Tag: Bhadrak News
ବାଣିତିଆରେ ଅଗ୍ନିକାଣ୍ଡ : ଘର ସହ ଜଳିଗଲେ ମହିଳା, ଝିଅ ଗୁରୁତର
ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଣିତିଆ ମହଲାସାହିରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ୨ ବଖରା ଘର ଜଳିଯାଇଛି । ହି...
ମା’ କାଳିତ୍ରା ପୀଠ ପାରିପାଶ୍ୱିର୍କ ଉନ୍ନତିକରଣ ଓ ଅନ୍ୟ ୩ ପ୍ରକଳ୍ପର ଶିଳାନ୍ୟାସ
ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ବ୍ଲକ ଅନ୍ତର୍ଗତ ବହୁଦରଡ଼ା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ କାଳିତ୍ରା ଦେବୀଙ୍କ ପୀଠର ପାରିପାଶ୍ୱିର୍କ ଉନ୍ନତି ନିମନ୍ତେ ଭଦ୍ରକ...
ଭଦ୍ରକ ଜିଲାରେ କୋଭିଡ ପରିଚାଳନା , ରୋକି ହେଲାନି ସଂକ୍ରମଣ, ନିୟନ୍ତ୍ରଣରେ ଉଡିଗଲା ୫୦...
ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରଙ୍କ ସମସ୍ତ ସତର୍କତା ଏବଂ ସଚେତନତା ସତ୍ୱେ ଭଦ୍ରକ ଜିଲ୍ଲାରେ ରୋକି ହେଲାନି କୋଭିଡ ସଂକ୍ରମଣ । ସରକାରୀ ସୁଚନା ମୁତାବକ...
କଥା ଦେଇ କଥା ରଖିଲେନି , ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଚାଷୀ ରାମକୃଷ୍ଣଙ୍କ...
ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଟୋକନ ଅବଧି ସରିଗଲା ହେଲେ ଧାନ ବିକି ନ ପାରିବାରୁ ଭଦ୍ରକ ବ୍ଲକ ଅନ୍ତର୍ଗତ ବନ୍ଧଗାଁ ପଂଚାୟତର ପାଂଚପଡା ଗ୍ରାମର ଯୁବ...
ଭଦ୍ରକ ବସ୍ ସିଣ୍ଡିକେଟ୍ ବିବାଦ ଘନେଇଲା, ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି, ପୁଲିସ୍...
ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବସ୍ ସିଣ୍ଡିକେଟ୍ର ଦୁଇଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ଲାଗି ରହିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ôଚଛି । ଏହି...
ଆନ୍ତ ଜିଲ୍ଲା କ୍ଳବ କ୍ରିକେଟ : ବିଜୟଭାନୁ ମେମୋରିଆଲ କ୍ରିକେଟ ଏକାଡେମୀ ଚାମ୍ପିୟନ, ଆକାଶ...
ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା କ୍ରିକେଟ ଆସୋସିଏସନର ‘ଭିଜନ - ୨୦୨୪’ ପରିପ୍ରେକ୍ଷୀରେ ଭଦ୍ରକ ଚରମ୍ପା ସ୍ଥିତ ରେଲୱେ କ୍ରିକେଟ ପଡ଼ିଆରେ ଅନୁଷ୍ଠିତ ହେଉଥିବା ଆନ୍ତଃ...
ସାଳନ୍ଦୀ ନଦୀର ପ୍ରଦୂଷଣ ନେଇ ଚିନ୍ତା ପ୍ରକଟ କଲେ ଜଳମାନବ ଡ. ରାଜେନ୍ଦ୍ର ସିଂହ,...
ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଜୀବନରେଖା କୁହାଯାଉଥିବା ସାଳନ୍ଦୀ ନଦୀ ଆଜି ଆଇସିୟୁରେ କୋମା ଅବସ୍ଥାରେ ଶୋଇଛି । ଏହାକୁ ସୁସ୍ଥ କରିବାକୁ ହେଲେ ଏହାର...
ନିଜ ଜମିକୁ ସୁରକ୍ଷା ଦେଇ ପାରୁନି ଅସହାୟ ପ୍ରଶାସନ, ଲଢ଼ୁଛି ନ୍ୟାୟିକ ଲଢ଼େଇ, ଜବରଦଖଲରୁ...
ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜମି ପାଇଁ ଭଦ୍ରକରେ ଅଟକିଛି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ଜବରଦଖଲକାରୀଙ୍କ କବଜାରେ ରହିଛି ବହୁ ସରକାରୀ ଜମି । ଜବରଦଖଲକାରୀଙ୍କ...
ଗଣତାନ୍ତ୍ରୀକ ମହିଳା ସମିତିର ୪୦ ତମ ପ୍ରତିଷ୍ଠା ଦିବସ
ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଖିଳ ଭାରତୀୟ ଗଣତାନ୍ତ୍ରୀକ ମହିଳା ସମିତି ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏହାର ୪୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି...
ଧାନକ୍ରୟରେ ଅନିୟମିତତା ପ୍ରସଙ୍ଗ, ଯୋଗାଣ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ୩ ଚାଷୀଙ୍କ ସପରିବାର ଧାରଣା
ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାନ କ୍ରୟ ବାବଦ ଟଙ୍କା ନପାଇବା ଓ ଧାନ ଦେବାନେଇ ଟୋକନ ପାଇଥିଲେ ବି ନିର୍ଦ୍ଦିଷ୍ଟ ତାରିଖ ଯିବା ପରେ ଚାଷୀଙ୍କ...
