Home Tags Picturenews

Tag: picturenews

ଲକ୍ ଡାଉନ୍ ଯୋଗୁଁ ମଦ ନମିଳିବାରୁ ବାର୍ଣ୍ଣିସ୍ ପିଇ ୩ ମୃତ

0
ଭୁବନେଶ୍ୱର: କରୋନା ଆକ୍ରାନ୍ତ କାରଣରୁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା ହୋଇଛି। ଏହି କାରଣରୁ ମଦ ଦୋକାନ ବନ୍ଦ ହୋଇ ମଦ ମିଳୁନାହିଁ। ଏହା ଭିତରେ ତାମିଲନାଡ଼ୁରେ ମଦ୍ୟପାନ ଅଭାବରୁ ତିନିଜଣ...

ଚାଲବାଜ୍ ଚାଇନାର ଆଉ ଏକ ନୀଚ ପ୍ରକୃତି ..

0
ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ପ୍ରଭାବ ସାରା ବିଶ୍ୱରେ ବୃଦ୍ଧି ପାଉଛି। ବିକାଶଶୀଳ ଦେଶମାନେ ଅନ୍ୟ ଦେଶମାନଙ୍କୁ ଏହାର ମୁକାବିଲା ପାଇଁ ସାହାଯ୍ୟ କରିବାକୁ ଆଗକୁ ଆସୁଛନ୍ତି। କିନ୍ତୁ ଏହି କଠିନ ସମୟରେ...

କରୋନା ପାଇଁ ଲଣ୍ଡା ହେଲେ ୭୫ ପୋଲିସ୍

0
ଭୁବନେଶ୍ୱର: ସମଗ୍ର ବିଶ୍ୱ ପାଇଁ କରୋନା ଭାଇରସ୍ ଏକ ଗମ୍ଭୀର ବିପଦ ଭାବରେ ଉଭା ହୋଇଛି। ଏହି ଭୂତାଣୁ ଯୋଗୁଁ ଭାରତରେ ୨୧ ଦିନର ଲକ୍ ଡାଉନ୍ ଘୋଷଣା କରାଯାଇଛି।ଲକ୍ ଡାଉନକୁ ସଫଳ...

କେବଳ ଭୁବନେଶ୍ୱରରେ ପ୍ରାୟ ୩୦ କରୋନା ଆକ୍ରାନ୍ତ – ସରକାରଙ୍କ ପକ୍ଷରୁ ଆଡଭାଇଜୋରୀ ଜାରୀ

0
ଭୁବନେଶ୍ୱର ୬-୪ (ଓଡ଼ିଆ ପୁଅ) ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱରରେ ୧୬ ଟି ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହା ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ କୁ ବୃଦ୍ଧି ପାଇଛି।...

ଏକା ଥରକେ ଓଡିଶାରେ ୧୬ନୂଆ କରୋନା ପଜିଟିଭ

0
ଭୁବନେଶ୍ୱର ୫-୪ (ଓଡ଼ିଆ ପୁଅ) ଏକା ଥରକେ ଓଡିଶାରେ ୧୬ନୂଆ କରୋନା ପଜିଟିଭ ଚିହ୍ନଟ। ୧୬ଜଣ ଆକ୍ରାନ୍ତ ଭୁବନେଶ୍ୱରର ବାସିନ୍ଦା। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ କୁ ବୃଦ୍ଧି। ଏ ନେଇ ସୂଚନା...

ପ୍ରଧାନମନ୍ତ୍ରୀଙ୍କର ଆହ୍ୱାନକ୍ରମେ ରାତି ୯ଟାରେ ସାମୁହିକ ଭାବେ ଲାଇଟ ବନ୍ଦ କରି ଦୀପ ଜଳେଇଲେ...

0
ନୂଆ ଦିଲ୍ଲୀ ୫-୪ (ଓଡ଼ିଆ ପୁଅ) ଏପ୍ରିଲ ୫ ତାରିଖ ରାତି ୯:୦୦ ଟାରୁ ୯:୦୯ ପର୍ଯ୍ୟନ୍ତ ସ୍ଵେଚ୍ଛାକୃତ ଭାବେ ନିଜ ଘର ଲାଇଟ ବନ୍ଦ କରିବା ଲାଗି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନିବେଦନ...

କେବେ ଖୋଲିବ ସ୍କୁଲ କଲେଜ ? କେନ୍ଦ୍ର ମନ୍ତ୍ରୀ କହିଲେ ଏମିତି କଥା

0
ନୂଆ ଦିଲ୍ଲୀ ୫-୪ (ଓଡ଼ିଆ ପୁଅ) କରୋନା ଭାଇରସ୍ ର ଆତଙ୍କ ଯୋଗୁଁ ସସମ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଅଛି। ସ୍କୁଲ,କଲେଜ ଲକଡାଉନ ପୂର୍ବରୁ ବନ୍ଦ ହୋଇଥିଲା। କେତେକ କ୍ଷେତ୍ରରେ ପରୀକ୍ଷା ବାତିଲ କରାଯାଇଛି।...

