Tag: picturenews
ମହାମାରୀରେ ମହାଦୁର୍ନୀତି : କଂଗ୍ରେସର ଅଭିଯୋଗ ଫର୍ଦ୍ଦ
ଭୁବନେଶ୍ୱର ୯-୬ (ଓଡ଼ିଆ ପୁଅ) ମାସ୍କ – ମାସ୍କ କିଣାରେ ବ୍ୟାପକ ଅନିୟମିତତା ଏବଂ ଦୁର୍ନୀତିର ପ୍ରମାଣ ଗୋଟିଏ ପରେ ଗୋଟିଏ ପଦାକୁ ଆସୁଛି। କଂଗ୍ରେସ ପାଖରେ ଖୋଦ୍ ପ୍ରମାଣ ସବୁ ହସ୍ତଗତ...
ମହାରାଷ୍ଟ୍ରରେ ୯୦,୦୦୦-ପାର କଲା କରୋନା, କେବଳ ମୁମ୍ବାଇରେ ୫୧ ହଜାର – ଆଜି ମନୀଷ...
ନୂଆ ଦିଲ୍ଲୀ ୯-୬ (ଓଡ଼ିଆ ପୁଅ) ମହାରାଷ୍ଟ୍ରରେ ୯୦,୦୦୦-ପାର କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କେବଳ ମୁମ୍ବାଇରେ ୫୧ ହଜାର ପାର କରିଛି ସଂକ୍ରମିତଙ୍କ ସଂଖ୍ୟା। ଦିନକୁ ଦିନ କାୟା ବିସ୍ତାର କରୁଛି...
ବଙ୍ଗୋପ ସାଗରରେ ଲଘୁଚାପ – ପ୍ରବଳ ବର୍ଷିବ – ୩ଦିନ ମଧ୍ୟରେ ଓଡିଶା ଛୁଇଁବ...
ଭୁବନେଶ୍ୱର, ୯।୬ (ଓଡ଼ିଆ ପୁଅ) ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏଥିସହିତ ଏକ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ଉପର ସ୍ତରରେ ସୃଷ୍ଟି ହୋଇଛି। ଏହାର...
ଆସାମର ତେଲ କୂଅରେ ଭୟଙ୍କର ନିଆଁ
ନୂଆ ଦିଲ୍ଲୀ ୯-୬ (ଓଡ଼ିଆ ପୁଅ) ଆସାମର ତେଲ କୂଅରେ ନିଆଁ ଲାଗିଥିବା ଖବର ମିଳିଛି। ଖବରରୁ ପ୍ରକାଶଯେ, ଗତ ୧୪ ଦିନ ଧରି ଗ୍ୟାସ ଲିକ୍ ହେଉଥିବା ଉପର ଆସାମର ତିନସୁକିଆ...
ଭଲଖବର – ପୁଣି ୧୪୦ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର ୯-୬ (ଓଡ଼ିଆ ପୁଅ ) ପୁଣି ରାଜ୍ୟରୁ ଆସିଛି ଭଲ ଖବର। ୧୪୦ ଜଣ ସୁସ୍ଥ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୪ ଜଣ କଟକ ଜିଲ୍ଲାରୁ, ୨୨ ଜଣ ଗଞ୍ଜାମ ଜିଲ୍ଲାରୁ,...
ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମା’ ମାଧବୀ ରାଜ ସିନ୍ଧିଆ କରୋନା...
ନୂଆଦିଲ୍ଲୀ ୯-୬ (ଓଡ଼ିଆ ପୁଅ) ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ମା ମାଧବୀ ରାଜ ସିନ୍ଧିଆ କରୋନାଭାଇରସ୍ ସଂକ୍ରମିତ ହୋଇଥିବା ଜାତିୟ ଗଣମାଧ୍ୟମ ଖବରରୁ ଜଣାପଡ଼ିଛି। ଜ୍ୟୋତିରାଦିତ୍ୟ ଏବଂ ତାଙ୍କର...
