Tag: Bhadrak News
ପୂର୍ବାନୁମାନ ସତ ହେଲା, ବର୍ଷାଧିକ କାଳ ଜଳ ନିଷ୍କାସନ ପଥ ମରାମତି ଅଭାବରୁ ବନ୍ୟାରେ...
ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ୟା ପ୍ଲାବିତ ନିର୍ବାଚନ ମଣ୍ଡଳୀ ଭାବେ ଜଣାଶୁଣା ଧାମନଗର ଏବେ ଚଳିତ ବନ୍ୟାରେ ବେହାଲ ହୋଇପଡିଛି । ଯଦିଓ...
ବନ୍ୟା ପ୍ଲାବିତ ଅଂଚଳରେ ଶୁଖିଲା ଖାଦ୍ୟ ବାଣ୍ଟିଲେ ସମାଜସେବୀ
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ବିପନ୍ନ ଲୋକ ଏବେ ବିଭିନ୍ନ ଉଚ୍ଚା ସ୍ଥାନରେ ଭୋକ ଓପାସରେ ରହିଛନ୍ତି । ଯଦିଓ ସରକାରୀ ସହାୟତା...
ବନ୍ୟା ଦୁଃଖକୁ ଧାନ ତଳି ନଷ୍ଟ, ଚିନ୍ତାରେ ଚାଷୀ
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୈତରଣୀର ବନ୍ୟା ଦୁଃଖ ସହ ବିପନ୍ନ ଅଂଚଳରେ ଚାଷୀର ଧାନତଳି ନଷ୍ଟ ହୋଇଯିବା ‘ବେଡି ଉପେ କୋରଡା ମାଡ’ ସଦୃଶ ହୋଇଛି...
ମାଟି ଅତଡା ଖସିବାକୁ ନେଇ ଆତଙ୍କିତ ତରେଇସାହିବାସୀ
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୈତରଣୀ ନଦୀରେ ଚଳିତବର୍ଷ ପ୍ରଥମବନ୍ୟା ଆସିଥିବାବେଳେ ଏହାଦ୍ୱାରା ନଦୀବନ୍ଧ କେତେକ ସ୍ଥାନରେ ଦୁର୍ବଳ ହୋଇଯାଇଛି । ବନ୍ୟାପାଣି ପ୍ରଭାବରେ କେଉଁଠି ଅତଡା...
ତାଲିକାଭୁକ୍ତ ଓକିଲମାନଙ୍କୁ ତାଲିମ୍ ପ୍ରଦାନ
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା କୋର୍ଟ ପରିସର ନଳାଙ୍ଗ, ଭଦ୍ରକରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ତାଲିକା ଭୁକ୍ତ ଓକିଲ ମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଅଛି...
୧୭ ଲକ୍ଷ ମୂଲ୍ୟର ୧୧୮ ଗ୍ରାମର ବ୍ରାଉନସୁଗାର ଜବତ, ଜଣେ ଗିରଫ
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତକାଲି ବିଳମ୍ବିତ ରାତି ପ୍ରାୟ ୨.୩୦ ସମୟରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ପକ୍ଷରୁ ଏମ୍ଭି ଚେକିଂ ହେଉଥିବା ସମୟରେ ଅନ୍ତରା...
୯ ବର୍ଷରେ ୨୩୯୪ ଟି ସଡକ ଦୁର୍ଘଟଣା, ୫ ବର୍ଷରେ ୮୬୫ ଜଣଙ୍କର ପ୍ରାଣ...
ଭଦ୍ରକ, ୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସଡକ ସୁରକ୍ଷା ଜୀବନ ରକ୍ଷା କେବଳ ସ୍ଲୋଗାନରେ ସୀମିତ ରହିଛି । ଅନ୍ୟପକ୍ଷରେ ପ୍ରଶାସନର ସଡକ ସୁରକ୍ଷା କମିଟି ବୈଠକ ଏକ...
ବନ୍ୟା ଆସିଲା ରାଜନୀତି ତେଜିଲା, ବିପନ୍ନଙ୍କୁ ସାହାଯ୍ୟ ଅପେକ୍ଷା ସୋସିଆଲ ମିଡିଆର ପ୍ରଚାର ଜୋର...
ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ବନ୍ୟା ଆସିଲା ରାଜନୀତି ତେଜିଲା । ଦୁର୍ବଳ ନଦୀବନ୍ଧ ଯୋଗୁଁ ସବୁବର୍ଷ ବୈତରଣୀ ନଦୀରେ ସାମାନ୍ୟରୁ ମଧ୍ୟମ ଓ ବଡ ଧରଣର ବନ୍ୟା...
ଭଦ୍ରକ ଜିଲାରେ ଏକ ପାରା ମିଲିଟାରୀ କ୍ୟାମ୍ପ ପ୍ରତିଷ୍ଠା ଦାବି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ...
ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଭଳି ସମ୍ବେଦନଶୀଳ ଜିଲାରେ ଏକ ପାରା ମିଲିଟାରୀ କ୍ୟାମ୍ପ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ରାଜ୍ୟ ବିଜେପିର...
