Tag: picturenews
ପୁଣି ଭଲ ଖବର – ଯାଜପୁର ଜିଲ୍ଲାରୁ ୧୫ କରୋନା ଆକ୍ରାନ୍ତ ସୁସ୍ଥ ହେଲେ
ଭୁବନେଶ୍ୱର ୧୪-୫ (ଓଡ଼ିଆ ପୁଅ) ପୁଣି ଯାଜପୁର ଜିଲ୍ଲାରୁ ୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା କଥା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ କରି ଜଣାଇଛି। ତେବେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ବର୍ତ୍ତମାନ ୧୫୮...
କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩ କରୋନା ଆକ୍ରାନ୍ତ ଚିହ୍ନଟ – ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...
କେନ୍ଦ୍ରାପଡ଼ା ୧୪-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...
ବଡ ଖବର: ଜୁନ୍ ୩୦ ପର୍ଯ୍ୟନ୍ତ କୌଣସି ନିୟମିତ ଟ୍ରେନ୍ ଚାଲିବ ନାହିଁ –...
ନୂଆଦିଲ୍ଲୀ ୧୩-୫ (ଓଡ଼ିଆ ପୁଅ) : ଏକ ବଡ ନିଷ୍ପତ୍ତି ନେଇ ଭାରତୀୟ ରେଳବାଇ ଜୁନ୍ ୩୦ ପର୍ଯ୍ୟନ୍ତ ବୁକ୍ ହୋଇଥିବା ସମସ୍ତ ଟିକେଟ୍ ବାତିଲ୍ କରିଛି। ଅର୍ଥାତ୍ ନିୟମିତ ଟ୍ରେନ୍ ୩୦...
ବିଭିନ୍ନ ସ୍ଥାନରେ ଦୁର୍ଘଟଣା: ୧୬ ପ୍ରବାସୀ ଶ୍ରମିକ ମୃତ, ୬୬ ଆହତ
ଭୁବନେଶ୍ୱର: ଲକ୍ ଡାଉନ୍ କାରଣରୁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି। ଏହିପରି ନିଜ ନିଜ ରାଜ୍ୟ ତଥା ଗାଁ'କୁ ଫେରୁଥିବା ବେଳେ ବିଭିନ୍ନ...
ରାଜ୍ୟରେ ପୁଣି ୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...
ଭୁବନେଶ୍ୱର ୧୩-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ଆଜି ଆଉ ୭୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ରେ ପହଁଞ୍ଚିଛି।...
ଓଡ଼ିଶା ବିଜେପି ନୀତି – ଦଳପ୍ରତି ନୁହେଁ, ଦଳପତିଙ୍କ ପ୍ରତି ଆନୁଗତ୍ୟ ଦରକାର –...
ଭୁବନେଶ୍ୱର: ଓଡ଼ିଶା ବିଜେପିରେ ରହିବାର ଅଛି ତ' ହଁ' ରେ ହଁ' ମାରିବାକୁ ପଡ଼ିବ। କୌଣସି ପ୍ରଶ୍ନ ପଚାରି ପାରିବନି, କି କିଛି ମତାମତ ଦେଇ ପାରିବନି। ଆଉ କୌଣସି ଆରୋପ ଲଗାଇଲେ...
ପ୍ରବାସୀ ଶ୍ରମିକ ବସ୍ ରେ ଫେରୁଥିବା ବେଳେ ଟ୍ରକ ସହ ଧକ୍କା – ୮...
ନୂଆ ଦିଲ୍ଲୀ ୧୪-୫ (ଓଡ଼ିଆ ପୁଅ) ବୁଧବାର ରାତିରେ ମଧ୍ୟପ୍ରଦେଶର ଗୁନାରେ ଏକ ବସ୍ ସହ ଟ୍ରକ ଧକ୍କା ଦେବା ଫଳରେ ଆଠ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ୫୦ ଜଣ ଆହତ...
ପଞ୍ଜାବରୁ-ବିହାର ଚାଲିଚାଲି ଯାଉଥିବା ଶ୍ରମିକଙ୍କ ଉପରେ ବସ ଚଢ଼ିଗଲା ୬ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ
ନୂଆ ଦିଲ୍ଲୀ ୧୪-୫ (ଓଡ଼ିଆ ପୁଅ) ଉତ୍ତରପ୍ରଦେଶର ମୁଜାଫରନଗର-ସାହାରନପୁର ରାଜ୍ୟ ରାଜପଥରେ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ରାତି ପ୍ରାୟ ଗୋଟାଏ ସମୟରେ ୮ ଜଣ ପ୍ରବାସୀ...
