Tag: bhadrka news
ଜାଇଲୋ ଗାଡ଼ିରେ ଗୋରୁ ଚାଲାଣ ବେଳେ ପୋଲିସ ଚଢ଼ାଉ, ଗାଡ଼ି ସହ ଗୋରୁ ଜବତ
ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ଥାନା ପୋଲିସ ପକ୍ଷରୁ ଗୋରୁ ଚାଲାଣ ଅଭିଯୋଗରେ ଏକ ଜାଇଲୋ ଗାଡ଼ି ଉପରେ ଚଢ଼ାଉ କରାଯାଇ ଗାଡ଼ି...
ଭଦ୍ରକ କଲେଜର ବିଭିନ୍ନ ସମସ୍ୟା ନେଇ ପୁରାତନ ଛାତ୍ର ସଂସଦ ସଭାପତିଙ୍କ ଉଦ୍ବେଗ ଜିଲାପାଳଙ୍କ...
ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଚଳାବସ୍ଥା ନେଇ ପୁରାତନ ଛାତ୍ର ସଂସଦ ତଥା ପ୍ରାକ୍ତନ ଅଧ୍ୟକ୍ଷ ଶୈଳେନ୍ଦ୍ର କୁମାର ମହାପାତ୍ର ଉଦ୍ବେଗ ପ୍ରକାଶ...
ବୈଶାଖ ମାସର ପ୍ରଥମ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳାଭିଷେକ କଲେ ହଜାରହଜାର ଭକ୍ତ, ଅକ୍ଷୟତୃତୀୟା ନୀତୀ...
ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୈଶାଖ ମାସର ପ୍ରଥମ ସୋମବାରରେ ଆରଡିପୀଠର ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ପାଇଁ ହଜାରହଜାର ଭକ୍ତଙ୍କ ଭିଡ଼ ଜମିଥିଲା ପୀଠରେ। ଗ୍ରୀଷ୍ମଋତୁର...
ପୂର୍ବ ଫଳପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୫ ତମ ବାର୍ଷିକ ଉତ୍ସବ
ଭଦ୍ରକ, ୧୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଭଟ୍ଟସାହି ପଂଚାୟତ ସ୍ଥିତ ପୂର୍ବ ଫଳପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୫ ତମ ବାର୍ଷିକ...
ବିଳମ୍ବ ହେଉ ପଛେ ଭଦ୍ରକରେ ନିଯୁକ୍ତି ପାଇଲେ ୭୦ ସରକାରୀ ଓକିଲ
ଭଦ୍ରକ, ୩୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟରେ ବିଜେପି ସରକାର ଶାସନ ଗାଦିରେ ବସିବାର ୧୮ମାସ ପରେ ଆଇନ ବିଭାଗ ତରଫରୁ ଆଜି ଭଦ୍ରକ ଜିଲ୍ଲାରେ ୭୦ଜଣ ଆଇନିଜୀବୀଙ୍କୁ...
ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପାଳିତ
ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୁଲ୍ୟରେ ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଭାରତର...
ପ୍ରତିଷ୍ଠା ସ୍ମାରକୀ ସମାରୋହ ପାଇଁ ପ୍ରଚାର ସମିତିର ପ୍ରସ୍ତୁତି ବୈଠକ
ଭଦ୍ରକ, ୨୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ଭଦ୍ରକର ପ୍ରତିଷ୍ଠା ସ୍ମାରକୀ ସମାରୋହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଭଦ୍ରକସ୍ଥ ଶ୍ରୀ ବାଳଗୋପାଳ ମନ୍ଦିରରେ...
ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପାଳିଲେ ଭିନ୍ନକ୍ଷମ ଦିବସ
ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଭଦ୍ରକ ଧାମନଗର ସ୍ଥିତ ଶ୍ରଦ୍ଧାଳୟଠାରେ ଭିନ୍ନ...
ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଘଟୁଥିବା ହିଂସାକୁ ବିଲୋପ ପାଇଁ ସମ୍ମିଳତ ପ୍ରୟାସ ଶୀର୍ଷକ...
ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସଭାଗୃହରେ ୧୬ ଦିବସୀୟ ଲିଙ୍ଗ ଭିତିକ ଅଭିଯାନ ଅବସରରେ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ହିଂସା...
ଧାମନଗର ବ୍ଲକ କଂଗ୍ରେସ ତରଫରୁ ମୃତ ଛାତ୍ରୀ ସୌମ୍ୟାଙ୍କ ପରିବାରକୁ ନ୍ୟାୟ ଦାବିରେ ପ୍ରତିବାଦ...
ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ବ୍ଲକ କଂଗ୍ରେସ ତରଫରୁ ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ ର ଜଣେ ଛାତ୍ରୀ ଙ୍କୁ ବରିଷ୍ଠ ପ୍ରାଧ୍ୟାପକ...
