Tag: Bhadrak News
ମାଳଦା ଜଗନ୍ନାଥ ବଜାରର ଚାରି ଦୋକାନରୁ ଚୋରି
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ଗତକାଲି ରାତିରେ ମାଳଦା ଜଗନ୍ନାଥ ବଜାର ଓମ୍ ପରିଧାନ ଡ୍ରେସ୍ ଦୋକାନ, ବାବା ଗୋପିନାଥ...
ଭିନ୍ନକ୍ଷମ ଯୁବକଙ୍କୁ ହତ୍ୟା ଅଭିଯୋଗ
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ଦୋବଲ ପଂଚାୟତର ଦୋବଲସାହି ଗ୍ରାମର ଜଣେ ଭିନ୍ନକ୍ଷମ ଯୁବକ ସଂଜୟ ସାହୁ ଆଜି ମୃତ...
ଓୟୁଏଟି ରେ ୯୭.୭୧ ପ୍ରତିଶତ ରଖି ଟପ୍ ସ୍କୋରର ହେଲେ ଚନ୍ଦ୍ରପ୍ରସାଦ
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତବର୍ଷ ଓୟୁଏଟି ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ଭଦ୍ରକ ଜିଲାର ଚାରିଘରିଆ (ପାତ୍ରସାହି) ଅଂଚଳର ଚନ୍ଦ୍ରପ୍ରସାଦ ପଣ୍ଡା ୯୭.୭୧୩...
ସମାଧାନ ମନସ୍କ ହେଲେ ସବୁ ବିବାଦର ସମାଧାନ ହୋଇପାରିବ, ସଚେତନତାଧର୍ମୀ ମେଗା ଆଇନ୍ ସେବା...
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜାତୀୟ ଆଇନ୍ ସେବା କର୍ତ୍ତୃପକ୍ଷ ଦିଲ୍ଲୀ, ଓଡ଼ିଶା ରାଜ୍ୟ ଆଇନ୍ ସେବା କର୍ତ୍ତୃପକ୍ଷ, କଟକ, ଜିଲ୍ଲା ଆଇନ୍ ସେବା କର୍ତ୍ତୃପକ୍ଷ, ଭଦ୍ରକ...
ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଜଗନ୍ନାଥ ରାଉତଙ୍କ ୭୯ତମ ଜନ୍ମଜୟନ୍ତୀ ପାଳିତ
ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବରିଷ୍ଠ କଂଗ୍ରେସନେତା, ପୂର୍ବତନ ମନ୍ତ୍ରୀ ତଥା ଧାମନଗରର ପୂର୍ବତନ ବିଧାୟକ ସ୍ୱର୍ଗତ ଜଗନ୍ନାଥ ରାଉତଙ୍କ ୭୯ତମ ଜନ୍ମଜୟନ୍ତୀ ଆଜି ପାଳିତ ହୋଇଯାଇଛି...
ନାଟ୍ୟକାର ସୁଧାକର ନନ୍ଦଙ୍କୁ ଭଣ୍ଡାରିପୋଖରୀରେ ସମ୍ବର୍ଦ୍ଧନା
ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ସୁଧାକର ନନ୍ଦଙ୍କୁ...
ରଶିଲଗାଇ ଯୁବକର ଆତ୍ମହତ୍ୟା
ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଂଚଳର ମହାନ୍ତିସାହି (ମନ୍ତେଇବାଟି) ଗ୍ରାମର ନିରଂଜନ ସ୍ୱାଇଁଙ୍କ ପୁଅ ନରେନ୍ଦ୍ର ସ୍ୱାଇଁ (ପପାନି) (୨୯)ଙ୍କ ଆଜି...
କୀର୍ତ୍ତନ ମଣ୍ଡପ ନିର୍ମାଣକୁ କେନ୍ଦ୍ରକରି ବିଜେପି ଓ ବିଜେଡ଼ି ମଧ୍ୟରେ ମୁହାଁମୁହିଁ, ଥାନରେ ୨ଟି...
ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ଦୋବଲ ପଂଚାୟତର ସୋଧ ଗ୍ରାମରେ ଏକ କୀର୍ତ୍ତନମଣ୍ଡପର ନବୀକରଣ ପାଇଁ ଦୁଇ ରାଜନୈତିକ ଦଳ...
ଓଡ଼ିଶା ଡ୍ରାଇଭର ମହାସଂଘ ଭଦ୍ରକ ଜିଲ୍ଲା ଶାଖାର ସାମ୍ବାଦିକ ସମ୍ମିଳନୀ, ଆସନ୍ତା ୧୫ ଧର୍ମଘଟ...
ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ଡ୍ରାଇଭର ମହାସଂଘ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଆଜି ଦିବା ୧୧ ଘଟିକା ସମୟରେ...
ଦୁଇ କୁଖ୍ୟାତ ଅପରାଧୀ ଓ ପୁଲିସ୍ ମଧ୍ୟରେ ଗୁଳିଚାଳନା, ୩ ପୁଲିସ୍ ଅଧିକାରୀ ଆହତ,...
ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାରେ ଆତଙ୍କ ସୃଷ୍ଟି କରୁଥିବା ଦୁଇଜଣ ଅପରାଧୀଙ୍କୁ ପିଛାକରି ଆଜି ଗ୍ରାମାଞ୍ଚଳ ଥାନାର ୩ ଜଣ ଅଧିକାରୀ ସେମାନଙ୍କ ଗୁଳିରେ...