ଜୁଲାଇ ୩୧ ସୁଦ୍ଧା କେବଳ ଦିଲ୍ଲୀରେ ସାଢ଼େ ପାଞ୍ଚ ଲକ୍ଷ କରୋନା ଆକ୍ରାନ୍ତ ହେବେ
- ସେଥିପାଇଁ ଆବଶ୍ୟକ ୮୦,୦୦୦ ଶଯ୍ୟା ଆବଶ୍ୟକ ହେବ : ମନୀଷ ସିସୋଦିଆ
ନୂଆ ଦିଲ୍ଲୀ ୯-୬ (ଓଡ଼ିଆ ପୁଅ) ଦିଲ୍ଲୀରେ କରୋନା ଭୂତାଣୁକୁ ନେଇ ସରକାରୀ ସ୍ଥରରେ ଏକ ବୈଠକ ବସିଥିଲା। ଏହି...
ମୋଦୀ ସରକାର ହଳଧର ନାଗ୍ ଭଳି ଜଣେ ମଳିମୁଣ୍ଡିଆ ଲୋକକୁ ପଦ୍ମ ପୁରସ୍କାର ଦେଇଥିଲା...
ଭୁବନେଶ୍ୱର: କେନ୍ଦ୍ରରେ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇଛି। ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ଦେଶବ୍ୟାପୀ ଭର୍ଚୁଆଲି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ "ଜନ ସମ୍ବାଦ ରାଲି"ର ଆୟୋଜନ କରାଯାଉଛି।...
ପ୍ରବାସୀ ଶ୍ରମିକଙ୍କ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଆଦେଶ, ୧୫ ଦିନରେ ଘରକୁ ପଠାନ୍ତୁ ରାଜ୍ୟ
ନୂଆ ଦିଲ୍ଲୀ ୯-୬ (ଓଡ଼ିଆ ପୁଅ) ଲକଡାଉନ୍ ପଡିଥିବାରୁ ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୧୫ ଦିନ ମଧ୍ୟରେ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଘରକୁ...
ଆଜି ପୁଣି ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ୱର ୮-୬ (ଓଡ଼ିଆ ପୁଅ) ଆଜି ପୁଣି ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୭ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଥିବା ବେଳେ ୧୯ ଜଣ ସ୍ଥାନୀୟ ଅଞ୍ଚଳର।
ତେବେ ଆଜି...
୨୪ ଘଣ୍ଟାରେ, ପୁଣି ପାଖାପାଖି ୧୦ ହଜାର ନୂଆ କରୋନା ଆକ୍ରାନ୍ତ, ମୋଟ ଆକ୍ରାନ୍ତ...
ନୂଆ ଦିଲ୍ଲୀ ୯-୬ (ଓଡ଼ିଆ ପୁଅ) ଦେଶରେ ଦିନକୁ ଦିନ କରୋନା ଭୂତାଣୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର, ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ବହୁ ସଂଖ୍ୟକ ନୂତନ ରୋଗୀ ଆସୁଛନ୍ତି।...
ପୂର୍ବତନ ସାଂସଦ ଅର୍ଜୁନ ସେଠୀଙ୍କ ଦେହାନ୍ତ
ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ପୂର୍ବତନ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ଚରଣ ସେଠୀଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। ତାଙ୍କର ମୃତ୍ୟୁବେଳକୁ...
ପାରିବାରିକ କଳହରୁ ସ୍ୱାମୀ ଆକ୍ରମଣରେ ପତ୍ନୀ ମୃତ
କେନ୍ଦ୍ରାପଡା ୮/୬(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଏକ ପାରିବାରିକ କଳହରୁ ବୃଦ୍ଧ ସ୍ୱାମୀର ଆକ୍ରମଣରେ ବୃଦ୍ଧାପତ୍ନୀର ମୃତ୍ୟୁ ହୋଇଥିବା ଭଳି ବିଭତ୍ସ ଘଟଣା ଦେଖିବାକୁ ମିଳିଛି। ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦର...