ନେହେରୁ ଷ୍ଟାଡିୟମ୍ ନିର୍ମାଣ ପ୍ରସଙ୍ଗ, ୩ କୋଟି ସରକାରୀ ଅର୍ଥ ପାଣିରେ ଧୋଇଗଲା
ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନେହେରୁ ଷ୍ଟାଡିୟମ୍ର ଉନ୍ନତିକରଣ ପାଇଁ ବ୍ୟୟ କରାଯାଇଥିବା ୩ କୋଟି ଟଙ୍କାର ଆର୍ଥିକ ଅନୁଦାନ ପାଣିରେ ଧୋଇଗଲା। ୨୦୨୨ ମସିହାରେ ନେହେରୁ...
କବି ବସନ୍ତ ମୁଦୁଲିଙ୍କ ୩୯ତମ ଶ୍ରାଦ୍ଧୋତ୍ସବ ପାଳିତ
ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କବିଟିଏର ପାର୍ôଥବ ଶରୀର ଭଙ୍ଗୁର ହେଲେ ବି ତା'ର ସ୍ୱପ୍ନ ଓ ଚେତନାର ମୃତ୍ୟୁ ନ ଥାଏ।ଅବର୍ତମାନରେ ମଧ୍ଯ ତାଙ୍କ କାବ୍ୟସ୍ୱର...
ପ୍ରବାସୀ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଓ ମୌଳିକ କର୍ତବ୍ୟ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ
ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ରାଜ୍ୟ ଆଇନ୍ସେବା ପ୍ରାଧୀକରଣ, କଟକଙ୍କ ପ୍ରଦତ କ୍ୟାଲେଣ୍ଡର କାର୍ଯ୍ୟକ୍ରମ ଅନୁସାରେ ଥିବା ପ୍ରବାସୀ ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ସଂପର୍କରେ...
ଗୋ ଚାଲାଣରୁ ରକ୍ତପାତ ମାମଲା, ଆଇସିୟୁରେ ସନ୍ତୋଷ, ୬ ଗିରଫ
ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗୋ ଚାଲାଣରୁ ରକ୍ତପାତ ଘଟଣା ଘଟିଥିଲା ମେ ୩୦ ତାରିଖରେ। ମଧ୍ୟସ୍ଥି କରିବାକୁ ଯାଇ ସନ୍ତୋଷ ପରିଡ଼ା (୩୨) ଏବେ ରାଜଧାନୀର...
ବାଲି ଚୋରି ପରେ ଏବେ ମହରମ ବୋଝେଇ ତିନୋଟି ହାଇୱା ଧାମନଗର ପୋଲିସ ଦ୍ୱାରା...
ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ତହସିଲ ଅଧିନରେ ବିଭିନ୍ନ ସ୍ଥାନରୁ ଏବେ ବେଆଇନି ଭାବେ ମାଟି ଓ ବାଲି ଚୋରା ଚାଲାଣ ହେଉଥିବା...
ଧାନ କିଣାରେ କଟନୀ ଛଟନିକୁ ନେଇ ଜିଲ୍ଳା ପରିଷଦ ବୈଠକରେ ହଂଗାମା
ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ରେ ସପ୍ତମ ଜିଲ୍ଲପାରିଷଦ ବୈଠକ ଆରମ୍ଭ ରୁ ହଂଗାମା କଲେ ଚାଷୀ। ଜିଲ୍ଲାରେ ମିଲର ମାନେ...
ଧାମରାରେ ଗଙ୍ଗାମାତା ପୂଜା ୪୩ ବର୍ଷରେ ପଦାର୍ପଣ କଲା
ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମରାରେ ମତ୍ସ୍ୟଜିବୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଗଙ୍ଗା ମାତା ପୂଜା ୪୩ବର୍ଷରେ ପଦାର୍ପନ କରିଛି। ପବିତ୍ର ମକର ସଂକ୍ରାନ୍ତି...
ମକର ସଂକ୍ରାନ୍ତିରେ ଉତ୍ôସବମୁଖର ଭଦ୍ରକର ମା’ କାଳୀତ୍ରା ପୀଠ
ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆମ ରାଜ୍ୟ ଉତ୍କଳ ଭୂଇଁର ଗୋଡ଼ି-ମାଟି, ନଦ-ନଦୀ, ପାଣି-ପବନ ସବୁରି ଦେହରେ ନାନା ଦେବାଦେବୀଙ୍କର ଅସ୍ତିତ୍ୱ ଏଭଳି ଲୁଚି ରହିଛି ଯେ,...
ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟଙ୍କ ମାରାଥନ ଉଦଘାଟନ
ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟଙ୍କ ଦ୍ୱାରା ଆଜି ୬୬ଲକ୍ଷଟଙ୍କାର ଉଜ୍ୱଳୀ ଆଲୋକୀକରଣ ବ୍ୟବସ୍ଥା ର ମାରାଥନ ଉଦଘାଟନ ହୋଇଯାଇଛି।...
ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ
ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରବାସୀ ଭାରତୀୟମାନଙ୍କର ଦେଶ ଗଠନରେ ଭୂମିକା ଓ କର୍ତବ୍ୟକୁ ସମ୍ମାନ ଜଣାଇବା ସହ ଆର୍ନ୍ତଜାତୀୟସ୍ତରରେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ କୃତିତ୍ୱକୁ ସାର୍ବଜନୀନ...
