କୋଭିଡ-୧୯ ମୁକାବିଲା ଲାଗି ଭାରତୀୟ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ ବୃହତ ଆର୍ଥିକ ପ୍ୟାକେଜ –...
ଏମଏସଏମଇ ସମେତ ବ୍ୟବସାୟିକ ସଂସ୍ଥାଗୁଡ଼ିକ ପାଇଁ ୩ ଲକ୍ଷ କୋଟି ଟଙ୍କାର ଜରୁରିକାଳୀନ ଚଳନ୍ତି ପୁଞ୍ଜି ସୁବିଧା
ଚାପଗ୍ରସ୍ତ ଏମଏସଏମଇଗୁଡ଼ିକ ପାଇଁ ୨୦ ହଜାର କୋଟି ଟଙ୍କାର ଋଣ ସହାୟତା
ଏମଏସଏମଇ ପାଣ୍ଠି ଜରିଆରେ ୫୦ହଜାର...
ଭାରତ ଆତ୍ମନିର୍ଭରଶୀଳ ହେବା ଦିଗରେ ବଡ ପଦକ୍ଷେପ – ଧର୍ମେନ୍ଦ୍ର ପ୍ରଧାନ
ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜର ବିସ୍ତୁତ ସୂଚନାକୁ ସ୍ୱାଗତ -
- ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ
- ଏମଏସଏମଇ ପାଇଁ ୩ ଲକ୍ଷ କୋଟି ଟଙ୍କାର ବନ୍ଧକବିହୀନ...
ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳ ବଦଳ – ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ...
ଭୁବନେଶ୍ୱର,୧୩ା୫ (ଓଡ଼ିଆ ପୁଅ): ରାଜ୍ୟରେ ଆଇଏଏସ ସ୍ତରରେ ଅଦଳ ବଳଦ ହୋଇଛି। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କିନ୍ତୁ କରୋନା ମୁକାବିଲା ମଧ୍ୟରେ ଏପରି...
କରଦାତାମାନଙ୍କୁ ଆଶ୍ୱସ୍ତି – ଆୟକର ରିଟର୍ଣ୍ଣ ଦାଖଲ କରିବାର ତାରିଖ ନଭେମ୍ବର ୩୦ କୁ...
ନୂଆଦିଲ୍ଲୀ ୧୩-୫ (ଓଡ଼ିଆ ପୁଅ) ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ଲୋକମାନଙ୍କ ପାଇଁ ଭଲ ଏବଂ ଆଶ୍ୱସ୍ତିକର ଖବର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୧୯-୨୦ ଆର୍ଥିବ ବର୍ଷର ଆୟକର ରିଟର୍ଣ୍ଣର ଶେଷ ତାରିଖ...
ଏମଏସଏମଇ କ୍ଷେତ୍ର ପାଇଁ ବଡ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ – ଟିକସ...
ନୂଆ ଦିଲ୍ଲୀ ୧୩-୫ (ଓଡ଼ିଆ ପୁଅ) କୋରୋନା ଭୂତାଣୁ ସଂକ୍ରମଣ ସମୟରେ ଦେଶର ବିଭିନ୍ନ କ୍ଷେତ୍ରକୁ ସଂଜୀବନୀ ଦେଇ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ ଲକ୍ଷ କୋଟି ଟଙ୍କାର...
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା
ଭୁବନେଶ୍ୱର ୧୩-୫ (ଓଡ଼ିଆ ପୁଅ) : ଆଉ ଏକ ବାତ୍ୟାର ସଂକେତ ଦେଇଛି ଭାରତୀୟ ପାଣିପାଗ ବିଭାଗ। ତେବେ ଆଜି ସକାଳେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ଦକ୍ଷିଣ ଦକ୍ଷିଣ ଆଣ୍ଡାମାନ ସାଗର...
