Tag: Bhadrak News
ସରକାରୀ ଯୋଜନାର ସମୀକ୍ଷା କଲେ ଜିଲାପାଳ
ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ସରକାରୀ ଯୋଜନାର ଅଗ୍ରଗତିକୁ ନେଇ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଗତକାଲି ସନ୍ଧ୍ୟାରେ ଓସୱାନ୍ ଭିସି...
ମହରମ୍ ପର୍ବ ନେଇ ଭଦ୍ରକ ସହର ଚଳଚଞ୍ଚଳ, ୨୫ ପ୍ଲାଟୁନ ଫୋର୍ସ ନିୟୋଜିତ, ସହରରେ...
ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଉ ଗୋଟିଏ ଦିନ ପରେ ଶନିବାର ପାଳିତ ହେବାକୁ ଥିବା ମୁସଲିମ୍ ସଂପ୍ରଦାୟର ମହରମ୍ ପର୍ବ ପାଳନକୁ ନେଇ ଭଦ୍ରକ ସହର ଚଳଚଞ୍ଚଳ...
ସମାଜସେବୀ ଦୁର୍ଯ୍ୟୋଧନଙ୍କ ଦେହାନ୍ତରେ ଲୁହରେ ଭିଜିଲା ରାହାଞ୍ଜ ମାଟି
ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ନବେ ଦଶକରେ ବହୁ ଚର୍ଚ୍ଚିତ ‘ଭଦ୍ରକିଆ ଟୋକା’ ପୁସ୍ତକର ରଚୟିତା, ସ୍ତମ୍ଭକାର, ସମାଜସେବୀ, ରାଣୀତାଲ ସାହିତ୍ୟି ସଂସ୍କୃତି ପରିଷଦର ଉପଦେଷ୍ଟା ତଥା ରାହାଞ୍ଜ...
ସ୍ୱାମୀକୁ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କଲା ପତ୍ନୀ ଓ ନାବାଳକ ପୁତ୍ର
ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଏକ ପାରିବାରିକ କଳହରୁ ପତ୍ନୀ ନିଜ ନାବାଳକ ପୁତ୍ର ସହ ମିଶି ସ୍ୱାମୀକୁ ଛୁରୀ ଓ ଶାବଳ ଭୁସି ହତ୍ୟାକରିବା ଘଟଣା...
ଥାନାରୁ ନ୍ୟାୟ ନପାଇ ନିର୍ଯ୍ୟାତିତା ପରିବାର ସୁରକ୍ଷା ପାଇଁ ଏସ୍ପିଙ୍କୁ ଭେଟିଲେ, ତଦନ୍ତ ପାଇଁ...
ଭଦ୍ରକ, ୨୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ପୂର୍ବ ପୁରୁଷରୁ ପୁରୁଷାନୁକ୍ରମେ ରହିଆସୁଥିବା ଏକ ପରିବାର ଅନ୍ୟ ଗ୍ରାମରୁ ଉଠିଆସି ଘର କରିଥିବା ଅନ୍ୟ ଏକ ପରିବାର ଦ୍ୱାରା ନିର୍ଯ୍ୟାତନାର ସମ୍ମୁଖୀନ...
ଏସ.ଇ.ଙ୍କ ନିଯୁକ୍ତି, ବାଲିପୋଖରୀ ଏସକେପ ନିର୍ମାଣ ସାରିବାକୁ ବଦ୍ରୀଙ୍କ ଦାବି
ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜଳସମ୍ପଦ ବିଭାଗ ଆଖୁଆପଦାଡିଭିଜନରେ ଅଧିକ୍ଷଣ ନିଯୁକ୍ତି, ଡିଭିଜନକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବା ସହ ବାଳିପୋଖରୀ ଏସକେପ ନିର୍ମାଣକୁ ବନ୍ୟା ପୂର୍ବରୁ ସାରିବାକୁ...
ସାପ କାମୁଡାରେ ଶିଶୁ ମୃତ
ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ଗୋଷ୍ଠୀ କେନ୍ଦ୍ରରେ ବୁଧବାର ଜଣେ ଚିକିତ୍ସାଧିନ ସାପକାମୁଡା ଶିଶୁର ମୃତ୍ୟୁ ହୋଇଛି । ବନ୍ତ ଥାନା ଅନ୍ତର୍ଗତ ତୋଡଙ୍ଗା ଗ୍ରାମର...
ଷୋଳମପୁର ବୌଦ୍ଧବିହାର ସ୍ତୁପ ଖନନ ହେବ, ଇନଟାକ ପକ୍ଷରୁ ଏ.ଏସ.ଆଇ.କୁ ଚିଠି
ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଷୋଳମପୁର ବୌଦ୍ଧବିହାରର ବାସ୍ତବ ସ୍ୱରୂପ ଉନ୍ମୋଚନ ପାଇଁ ଭଦ୍ରକ ଇନଟାକ ପକ୍ଷରୁ ଭାରତୀୟ...
ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଭାବେ ଇଲିୟାସ ଅଲ୍ଲୀ ଖାନ୍...
ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଭାବେ ଇଲିୟାସ ଅଲ୍ଲୀ ଖାନ୍ ୧୩୫୭ ଖଣ୍ଡ ଭୋଟ୍ ପାଇ ନିର୍ବାଚିତ...
ହେମନ୍ତ ଜିଲ୍ଳା ଯୁବ କଂଗ୍ରେସ ସଭାପତି ନିର୍ବାଚିତ
ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଳାର ଯୁବ କଂଗ୍ରେସ ସଭାପତି ଭାବେ ହେମନ୍ତ କୁମାର ମହାପାତ୍ର ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ୪ଜଣ ପ୍ରତିଦ୍ୱନ୍ଦୀଙ୍କୁ...