ଶିଶୁ ଅଧିକାର ସୁରକ୍ଷା ପାଇଁ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ପ୍ରୟାସ
ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରଗତୀ ଯୁବକ ସଂଘର ଦ୍ୱାରା ପରିଚାଳିତ ଚାଇଲ୍ଡ ଲାଇନ୍ ସବ ସେଣ୍ଟର ଓ ତିହିଡି ପୋଲିସର ମିଳିତ ସହଯୋଗରେ ତିହିଡି ବ୍ଲକ...
ମାଇନରଟି ଲୟାରର୍ସ ଫୋରମ ପକ୍ଷରୁ ମୁର୍ସିଦ ଖାଁଙ୍କୁ ସମ୍ବର୍ଦ୍ଧନା
ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ମାଇନରଟି ଲୟାରର୍ସ ଫୋରମ ତରଫରୁ ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା (ନିଟ୍)ରେ ସଫଳତା ହାସଲ କରିଥିବା ମୁର୍ସିଦ ଖା ଙ୍କୁ...
ଓଡ଼ିଶା ଭିନ୍ନକ୍ଷମ ମଂଚ, ଭଦ୍ରକ ଶାଖା ପକ୍ଷରୁ ଏସ୍ପିଙ୍କୁ ଅଭିଯୋଗ ପତ୍ର୍ର
ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଓଡ଼ିଶା ଭିନ୍ନକ୍ଷମ ମଂଚ, ଭଦ୍ରକ ଶାଖା ଦୋଳସାହି ପକ୍ଷରୁ ସଭାପତି ଚିନ୍ତାମଣି ରାଉତ, ସଂପାଦକ ବେଣୁଧର ପଣ୍ଡା, ଭଗବାନ ମହାଳିକ,...
ଭଦ୍ରକ କଲେଜରେ ଯୁବ ରେଡ୍କ୍ରସ୍ର କ୍ଲଷ୍ଟର ସ୍ତରୀୟ କର୍ମଶାଳା
ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାର ୫ଟି ମହାବିଦ୍ୟାଳୟରୁ ଯୁବ ରେଡ୍କ୍ରସ୍ର ୨୬ ଜଣ ସ୍ୱେଚ୍ଛାସେବୀ, ୪ ଜଣ ପରାମର୍ଶଦାତା, ଜିଲ୍ଲା-ସଂଯୋଜକ ଓ ୬ ଜଣ...
ପୂର୍ବତନ ଛାତ୍ର କଂଗ୍ରେସ ଜିଲା ସଭାପତି ଆଶିଷ ନାୟକଙ୍କ ଇସ୍ତଫା
ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାରେ କଂଗ୍ରେସର ସ୍ଥିତି କ୍ରମଶଃ ଦୁର୍ବଳ ହୋଇଆସୁଥିବାବେଳେ ଭଦ୍ରକ ଜିଲାରେ ତାହାର ପ୍ରତିଫଳନ ପରିଲକ୍ଷିତ ହୋଇଛି । ଏହି ଦଳର...
ଆମ୍ବୁଲାନ୍ସରୁ ଗଂଜେଇ ଜବତ ଘଟଣାରେ ୮ ଜଣ କୋର୍ଟ ଚାଲାଣ
ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତକାଲି ଭଦ୍ରକରେ ଏକ ଆମ୍ବୁଲାନ୍ସରୁ ୪୫ କେଜି ଗଂଜେଇ ଜବତ କରାଯାଇଥିବା ଘଟଣାରେ ଆଜି ୮ ଜଣଙ୍କୁ ଗିରଫ କରାଯାଇ କୋର୍ଟ...
ଧାମନଗରରେ ସାଂସଦଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା
ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ସାଂସଦ ମଞ୍ଜୁଲତା ମଣ୍ଡଳ ଆଜି ଧାମନଗର ଗସ୍ତକରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଧାମନଗର ମହାବିଦ୍ୟାଳୟ ଗସ୍ତକରି ଜାତୀୟ...
ଉଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ଓଡିଶା ବନ୍ଦ ହରତାଳରେ ପରିଣତ, ଭଦ୍ରକରେ ଆଂଶିକ ପ୍ରଭାବ
ଭଦ୍ରକ, ୧୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଠାରେ ଥିବା ସନ୍ ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ଆଜି ଜାତୀୟ...
ଧାମନଗର ସେବାସମବାୟ ସମିତି ଆଗରେ ପ୍ରତିବାଦ ଓ ଧାରଣା
ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ସେବାସମବାୟ ସମିତିର କର୍ମଚାରୀ ନିଯୁକ୍ତି ବାବଦରେ ପ୍ରକାଶିତ ଗାଇଡ଼ଲାଇନ୍ ଯଥା ରେଜିଷ୍ଟାର ସେବାସମବାୟ ସମିତି ସମ୍ମୁହ ଓଡ଼ିଶା...
ପୀରବାବାଙ୍କ ୪୨ତମ ବାର୍ଷିକ ଉର୍ସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ
ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ପୀରବାବା ହୋଜୁର ମୁହାହିଦ-ଇ-ମିଲ୍ଲାତଙ୍କ ୪୨ତମ ବାର୍ଷିକ ଉର୍ସ ଉତ୍ସବ ପାଳନ ଉପଲକ୍ଷେ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ...
