ନୂଆଦିଲ୍ଲୀରୁ ୩ଟି ସ୍ଵତନ୍ତ୍ର ଟ୍ରେନ ପୁନଃ ଚଳାଚଳ ଆରମ୍ଭ କରିବ ଭାରତୀୟ ରେଳବାଇ
- ନୂଆଦିଲ୍ଲୀ-ବିଳାସପୁର ଟ୍ରେନରେ ୧୧୭୭ ଯାତ୍ରୀ, ନୂଆଦିଲ୍ଲୀ-ଦିବ୍ରୁଗଡ଼ ଟ୍ରେନରେ ୧୧୨୨ ଯାତ୍ରୀ ଏବଂ ନୂଆଦିଲ୍ଲୀ-ବେଙ୍ଗାଲୁରୁ ସ୍ଵତନ୍ତ୍ର ଟ୍ରେନରେ ୧୧୬୨ ଯାତ୍ରୀ କଲେ ଟିକେଟ ବୁକିଂ- ଆଜିଠାରୁ ଦିଲ୍ଲୀ ଛାଡ଼ିବେ ମୋଟ ୩୪୬୧ ଜଣ...
ବନ୍ଦେ ଭାରତ ଅଭିଯାନରେ ୩୧ଟି ବିମାନରେ ୬୦୩୭ ଭାରତୀୟଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ
ନୂଆଦିଲ୍ଲୀ ୧୨-୫ (ଓଡ଼ିଆ ପୁଅ) ମେ ୭, ୨୦୨୦ ତାରିଖଠାରୁ ପାଞ୍ଚ ଦିନ ମଧ୍ୟରେ ୩୧ଟି ବିମାନରେ ୬୦୩୭ ଜଣ ଭାରତୀୟଙ୍କୁ ବିଦେଶରୁ ଭାରତ ଅଣାଯାଇଛି। ବନ୍ଦେ ଭାରତ ଅଭିଯାନରେ ବିଶ୍ୱର ବିଭିନ୍ନ...
ରାଜ୍ୟରେ ପୁଣି ୧୦୧ ନୂଆ କରୋନା ଆକ୍ରାନ୍ତ – ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮...
ଭୁବନେଶ୍ୱର ୧୩-୫ (ଓଡ଼ିଆ ପୁଅ) : ଆଜି ସକାଳୁ ରାଜ୍ୟରେ ଆଉ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୫୩୮ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର...
ଲକ୍ଡାଉନ -୪.୦ ଏକ ନୂଆ ରୂପରେ ଏବଂ ନୂଆ ଧାରାରେ – ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ ୧୨-୫ (ଓଡ଼ିଆ ପୁଅ) : ଚତୁର୍ଥ ପର୍ଯ୍ୟାୟ ଲକ୍ ଡାଉନ ଲାଗୁ ହେବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଲକଡାଉନ୍ ଏକ ନୂଆ ରୂପରେ ଏବଂ ନୂଆ ଧାରାରେ ଆସିବ...
୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜ ଘୋଷଣା କଲେ ପ୍ରଧାନମନ୍ତ୍ର ମୋଦୀ
ନୂଆଦିଲ୍ଲୀ ୧୨-୫ (ଓଡ଼ିଆ ପୁଅ) : ଆଜି ରାତି ୮ ଟାରେ କରୋନା ଭାଇରସ ଏବଂ ଲକଡାଉନ୍ ପ୍ରସଙ୍ଗରେ ପିଏମ ମୋଦୀ ଦେଶକୁ ସମ୍ବୋଧିତ କରିଛନ୍ତି। ଏହାପୂର୍ବରୁ ମାର୍ଚ୍ଚ ଏବଂ ଏପ୍ରିଲରେ ପ୍ରଧାନମନ୍ତ୍ରୀ...
ଭଲଖବର – ସୁସ୍ଥ ହେଲେ ୩୧ କରୋନା ଆକ୍ରାନ୍ତ – ସବୁ ଯାଜପୁର ଜିଲ୍ଲାରୁ
ଭୁବନେଶ୍ୱର ୧୨-୫ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ୩୧ କୋରୋନା ଆକ୍ରାନ୍ତ ସୁସ୍ଥ, ସୁସ୍ଥ ହୋଇଛନ୍ତି। ସମସ୍ତ ରୋଗୀ ଯାଜପୁର ଜିଲ୍ଲାର ସୁସ୍ଥ ହୋଇଛନ୍ତି।
ତେବେ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୧୬କୁ...










