Home Coronavirus Outbreak ପ୍ରଧାନମନ୍ତ୍ରୀଙ୍କର ଆହ୍ୱାନକ୍ରମେ ରାତି ୯ଟାରେ ସାମୁହିକ ଭାବେ ଲାଇଟ ବନ୍ଦ କରି ଦୀପ ଜଳେଇଲେ ଭାରତବାସୀ

ପ୍ରଧାନମନ୍ତ୍ରୀଙ୍କର ଆହ୍ୱାନକ୍ରମେ ରାତି ୯ଟାରେ ସାମୁହିକ ଭାବେ ଲାଇଟ ବନ୍ଦ କରି ଦୀପ ଜଳେଇଲେ ଭାରତବାସୀ

694

ନୂଆ ଦିଲ୍ଲୀ ୫-୪ (ଓଡ଼ିଆ ପୁଅ) ଏପ୍ରିଲ ୫ ତାରିଖ ରାତି ୯:୦୦ ଟାରୁ ୯:୦୯ ପର୍ଯ୍ୟନ୍ତ ସ୍ଵେଚ୍ଛାକୃତ ଭାବେ ନିଜ ଘର ଲାଇଟ ବନ୍ଦ କରିବା ଲାଗି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ।

ତେବେ ଦେଖାଯାଇଥିଲାଯେ, ସମସ୍ତ ଭାରତୀୟ ନିଜନିଜ ଘରର ଲାଇଟ ବନ୍ଦ କରି ଏପ୍ରିଲ ୫ ତାରିଖ ରାତି ୯ଟାଠାରୁ ୯ଟା ୯ ମିନିଟ ପର୍ଯ୍ୟନ୍ତ ସୁଇଚ ଅଫ କରିଥିଲେ ଏବଂ କିଏ ଦୀପ ଜଳେଇ ଥିଲା ତ କିଏ ମୋବାଇଲର ଫ୍ଲାସ୍ ଲାଇଟ ଜଳେଇଥିଲା। କିଛି ଲୋକ କ୍ୟାଣ୍ଡେଲ ଜାଳିଥିଲେ।

କିନ୍ତୁ ଡାକ୍ତରଖାନା, ସାର୍ବଜନୀନ ସଂସ୍ଥାନ, ପୌରପାଳିକା ସେବା କାର୍ଯ୍ୟାଳୟ, ଅଫିସ, ପୋଲିସ ଷ୍ଟେସନ, ଉତ୍ପାଦନ କାରଖାନା ଆଦି ଜରୁରି ସେବା ପ୍ରତିଷ୍ଠାନରେ ଲାଇଟ ଜଳିବାର ଦେଖାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.