ଛାଡିଗଲା ବନ୍ୟା, ଦେଇଗଲା ଦୁଃଖ
ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୈତରଣୀ ନଦୀରେ ଆସିଥିବା ଚଳିତ ବର୍ଷର ବନ୍ୟା ଅପସରି ଯାଇଛି । ମାତ୍ର ଛାଡି ଦେଇଯାଇଛି ଯାତନା । ବହୁ ବିଳମ୍ବ...
ଶିକ୍ଷକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ, ୧୬ରୁ ସମୂହ ଛୁଟିରେ ଯିବେ ଶିକ୍ଷକ
ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଭଣ୍ଡାରିପୋଖରୀ ବ୍ଲକ ଶାଖା ପକ୍ଷରୁ ଶନିବାର ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି...
ବନ୍ୟା ପ୍ରଭାବିତ ବୋଡ଼କ ପଞ୍ଚାୟତକୁ ଜିଲ୍ଲାପଳଙ୍କ ଗସ୍ତ
ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବନ୍ୟା ପ୍ରଭାବିତ ବୋଡ଼କ ପଞ୍ଚାୟତକୁ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଶୁକ୍ରବାର ସନ୍ଧ୍ୟାରେ ଗସ୍ତ...
ଧାମନଗର ବିଧାୟକଙ୍କ ବନ୍ୟାଞ୍ଚଳ ଗସ୍ତ
ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ବନ୍ୟାଞ୍ଚଳ...
ତିହିଡ଼ି ବ୍ଲକରେ ବନ୍ୟା ପରିସ୍ଥିତି ଗମ୍ଭୀର, ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ, ୧୮୪୨୯...
ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ବୈତରଣୀ ନଦୀରେ ଜଳ ପତ୍ତନ ହ୍ରାସ ପାଉଥିବା ବେଳେ...
ଦାବି ପୂରଣ ନହେଲେ ଅଗଷ୍ଟ ୧୬ରୁ ଶିକ୍ଷକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ
ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକର ସମସ୍ତ ଶିକ୍ଷକ ସଂଘ ପକ୍ଷରୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ଆହ୍ୱାନ କ୍ରମେ ଶନିବାର...
ସରକାରଙ୍କ ମୋ କଲେଜ ଯୋଜନାରେ ଚାନ୍ଦବାଲି ବ୍ଲକରେ ୯ଟି କଲେଜକୁ ୫.୫କୋଟିର ସହାୟତା, ବିନା...
ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ ନିଜ ଅଂଚଳରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ୫ଟିରେ ଅର୍ନ୍ତଭୁକ୍ତ କରିବା ପରେ...
ଭଦ୍ରକ ତଥା ଓଡ଼ିଶାର ଜନସାଧାରଣଙ୍କ ପ୍ରତି ପୂର୍ବତଟ ରେଳ ଡିଭିଜନର ଶୋଷଣ ବିରୁଦ୍ଧରେ ପ୍ରତିବାଦ
ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୂର୍ବତଟ ରେଳବାଇ ଓଡ଼ିଶାବାସୀଙ୍କୁ କରୁଥିବା ଚରମ ଶୋଷଣର ପ୍ରତିବାଦ କରିଛି ଉତ୍କଳ ସର୍ବୋଦୟ ମଣ୍ଡଳର ଭଦ୍ରକ ଶାଖା । ସଂପ୍ରତି ପୂର୍ବତଟ...
ଧାମନଗରରେ ବନ୍ୟା କମିଛି, ତଳିଆ ଅଂଚଳରେ ଦୁର୍ଦ୍ଦଶା ବଢିଛି, ବନ୍ୟା ଜଳରେ ଭାସିଯାଇ ଜଣେ...
ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗରରେ ବୁଧବାର ଠାରୁ ବନ୍ୟା ଜଳ ମାଡିଯିବା ଫଳରେ ବ୍ୟାପକ ଚାଷଜମି ସମେତ ରାସ୍ତାଘାଟ ଓ ଦୁଇଜଣଙ୍କର ମୃତ୍ୟୁ...
ଭଦ୍ରକ – ୩ ଦଫା ଦାବି ନେଇ ସମୂହ ଛୁଟିରେ ରହିବେ ପ୍ରାଥମିକ ଶିକ୍ଷକ
ଭଦ୍ରକ, ୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଡାକରାରେ ଭଦ୍ରକ ବ୍ଳକର ସବୁ ବର୍ଗର ପ୍ରାଥମିକ ଶିକ୍ଷକ ସଂଗଠନଗୁଡ଼ିକ ତିନି ଦଫା ଦାବି...
ବିଜୁ ଜନତା ଦଳ ପକ୍ଷରୁ ବନ୍ୟାବିପନ୍ନ ଅଂଚଳରେ ରିଲିଫ ପ୍ରଦାନ
ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍ଥାନୀୟ ବିଜୁ ଜନତା ଦଳ ପକ୍ଷରୁ ବନ୍ୟାବିପନ୍ନ ଅଞ୍ଚଳରେ ଶୁକ୍ରବାର ରିଲିଫ ପ୍ରଦାନ କରାଯାଇଛି । ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଣିତକାନ୍ତି...