ବୈତରଣୀର ଜଗନ୍ନାଥପ୍ରସାଦ-ବାଲିପୋଖରୀ ଏସକେପ ସୈରାତରୁ ବାଲି ନିଲାମ ରଦ୍ଦ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଓ ଧାମନଗର ଭଳି ଦୁଇଟି ବନ୍ୟା ପ୍ଲାବିତ୍ ବ୍ଲକ୍ର ହଜାର ହଜାର ଲୋକଙ୍କର ସ୍ୱାର୍ଥ ଦୃଷ୍ଟିରୁ ଜିଲା...
ରାନ୍ଦିଆ ସେବା ସମବାୟ ସମିତିରେ ଘୋର ଅନିୟମିତତା ପ୍ରତିବାଦରେ ଚାଷୀଙ୍କ ଧାରଣା
ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୂର୍ବ ଘୋଷଣା ଅନୁଯାଇ ରାନ୍ଦିଆ ସେବା ସମବାୟ ସମିତି ଅଧିନ ରାନ୍ଦିଆ ପଞ୍ଚାୟତର ପ୍ରକୃତ ଚାଷୀ ଯେଉଁମାନେ ଅନ୍ଲାଇନ ପରେ ଟୋକନ...
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କାଠ କଟାଳିଙ୍କ ମୃତ୍ୟୁ:୨ ଆହତ
ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ଦୋବଲ ପଂଚାୟତ ସୋଧ ଗ୍ରାମର ଆଜି ସକାଳେ ଗଛ କାଟୁଥିବା ବେଳେ ବିଦ୍ୟୁତ ତାର...
୫୦ ଓଭରରେ ରେକର୍ଡ ୫୯୬ରନ, ଆକାଶ ପୋଦ୍ଦାରଙ୍କ ବିସ୍ଫୋରକ ଅପରାଜିତ ୩୫୬, ବିଜୟଭାନୁ ମେମୋରିଆଲ...
ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚରମ୍ପା ରେଲୱେ ପଡ଼ିଆରେ ଚାଲିଥିବା ଓସିଏ ଆନୁକୂଲ୍ୟରେ ‘ଭିଜନ-୨୦୨୪’ ପରିପ୍ରେକ୍ଷୀରେ ଚାଲିଥିବା ଆନ୍ତ ଜିଲ୍ଲା କ୍ଲବ କ୍ରିକେଟ ମ୍ୟାଚରେ ଗତକାଲି ଏକ...
ମହାଶିବରାତ୍ରୀରେ ଦୁଲର୍ଭ ସୁନାବେଶରେ ଦର୍ଶନ ଦେଲେ ଆଖଣ୍ଡଳମଣି , କୋଭିଡ କଟକଣା ଅନୁଯାୟୀ ୪ଟାରେ...
ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପବିତ୍ର ମହାଶିବରାତ୍ରିରେ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ସୁନାବେଶ ଓ ମହାଦୀପ ଦର୍ଶନ ପାଇଁ ରାଜ୍ୟର କୋଣ ଅନୁକୋଣରୁ ଲକ୍ଷାଧିକ...
୧୧ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ୍, ଜଣେ ଗିରଫ
ଭଦ୍ରକ, ୧୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଯାହା ଆଶଙ୍କା କରାଯାଉଥିଲା, ତାହା ଏବେ ସତ୍ୟ ହେବାକୁ ଯାଉଛି । କାରଣ ଭଦ୍ରକ ଏବେ ଧଳା ଜହର ବା ବ୍ରାଉନ...
ଭଦ୍ରକ ଓକିଲ ସଂଘ ନିର୍ବାଚନ ପାଇଁ ତତ୍ପରତା
ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଇନଜୀବୀମାନଙ୍କ ପାଇଁ ଗଠିତ ସର୍ବୋଚ୍ଚ ନିତୀ ନିର୍ଦ୍ଧାରଣ ସଂସ୍ଥା ବାର କାଉନସିଲ ଅଫ ଇଣ୍ଡିଆର ନିର୍ଦ୍ଦେଶକ୍ରମେ ତଥା ରାଜ୍ୟ ଆଇନଜୀବୀ ପରିଷଦର...
ବାବା ବଟେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ
ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବ୍ଲକ ଅର୍ଜୁନପୁର ପଂଚାୟତ ବାଲିପାଟଣାର ବ୍ରହ୍ମଚାରୀପାଟଣାସ୍ଥିତ ବାବା ବଟେଶ୍ୱର ମହାଦେବଙ୍କ ମନ୍ଦିର ପୁଃନ ଉଦ୍ଧାର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ...
ଭଣ୍ଡାରିପୋଖରୀରେ ମହାଶିବରାତ୍ରୀ
ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଶୈବପୀଠରେ ମହାଶିବରାତ୍ରୀ ଓ ଜାଗରଯାତ୍ରା ଆଜି ପାଳିତ ହୋଇଛି । ଭକ୍ତମାନେ ଉପବାସ ରହିବା ସହ ଇଶ୍ୱର...
ଧାମନଗର ଅଂଚଳରେ ଜାଗରଯାତ୍ରା
ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବ୍ଲକର ବିଭିନ୍ନ ଶୈବପୀଠ ମାନଙ୍କରେ ଜାଗରଯାତ୍ରା କୋଭିଡ କଟକଣାକୁ ଲକ୍ଷ କରି ନିରାଡମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଇଛି । ଆଜି...
























