Home Top News ବିଶ୍ୱ ଆଥଲେଟିକ୍ସ U20 ଚାମ୍ପିଅନସିପ୍ : ମହିଳା ଲଙ୍ଗଜମ୍ପରେ ଶୈଳି ସିଂଙ୍କୁ ରୌପ୍ୟ ପଦକ

ବିଶ୍ୱ ଆଥଲେଟିକ୍ସ U20 ଚାମ୍ପିଅନସିପ୍ : ମହିଳା ଲଙ୍ଗଜମ୍ପରେ ଶୈଳି ସିଂଙ୍କୁ ରୌପ୍ୟ ପଦକ

44

ନୂଆ ଦିଲ୍ଲୀ ୨୨ଅଗଷ୍ଟ (ଓଡ଼ିଆ ପୁଅ) ନାଇରୋବିରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ U20 ଚାମ୍ପିଅନସିପରେ ଶୈଳି ସିଂ ଭାରତର ତୃତୀୟ ପଦକ ହାସଲ କରିଛନ୍ତି। ମହିଳା ଲମ୍ଫରେ ଭାରତର ଶାଲିନୀ ରୌପ୍ୟ ପଦକ ଜିତିଛନ୍ତି। ସେ ୬.୫୯ ମିଟର ଜମ୍ପ କରିଥିଲେ। ସେ ସ୍ୱର୍ଣ୍ଣ ପଦକ ନିକଟରୁ ମାତ୍ର ୦.୦୧ ମିଟର ହ୍ରାସ ପାଇ ରୌପ୍ୟ ପଦକ ବିଜୟୀନୀ ହୋଇଛନ୍ତି। ସ୍ୱିଡେନ୍‌ର ମାଜା ଆସ୍କାଗ ୬.୬୦ ମିଟର ସର୍ବୋତ୍ତମ ପ୍ରୟାସରେ ସ୍ୱର୍ଣ୍ଣ ଜିତିଛନ୍ତି। ୟୁକ୍ରେନର ମାରିଆ ହୋରିଏଲୋଭା ବ୍ରୋଞ୍ଜ ପଦକ ନେଇଛନ୍ତି। ଚଳିତ ବର୍ଷର U20 ଚାମ୍ପିଅନସିପ୍ ସଂସ୍କରଣରେ ଏହା ଭାରତର ଦ୍ୱିତୀୟ ରୌପ୍ୟ ପଦକ ଏବଂ ତୃତୀୟ ସାମଗ୍ରିକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.