ଚାଇନା ଲଗାଇଦେଲା ଚୂନ: ପାକିସ୍ତାନକୁ ଦେଲା ଅଣ୍ଡରୱେରରେ ତିଆରି ମାସ୍କ

0
ନୂଆଦିଲ୍ଲୀ: ବିଶ୍ୱକୁ ମାରାତ୍ମକ କରୋନା ଜୀବାଣୁ ମହାମାରୀ ଆଡ଼କୁ ଠେଲି ଦେଇଥିବା ଚୀନ୍ ତାର ଧୋକା ଦେବା ବା ପ୍ରତାରଣା କରିବା ପ୍ରକୃତି ଛାଡ଼ି ପାରୁନାହିଁ। ନିଜର ମିତ୍ର ରାଷ୍ଟ୍ରକୁ ମଧ୍ୟ ଚାଇନା...

ଫଳରେ ଛେପ ଲଗାଉଥିବା ତିନି ଯୁବକଙ୍କୁ ଲୋକେ ପିଟିଲେ, ପୋଲିସରେ ଜିମା ଦେଲେ

0
ନୂଆଦିଲ୍ଲୀ: ନୂଆଦିଲ୍ଲୀ ଗୁରୁନାନକ ନଗରର ଅଞ୍ଚଳରେ ଫଳରେ ଛେପ ଲଗାଉଥିବା ତିନିଜଣ ଯୁବକଙ୍କୁ ସ୍ଥାନୀୟ ଲୋକେ ପ୍ରବଳ ପିଟିବା ସହ ସ୍ଥାନୀୟ ପୋଲିସର ଜିମା ଦେଇଛନ୍ତି। ନୂଆଦିଲ୍ଲୀ ଟିପିନଗର ପୋଲିସ ଷ୍ଟେସନ ଅଞ୍ଚଳର...

ଭୁବନେଶ୍ୱରରୁ ପୁଣି ୨ କରୋନା ଚିହ୍ନଟ – ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ କୁ...

0
ଭୁବନେଶ୍ୱର ୫-୪ (ଓଡ଼ିଆ ପୁଅ) ଭୁବନେଶ୍ୱରରୁ ପୁଣି ୨ କରୋନା ଚିହ୍ନଟ ହୋଇଛନ୍ତି। ଏହା ଫଳରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ କୁ ବୃଦ୍ଧି ପାଇଛି। ଜଣେ ଆକ୍ରାନ୍ତ କପିଳ ପ୍ରସାଦ ହାଉସିଂ ବୋର୍ଡ...

ରାତି ୯ଟାରେ ହଠାତ୍ ଲାଇଟ୍ ଲିଭିବ, ୯ ମିନିଟରେ ପୁଣି ଆସିବ: ବୈଦୁତିକ ଉପକରଣ...

0
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆଜି ରାତି ୯ଟାରେ କୋଟିକୋଟି ଲୋକ ଘରେ ଲାଇଟ୍ ଲିଭାଇ ଦୀପ ଜାଳିବା କିମ୍ବା ଫ୍ଲାସ ଲାଇଟ୍ ଲଗାଇ ନିଜ ଘରକୁ ଆଲୋକିତ କରିବେ।...

କରୋନା ଆତଙ୍କ: ଜମାତିଙ୍କ ରାସ୍ତାରେ ଜେଏନୟୁ ଛାତ୍ର; ସୁରକ୍ଷାକର୍ମୀଙ୍କୁ କହିଲେ ଉପରେ ଛିଙ୍କିଦେବି ..

0
ଭୁବନେଶ୍ୱର: ତବଲିଗ୍ ଜମାତିଙ୍କ ରାସ୍ତା ଧରିଛନ୍ତି ଜେଏନୟୁ (ଜବାହାରଲାଲ୍ ନେହେରୁ ୟୁନିଭରସିଟି) ଛାତ୍ର। କରୋନା ଭାଇରସ୍ ଆତଙ୍କ କାରଣରୁ ଲକ୍ ଡାଉନ୍ ଭିତରେ ଜଣେ ଜେଏନୟୁ ଛାତ୍ର ୟୁନିଭରସିଟି ଗେଟ୍ ବାହାରକୁ ଯିବାକୁ...

ଭୁବନେଶ୍ୱର ଏବଂ ପୁରୀ କରୋନା ଆକ୍ରାନ୍ତଙ୍କ ବିଷୟରେ ଜାଣନ୍ତୁ

0
ଭୁବନେଶ୍ୱର ୫-୪ (ଓଡ଼ିଆ ପୁଅ) ସୂର୍ଯ୍ୟ ନଗରର ସଂକ୍ରମିତ ବ୍ୟକ୍ତିଙ୍କ ପରିବାରର ଜଣେ ସଦସ୍ୟ କୋଲକାତା ଯାତ୍ରା କରିଥିଲେ ଏବଂ ସେହି ସଦସ୍ୟ ସଂକ୍ରମିତ ଅଛନ୍ତି। ବମିଖାଲର ୩ଜଣ ଭାଇ କରୋନା ସଂକ୍ରମିତ ହୋଇଛନ୍ତି,...

