସଦର...
ପାକିସ୍ତାନର ଇସ୍ଲାମାବାଦରେ ଲାଗିଲା ଭାରତ ସମର୍ଥକ ବ୍ୟାନର, ଲେଖାଯାଇଥିଲା – ମହା-ଭାରତ ଏକ ପଦକ୍ଷେପ...
ନୂଆ ଦିଲ୍ଲୀ ୭-୮ (ଓଡ଼ିଆ ପୁଅ) ପାକିସ୍ତାନରେ ଲାଗିଲା ବ୍ୟାନର। ଏହା ଉପରେ ଲେଖାଯାଇଥିଲା, 'ଆଜି ଜାମ୍ମୁ-କାଶ୍ମୀର ନେଇଛନ୍ତି, କାଲି ବଲୁଚିସ୍ଥାନ, ପିଓକେ ନେବେ। “ମୋତେ ବିଶ୍ଵାସ କି ଦେଶର ପ୍ରଧାନମନ୍ତ୍ରୀ ଅଖଣ୍ଡ...
ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କର ୬୭ ବର୍ଷ ବୟସରେ ପରଲୋକ
ନୂଆଦିଲ୍ଲୀ,୦୬/୦୮, (ଓଡ଼ିଆ ପୁଅ) : ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କର ୬୭ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମସରେ ଭର୍ତ୍ତି ହୋଇଥିଲେ ସୁଷମା। ମୋଦି...
ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମସରେ ଭର୍ତ୍ତି ହେଲେ ସୁଷମା ସ୍ବରାଜ
ନୂଆଦିଲ୍ଲୀ,୦୬/୦୮, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଏବେ ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମସରେ ଭର୍ତ୍ତି ହୋଇଛନ୍ତି ମୋଦି ସରକାରରେ ବୈଦେଶିକ ମନ୍ତ୍ରୀ ରହିଥିବା ସୁଷମା ସ୍ବରାଜ । ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଥିବା...
ଇଣ୍ଡିଆ ୱେଷ୍ଟ ଇଣ୍ଡିଜ୍ ତୃତୀୟ ଟି-20 : ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ...
ନୂଆ ଦିଲ୍ଲୀ ୬-୮ (ଓଡ଼ିଆ ପୁଅ) ଟିମ ଇଣ୍ଡିଆ ଟି-୨୦ ସିରିଜ୍ ପୂର୍ବରୁ ହିଁ ୨-୦ରେ ଆଗୁଆ ଅଛି, ତୃତୀୟ ଟି-୨୦ ରେ ବର୍ଷା ବାଧା ସୃଷ୍ଟି କରିଥିବାରୁ ମ୍ୟାଚ୍ ବିଳମ୍ବରେ ଆରମ୍ଭ...
ଭାରତ ଟସ ଜୀତି ପ୍ରଥମେ ବୋଲିଂ କରିବାକୁ ନେଲା ନିଷ୍ପତି: ରୋହିତ ଶର୍ମାଙ୍କୁ ବିଶ୍ରାମ...
ନୂଆ ଦିଲ୍ଲୀ ୬-୮ (ଓଡ଼ିଆ ପୁଅ) ଗୟାନାରେ ବର୍ଷା ଖେଳ ଖେଲୁଛି। ଅବଶ୍ୟ ବର୍ଷା ବନ୍ଦ ହୋଇଯାଇଛି। ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଛି। ଭାରତ ଟସ ଜୀତି ପ୍ରଥମେ ବୋଲିଂ କରିବାକୁ ନେଲା...
ଲୋକସଭାରେ ପାରିତ ହେଲା ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲ
ନୂଆ ଦିଲ୍ଲୀ ୬-୮ (ଓଡ଼ିଆ ପୁଅ) ରାଜ୍ୟସଭା ପରେ ଏବେ ଲୋକସଭାରେ ମଧ୍ୟ ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲକୁ ମଞ୍ଜୁରୀ ମିଳିଛି। ମଙ୍ଗଳବାରଦିନ ଲୋକସଭାରେ ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲକୁ ପାଶ୍ କରିଦିଆଯାଇଛି। ଜାମ୍ମୁ-କାଶ୍ମୀର ପୁନର୍ଗଠନ...
