Home Coronavirus Outbreak ଦେଶରେ ୬୫, ୦୦୨ ନୂଆ କରୋନା ଆକ୍ରାନ୍ତ, ୯୯୬ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୪୮, ୦୪୦...

ଦେଶରେ ୬୫, ୦୦୨ ନୂଆ କରୋନା ଆକ୍ରାନ୍ତ, ୯୯୬ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୪୮, ୦୪୦ କୁ ବୃଦ୍ଧି

104

ନୂଆ ଦିଲ୍ଲୀ ୧୫-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୬୫, ୦୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୯୯୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫, ୨୬, ୧୯୩ କୁ ବୃଦ୍ଧି ପାଇଛି ଏବଂ ୬, ୬୮, ୨୨୦ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୧୮, ୦୮, ୯୩୭ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୪୯, ୦୩୬ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.