କୋଭିଡ-19 ସମ୍ପର୍କିତ ସଦ୍ୟତମ ସୂଚନା

0
ନୂଆଦିଲ୍ଲୀ ୫-୪ (ଓଡ଼ିଆ ପୁଅ) ଦେଶରେ କୋଭିଡ-19ର ମୁକାବିଲା ନିମନ୍ତେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସହିତ ମିଶି ବିଭିନ୍ନ ପଦକ୍ଷେପମାନ ନେଇଛନ୍ତି। ଉଚ୍ଚସ୍ତରରେ ନିୟମିତ ଭାବେ ଏହାର ସମୀକ୍ଷା...

ଓଡ଼ିଶାରୁ ୨୧ତମ କରୋନା ଆକ୍ରାନ୍ତ ଚିହ୍ନଟ

0
ଭୁବନେଶ୍ୱର ୪-୪ (ଓଡ଼ିଆ ପୁଅ) ୨୯ ବର୍ଷର ପୁରୁଷ କଳାହାଣ୍ଡି ଜିଲ୍ଲାରୁ ଆଜି COVID-19 ଟେଷ୍ଟ ପଜିଟିଭ୍ ଆସିଛି। ତାଙ୍କର ବାହାରୀନ୍ ଯାତ୍ରା ଇତିହାସ ରହିଥିବା ଜଣାପଡ଼ିଛି। ଏହା ସହିତ ମୋଟ ଆକ୍ରାନ୍ତଙ୍କ...

ଏପ୍ରିଲ ୫ ରାତି ୯ଟାରେ ସାମୁହିକ ଭାବେ ଲାଇଟ ବନ୍ଦ କରାଯିବା ସମୟରେ ଗ୍ରିଡର...

0
ନୂଆ ଦିଲ୍ଲୀ ୫-୪ (ଓଡ଼ିଆ ପୁଅ) ଏପ୍ରିଲ ୫ ତାରିଖ ରାତି ୯:୦୦ ଟାରୁ ୯:୦୯ ପର୍ଯ୍ୟନ୍ତ ସ୍ଵେଚ୍ଛାକୃତ ଭାବେ ନିଜ ଘର ଲାଇଟ ବନ୍ଦ କରିବା ଲାଗି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନିବେଦନ...

ନୋଟକୁ ଚାଟି, ନାକ ସଫା କରିଥିବା ବ୍ୟକ୍ତି ଗିରଫ

0
ଭୁବନେଶ୍ୱର: ନୋଟକୁ ଚାଟିଥିବା ଏବଂ ନୋଟରେ ନାକ ସଫା କରି ଭିଡିଓ ଭାଇରାଲ୍ କରିଥିବା ଜଣେ ବ୍ୟକ୍ତି ଗିରଫ ହୋଇଛି। ଅଭିଯୁକ୍ତ ଜଣକ ନୋଟରେ ନାକ ସଫା କରିବା ସହ କହିଥିଲେ "କରୋନା...

ଏମାନଙ୍କୁ ଗୁଳି କରିଦେବା ଉଚିତ୍: ରାଜ୍ ଠାକରେ

0
ଭୁବନେଶ୍ୱର: ମହାରାଷ୍ଟ୍ର ନବ ନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ଏକ ଉତ୍ତେଜନାମୂଳକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଯେଉଁମାନେ ବର୍ତ୍ତମାନ ମରକଜ୍ ଭଳି ସମାବେଶରେ ଭାଗ ନେଉଛନ୍ତି ସେମାନଙ୍କୁ...

କରୋନାକୁ ନେଇ ବିବାଦୀୟ ଭିଡିଓ ପୋଷ୍ଟ କରୁଥିବା ଟିକଟକ୍ ଆକାଉଣ୍ଟ ହେବ ବ୍ୟାନ୍

0
ଭୁବନେଶ୍ୱର: ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକଟକ୍ ମାଧ୍ୟମରେ କରୋନା ଭାଇରସକୁ ନେଇ ବିବାଦୀୟ ଖବର ପୋଷ୍ଟ ହେଉଥିବା ଦେଖିବାକୁ ମିଳୁଛି। ଭାରତୀୟ ମୁସଲମାନମାନଙ୍କୁ ନେଇ ବିଭ୍ରାନ୍ତ କରୁଥିବା ରିପୋର୍ଟ ଆଧାରରେ ଟିକଟକ୍ ଏକ...

ଟ୍ରେନରେ ମେଡିକାଲ୍: କୋଚ୍ ଗୁଡ଼ିକ ହେଉଛି ଆଇସୋଲେସନ୍ ୱାର୍ଡ

0
ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଭାରତୀୟ ରେଳ ବିଭାଗ ମଧ୍ୟ ଆଗକୁ ଆସିଛି। ଟ୍ରେନକୋଚ୍ ଗୁଡ଼ିକୁ ଏବେ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯାଉଛି। ପୂର୍ବତଟ ରେଳବାଇ ବର୍ତ୍ତମାନ ୨୬୧ଟି କୋଚକୁ ଆଇସୋଲେସନ୍ ୱାର୍ଡରେ...