ମାନସ ସ୍ୱାଇଁ ହତ୍ୟା ମାମଲାର ୪ର୍ଥ ସାକ୍ଷୀ ଦୟାଲ ଆଶ୍ରମର କେୟାରଟେକର ସରୋଜିନୀ ସେଠ...
ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ଅପହରଣ ଓ ହତ୍ୟା ମାମଲାର ଚତୁର୍ଥ ସାକ୍ଷୀ ଭାବେ ଦୟାଲ ଆଶ୍ରମର କେୟାର ଟେକର ସରୋଜିନୀ...
ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତଙ୍କ ଉଦ୍ଦେଶ୍ୟରେ ବୃକ୍ଷରୋପଣ ଓ ସ୍ମୃତିଚାରଣ କାର୍ଯ୍ୟକ୍ରମ
ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ୍ ଅଧୀନସ୍ଥ କୋଦଣ୍ଡପୁର ସ୍ଥିତ ମା’ ତରାଶୁଣୀ ଯୁବକ ସଂଘ, ଭଦ୍ରକ ରୋଟାରୀ ଇନରହୁଇଲ୍ କ୍ଲବ୍ ଓ ବିଦ୍ୟାର୍ଥୀ ବିକାଶ...
ଆଖଣ୍ଡଳମଣି ପୀଠର ୨ୟ ପର୍ଯ୍ୟାୟ ସଂପ୍ରସାରଣ ପାଇଁ ଅଧିଗ୍ରହଣ ଜମିର ସରିଲା ମାପ, ବିସ୍ଥାପିତ...
ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାବା ଆଖଣ୍ଡଳମଣିଙ୍କ ପୀଠର ୨ୟ ପର୍ଯ୍ୟାୟ ସଂପ୍ରସାରଣ ପାଇଁ ମନ୍ଦିର ଚତୁଃପାଶ୍ୱର୍ରେ ଥିବା ଜନବସତିର ଗତ ମଙ୍ଗଳବାର ଓ ବୁଧବାର ୨...
ବିନା ନୋଟିସ୍ରେ ଉଚ୍ଛେଦକୁ ନେଇ ଦୁଇ ଦଳିତ ପରିବାର ପକ୍ଷରୁ ଧାରଣା
ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିନା ନୋଟିସ୍ରେ ଉଚ୍ଛେଦ କରାଯାଇଥିବା ଦୁଇଟି ଦଳିତ ପରିବାରର ଥଇଥାନ ଦାବି କରି ଆଜି ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣାରେ ବସିଛନ୍ତି...
ଆର୍ଡିସିଙ୍କ ତଦନ୍ତ – ସାଙ୍ଗିଆ ବଦଳାଇ ପଢିଥିଲେ ଡାକ୍ତରୀ
ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନିଜର ସାଂଗିଆ ଓ ନୀତି ବଦଳାଇ ବ୍ରାହ୍ମଣରୁ ଅନୁସୂଚିତ ଜନଜାତି ହୋଇ ଡାକ୍ତରୀ ପଢିବା ଘଟଣା । ଏବେ ଜଣେ ଡାକ୍ତରଙ୍କ...
ଫେଲ ପ୍ରମାଣ ପତ୍ରରେ ୧୫ ବର୍ଷ ଚାକିରି, ଯାଂଚ ପ୍ରକ୍ରିୟାକୁ ନେଇ ପ୍ରଶ୍ନବାଚୀ
ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବର୍ଷେ କି ଦୁଇ ବର୍ଷ ନୁହେଁ ୧୫ ବର୍ଷର ଚାକିରୀ ପୁଣି ଫେଲ୍ ପ୍ରମାଣ ପତ୍ରରେ । ଭଦ୍ରକ ଜିଲ୍ଲା ବାସୁଦେବପୁର...
ଭଦ୍ରକ ମେଡିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର
ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀରେ ଆଜି ପୂର୍ବ ଘୋଷଣା ମତେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ...
ଯୋଡା ଶ୍ରାବଣର ତୃତୀୟ ସୋମବାର, ଆଖଣ୍ଡଳମଣିକୁ ଜଳଲାଗି କଲେ ୪୦ ହଜାର କାଉଡିଆ
ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘବର୍ଷ ପରେ ଚଳିତବର୍ଷ ଯୋଡା ଶ୍ରାବଣ ମାସର ତୃତୀୟ ସୋମବାରରେ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କୁ ଜଳାଭିଷେକ କରିବା ପାଇଁ ୪୦...
ସ୍ତ୍ରୀ ଓ ପୁଅକୁ ତଣ୍ଟିଚିପି ହତ୍ୟାକଲା ମଦ୍ୟପ ସ୍ୱାମୀ, ପୁଲିସ ହେପାଜତରେ ଅଭିଯୁକ୍ତ
ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ତେସିଙ୍ଗା ପଞ୍ଚାୟତ ୧୬ ନଂ ଜାତୀୟ ରାଜପଥର କୁଶଗଡିଆ ଛକରେ ରବିବାର ବିଳମ୍ବିତ ରାତ୍ରରେ...
ବନ୍ତର ବିକାଶ ନେଇ ବରିଷ୍ଠଙ୍କ ସହ ଆଲୋଚନା କଲେ ବିଧାୟକ
ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳି ଟି ଭୌଗଳିକ ଓ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଠାରେ ଯୋଗଜନ୍ମା ପୁରୁଷ...