ଚିତାବାଘ ସହିତ ବର୍ବରତା: ପିଟିପିଟି ମାରିଦେଲେ; ଶବକୁ ଧରି ଗାଁ ବୁଲାଇ ବିଜୟ ଉତ୍ସବ...
ନୂଆଦିଲ୍ଲୀ: ପଶୁମାନଙ୍କ ପ୍ରତି ବର୍ବରତାର ଗୋଟିଏ ପରେ ଗୋଟିଏ ମାମଲା ସାମନାକୁ ଆସୁଛି। କେରଳରେ ଗର୍ଭବତୀ ହାତୀ, ହିମାଚଳ ପ୍ରଦେଶରେ ଗାଈ ସହିତ ବର୍ବରତା ପରେ ଏବେ ଆସାମରେ ଏକ ଚିତାବାଘ ସହିତ...
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପୃଥକବାସରେ – ଆସନ୍ତାକାଲି ହେବ କୋଭିଡ୍ -୧୯ ଟେଷ୍ଟ
ନୂଆ ଦିଲ୍ଲୀ ୮-୬ (ଓଡ଼ିଆ ପୁଅ) ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ଜ୍ୱର ଏବଂ ରବିବାର ଠାରୁ ତାଙ୍କ ଗଳାରେ ଯନ୍ତ୍ରଣା ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ଦିନ କରୋନାଭାଇରସ (କୋଭିଡ -୧୯)...
ବିଜେପି ନେତା ସମ୍ବିତ ପାତ୍ରଙ୍କର କରୋନା ଟେଷ୍ଟ ନେଗେଟିଭ୍
ଭୁବନେଶ୍ୱର ୮-୬ (ଓଡ଼ିଆ ପୁଅ) : ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି। ରବିବାର ଦିନ ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତା ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।
ସୂଚନାଯୋଗ୍ୟଯେ,...
କ୍ରମାଗତ ଦ୍ୱିତୀୟ ଦିନ ଶୋପିଆନ୍, ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର – ୨୪ ଘଣ୍ଟାରେ ୯...
ନୂଆ ଦିଲ୍ଲୀ ୮-୬ (ଓଡ଼ିଆ ପୁଅ) ଜାମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ସୋମବାର ସକାଳେ ଆରମ୍ଭ ହୋଇଥିବା ଅନ୍ୟ ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀ ଆଉ...
ଦେଶରେ ୨୪ ଘଣ୍ଟାରେ, ପୁଣି ପାଖାପାଖି ୧୦ ହଜାର ନୂଆ କରୋନା ଆକ୍ରାନ୍ତ, ମୋଟ...
ନୂଆ ଦିଲ୍ଲୀ ୮-୬ (ଓଡ଼ିଆ ପୁଅ) ଦେଶରେ ଦିନକୁ ଦିନ କରୋନା ଭୂତାଣୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର, ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ବହୁ ସଂଖ୍ୟକ ନୂତନ ରୋଗୀ ଆସୁଛନ୍ତି।...
ଆଜି ପୁଣି ୧୩୮ କରୋନା ଆକ୍ରାନ୍ତ ଚିହ୍ନଟ – ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ୱର ୮-୬ (ଓଡ଼ିଆ ପୁଅ) ଆଜି ପୁଣି ୧୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଥିବା ବେଳେ ୧୩ ଜଣ ସ୍ଥାନୀୟ ଅଞ୍ଚଳର।
ତେବେ ଆଜି...
ଆଜି ଅମିତ ଶାହାଙ୍କ ଓଡ଼ିଶା ଜନ ସମ୍ବାଦ ରାଲି
ଭୁବନେଶ୍ୱର: ଆଜି ଜୁନ୍ ୮ ତାରିଖ ଅପରାହ୍ନ ୪ଟା ସମୟରେ ଭର୍ଚୁଆଲି ଭିଡିଓ କଁନ୍ଫରେନ୍ସିଂ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଯାହାର ନାମ ରହିଛି "ଓଡ଼ିଶା ଜନ...







