Tag: Bhadrak News
ତିହିଡ଼ିରେ ଶ୍ରମିକମାନଙ୍କ ପକ୍ଷରୁ ଶ୍ରମିକ ଦିବସ ପାଳିତ
ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି଼ ଶ୍ରମିକ ମାନଙ୍କ ପକ୍ଷରୁ ଶ୍ରମିକ ଦିବସ ଗୁରୁବାର ତିହିଡ଼ି ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ତିହିଡ଼ି ତହସିଲ...
ତିହିଡି଼ ଥାନାରେ ରକ୍ତଦାନ ଶିବିର, ୪୨ୟୁନିଟ ସଂଗୃହିତ
ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି଼ ଥାନା ପରିସରରେ ଗୁରୁବାର ସକାଳ ୯ଟା ସମୟରେ ବାରୋ ପଂଚାୟତର ଭାରତ ସୋସିଆଲ ସର୍ଭିସ ସାମାଜିକ ସଙ୍ଗଠନ...
ଧାମରାରେ ହିନ୍ଦ ମଜଦୁର ସଭା(ଏଚଏମଏସ) ପକ୍ଷରୁ ଶ୍ରମିକ ଦିବସ ପାଳିତ
ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମରା ନିକଟସ୍ଥ ଧାମରା ବନ୍ଦର(ଆଦାନୀ) ଆଗରେ ହିନ୍ଦ ମଜଦୁର ସଭା ପକ୍ଷରୁ ଶ୍ରମିକ ଦିବସ ପାଳିତ ହୋଇ ଯାଇଛି।...
ଜିଲ୍ଲା ଆଇନ ସେବା ପ୍ରାଧିକରଣ ପାଳିଲା ବିଶ୍ୱ ଶ୍ରମିକ ଦିବସ
ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଅଛି। ଅରୋଲିପି...
ଧାମରାରେ ବରଯାତ୍ରୀ ଦଳରେ ୩ ଜୀବନ୍ତ ନାଗଙ୍କୁ ଧରି ନୃତ୍ୟ ପରିବେଷଣ, ୪୮ଘଂଟା ବିତିଯାଇଥିଲେ...
ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମରା ନିକଟସ୍ଥ ବାଂଶଡା ପଂଚାୟତର ଏକ ବର ଯାତ୍ରୀ ଦଳରେ ଜୀବନ୍ତ ନାଗ ମାନଙ୍କୁ ଧରି ନୃତ୍ୟ ପରିବେଷଣ...
ଆଖଣ୍ଡଳମଣିଙ୍କ ମନ୍ଦିରରେ ଚନ୍ଦନଯାତ୍ରା ଆରମ୍ଭ, ଚାପ ଡଙ୍ଗାରେ ବିଜେ କରି ଚାପ ଖେଳିଲେ ହରଗୌରୀ
ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପବିତ୍ର ଅକ୍ଷୟତୃତୀୟା ଠାରୁ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଆରମ୍ଭ ହୋଇଛି ଚନ୍ଦନଯାତ୍ରା। ରୀତିନୀତି ଅନୁଯାୟୀ ଭୋର ୫ଟାରେ ଦ୍ୱାରଫିଟା ନୀତି ସହ...
ଦରପୁର ଗ୍ରାମରେ ମା’ ଖରାଖାଇଙ୍କ ବାର୍ଷିକ ଉତ୍ସବ
ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଜାମଯୋଡ଼ି ପଂଚାୟତ ଅଧୀନ ଦରପୁର ଗ୍ରାମର ପ୍ରସିଦ୍ଧ ଦେବୀ ମା’ ଖରାଖାଇଙ୍କର ବାର୍ଷିକ ଉତ୍ସବ ପବିତ୍ର...
ଆନ୍ତର୍ଜାତୀୟ ନୃତ୍ୟରେ ସାଇସୁକନ୍ୟା ମହାନ୍ତି ପ୍ରଥମ
ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ବାମନବିନ୍ଧା ଗ୍ରାମର ସ୍ୱର୍ଗତ ଶତୃଘ୍ନ ମହାନ୍ତିଙ୍କର ନାତୁଣୀ ତଥା ଆଇନଜୀବୀ ସଂଜୟ ମହାନ୍ତିଙ୍କ କନ୍ୟା ଏସଏନ୍...
ପଂଚବଟୀ ଆଶ୍ରମର ଶୁଭ ଭିତିପ୍ରସ୍ତର ସ୍ଥାପନ
ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ବିଲଣା ଓ ତଳଗୋପବିନ୍ଧା ପଂଚାୟତ ସୀମାରେ ଥିବା ଦୋଷମାଳି ନାଳିଆ ନଦୀ କୂଳରେ ପଂଚବଟୀ...