ଅନୁଚ୍ଛେଦ ୩୭୦ : ଅମିତ ଶାହଙ୍କ ସହିତ ପରଦା ପଛର ନାୟକ – ଧର୍ମେନ୍ଦ୍ର...
ନୂଆ ଦିଲ୍ଲୀ ୬-୮ (ଓଡ଼ିଆ ପୁଅ) କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସୋମବାରଦିନ ଐତିହାସିକ ନିଷ୍ପତି ନେଇ ଜାମ୍ମୁ-କାଶ୍ମୀରକୁ ବିଶେଷ ରାଜ୍ୟର ମାନ୍ୟତା ଦେଉଥିବା ଅନୁଚ୍ଛେଦ ୩୭୦ କୁ ସମାପ୍ତ କରିଛନ୍ତି। ଗୃହମନ୍ତ୍ରୀ...
ଅଯୋଧ୍ୟା ବିବାଦ : ସୁପ୍ରୀମ କୋର୍ଟରେ ଆଜିଠାରୁ ଆରମ୍ଭ ହେବ ପ୍ରତ୍ୟେହ ଶୁଣାଣି
ନୂଆ ଦିଲ୍ଲୀ ୬ - ୮ (ଓଡ଼ିଆ ପୁଅ) ଅଯୋଧ୍ୟାରେ ଷୋଢ଼ଶ ଶତାବ୍ଦୀରେ ଶିୟା ମୁସଲିମ ମୀର ବାକୀଙ୍କ ଦ୍ଵାରା ବନାଯାଇଥିଲା ବାବରୀ ମସଜିଦ। ଏହାକୁ ଛଅ ଡିସେମ୍ବର, ୧୯୯୨ ରେ କର...
ଚାଷୀ ପେନସନ ଯୋଜନା : ପ୍ରତ୍ୟେକ ମାସରେ ୩ ହଜାର ଟଙ୍କା ପାଇବା ପାଇଁ...
ନୂଆ ଦିଲ୍ଲୀ ୬-୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ଅଗଷ୍ଟରେ ଚାଷୀ ପେନସନ ଯୋଜନାର ପ୍ରାରମ୍ଭ କରିବେ। ଆସନ୍ତୁ ଜାଣିବା କ’ଣ ଏହି ଯୋଜନାର ଫାଇଦା ଏବଂ କ’ଣ ହେବ...
ନୂଆ ଭାରତ ନୂଆ କଶ୍ମୀର
ନୂଆଦିଲ୍ଲୀ, ୫/୦୮ (ଓଡ଼ିଆ ପୁଅ): ଜାମ୍ମୁ କାଶ୍ମୀରରେ ସପ୍ତାହେ ଧରି ଠୁଳ ହୋଇଚାଲିଥିବା ଅଧିକସୁରକ୍ଷା ବାହିନୀ ପଛର କାରଣର ଆଜି ସ୍ପଷ୍ଟ ହୋଇଯାଇଛି। ଗୃହମନ୍ତ୍ରୀ ଅମିତ ଶାହା ଆଜି ଧାରା ୩୭୦ ଉଚ୍ଛେଦ...
ବଡ଼ ଘୋଷଣା : ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲର୍ ଡେଲ ଷ୍ଟେନ ଟେଷ୍ଟ କ୍ରିକେଟରୁ...
ନୂଆ ଦିଲ୍ଲୀ ୫-୮ (ଓଡ଼ିଆ ପୁଅ) ଦକ୍ଷିଣ ଆଫ୍ରିକାର ମହାନ ଫାଷ୍ଟ ବୋଲର୍ ଡେଲ ଷ୍ଟେନ ଟେଷ୍ଟ କ୍ରିକେଟରୁ ସଂନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଦକ୍ଷିଣ ଆଫ୍ରିକା କ୍ରିକେଟ ଆସୋସିଏସନ ଏହି ସୂଚନା...
ଶ୍ରୀନଗରରେ ଅଧା ରାତିରୁ ଲାଗିଲା ୧୪୪ ଧାରା: ଗୃହ ବନ୍ଦୀ ହେଲେ ଉମାର, ସୁରକ୍ଷା...
ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ଜାମ୍ମୁ ଓ କାଶ୍ମୀରର ଶ୍ରୀନଗର ଏବଂ ରିୟାସୀ ଜିଲ୍ଲାରେ ପ୍ରଶାସନ ତରଫରୁ ରାତି ଅଧରୁ ଧାରା ୧୪୪ ଲାଗୁ କରାଯାଇଛି। ଶ୍ରୀନଗରରେ ସୁରକ୍ଷାକୁ କଡ଼ାକଡ଼ି କରିଦିଆଯାଇଛି।...
୫ ଅଗଷ୍ଟ ଜାମ୍ମୁ ବିଶ୍ଵବିଦ୍ୟାଳୟ ଛୁଟି ଘୋଷଣା: ସମସ୍ତ ପରୀକ୍ଷା ଆଗକୁ ଘୁଞ୍ଚାଇ ଦିଆଗଲା
ନୂଆ ଦିଲ୍ଲୀ ୫-୮ (ଓଡ଼ିଆ ପୁଅ) ୫ ଅଗଷ୍ଟ ଜାମ୍ମୁ ବିଶ୍ଵବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି ଓ ସ୍ନାତକ ଏବଂ ସ୍ନାତକୋତ୍ତରର ସମସ୍ତ ପରୀକ୍ଷା ୫ ଅଗଷ୍ଟ, ୨୦୧୯ ହେବ ନାହିଁ। ତାଜା...
କାଶ୍ମୀର: ଶ୍ରୀନଗର ଏବଂ ରିୟାସୀ ଜିଲ୍ଲାରେ ଧାରା ୧୪୪ ଲାଗୁ
ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ଜାମ୍ମୁ ଓ କାଶ୍ମୀରର ଶ୍ରୀନଗର ଏବଂ ରିୟାସୀ ଜିଲ୍ଲାରେ ପ୍ରଶାସନ ତରଫରୁ ଧାରା ୧୪୪ ଲାଗୁ କରାଯାଇଛି। ୫ ଅଗଷ୍ଟ ସୋମବାର ଠାରୁ ଧାରା ୧୪୪...
ସାବଧାନତା ଦୃଷ୍ଟିରୁ ଜାମ୍ମୁରେ ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ, ସ୍କୁଲ୍ ଏବଂ କଲେଜ୍...
ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ସାବଧାନତା ଦୃଷ୍ଟିରୁ ଜାମ୍ମୁରେ ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ, ସ୍କୁଲ କଲେଜ୍ ଗୁଡ଼ିକୁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି। ପ୍ରଶାସନ ତରଫରୁ ଜାମ୍ମୁର ଜେପୁଟି...
କାଶ୍ମୀରରେ ଆଂଶିକଭାବେ ଇଣ୍ଟରନେଟ ସେବା ବନ୍ଦ
ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ଶୁକ୍ରବାରଦିନ ସେନା ଅମରନାଥ ଯାତ୍ରା ମାର୍ଗ ନିକଟରେ ଥିବା ଆତଙ୍କବାଦୀମାନଙ୍କ ଆଡ୍ଡା ପାକିସ୍ତାନରେ ବନିଥିବା ବାରୁଦ ସୁଡ଼ଙ୍ଗ (ଲ୍ୟାଣ୍ଡମାଇନ) ଏବଂ ଆମେରୀକାର ସ୍ନାଇପର ଗନ ମିଳିବାର...
ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଟି-୨୦ – ଖରାବ ପାଗ ଯୋଗୁ ମ୍ୟାଚ୍ ବାଧାପ୍ରାପ୍ତ –...
ନୂଆ ଦିଲ୍ଲୀ ୪-୮ (ଓଡ଼ିଆ ପୁଅ) ଭାରତ-ୱେଷ୍ଟ ଇଣ୍ଡିଜ୍ ଦ୍ୱିତୀୟ ଟି-୨୦ ଆମେରୀକାର ଫ୍ଲୋରିଡ଼ାରେ ଖେଳାଯାଉଛି। ଖରାବ ପାଗ ଯୋଗୁ ବର୍ତ୍ତମାନ ମ୍ୟାଚ୍ କୁ ରୋକି ଦିଆଯାଇଥିଲା। ମ୍ୟାଚ୍ ରୋକିବା ବେଳକୁ ୱେଷ୍ଟ...