କେନ୍ଦୁଆପଦା କଲେଜ ଅଧ୍ୟକ୍ଷଙ୍କୁ ଅବସର ସମ୍ବର୍ଦ୍ଧନା, ପ୍ରଫୁଲ୍ଲ ଭଲ ମଣିଷ ଥିବା ବେଳେ କଲେଜ...
ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କେନ୍ଦୁଆପଦା ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବ ସ୍ମାରକୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ କୁମାର...
ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ମଇ ୧୦ ତାରିଖ ଦ୍ୱିତୀୟ ଶନିବାରରେ ଅନୁଷ୍ଠିତ ହେବ
ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧୀକରଣର ଭାରାପ୍ରାପ୍ତ ସଚିବ ଅରୋଲିପି ପରିଜା ସୂଚନା...
ଦୋବଲ-ସେଣ୍ଡପୁର ରାସ୍ତା ଏବେ ମରଣଯନ୍ତା, ସୁଧୁରୁନି ରାସ୍ତାର ଅବସ୍ଥା
ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଉଦ୍ୟମ ରେ ଗ୍ରାମାଂଚଳ ର ରାସ୍ତା ଘାଟ ନିର୍ମାଣ ପାଇଁ କୋଟି କୋଟି ଟଙ୍କା...
ବିଶିଷ୍ଟ ଜନନେତା କମ୍ୟୁନିଷ୍ଟ ପାର୍ଟିର ପୂର୍ବତନ ରାଜ୍ୟ ସମ୍ପାଦକ ଦିବାକର ନାୟକଙ୍କ ସ୍ମୃତିସଭା
ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜାତୀୟ କାର୍ଯ୍ୟ କାରିଣୀ ସଭ୍ୟ, ପୂର୍ବତନ ରାଜ୍ୟ ସମ୍ପାଦକ, ନୂଆ ଦୁନିଆ ସାପ୍ତାହିକ ଖବରକାଗଜର ପୂର୍ବତନ ସମ୍ପାଦକ,...
ଇଣ୍ଡିଗୋ ପିଟିଲା ଅଟୋକୁ, ୯ ଆହତ, ୨ ଗୁରୁତର
ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ-ଚାନ୍ଦବାଲି ରାସ୍ତାର କମାରିଆ ପଣ୍ଡାପୋଖରୀ ଛକ ନିକଟରେ ମଙ୍ଗଳବାର ଦିନ ୨ଟା ସମୟରେ ଏକ ଇଣ୍ଡିଗୋ କାର୍ ଅଟୋକୁ ପିଟିବା ଫଳରେ...
ଜିଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳିତ
ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲା ସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଏବଂ କୃଷକ...
ଅଗ୍ନିକାଣ୍ଡ ଘଟି ଦୁଇବଖରା ଘର ଭସ୍ମୀଭୂତ
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ୍ ଅଧୀନସ୍ଥ ରାନ୍ଦିଆ ପଂଚାୟତର କିଆଗଡିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କର ଦୁଇବଖରା ଘର ଓ ଗୁହାଳ ପୋଡି...
ବେଆଇନ୍ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସାବରଙ୍ଗ ଥାନା ଅଧୀନସ୍ଥ ବେନ୍ତାଳ ଅଂଚଳରେ ଗତ କିଛିବର୍ଷ ଧରି ଚୋରା କରତକଳ ଚାଲିଆସୁଥିବାବେଳେ କୌଣସି ସୂତ୍ରରୁ ଖବର ପାଇ...
ଧାମନଗର ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ବିଦାୟ ସମ୍ବର୍ଦ୍ଧନା ଉତ୍ସବ
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ସ୍ନାତକ ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗର ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ମହାବିଦ୍ୟାଳୟ ପରିସରରେ ଦିଆଯାଇଛି ।...
ପୂର୍ବତନ ସରପଂଚଙ୍କ ପରଲୋକ
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧୀନ ଶ୍ୟାମସୁନ୍ଦର ପଂଚାୟତର ପୂର୍ବତନ ସରପଂଚ କୃପାସିନ୍ଧୁ ଦାସଙ୍କର ମଙ୍ଗଳବାର ପୂର୍ବାହ୍ନରେ ପରଲୋକ ହୋଇ ଯାଇଛି...
ତିହିଡ଼ିରେ ବିଭିନ୍ନ ସ୍ଥାନରେ ମଧୁବାବୁ ଜୟନ୍ତୀ ପାଳିତ
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଅନ୍ତର୍ଗତ ତିହିଡ଼ି ବ୍ଲକ ଉତ୍କଳ ସମ୍ମିଳନୀ ଶାଖାର ମଧୁସୂଦନ ଜୟନ୍ତୀ ପାଳନ ଅବସରରେ ଏକ ଆଲୋଚନା ସଭା ଅନୁଷ୍ଠିତ...
























