Home ଓଡ଼ିଶା ଦିଲ୍ଲୀ ପ୍ରଦୂଷଣ : ହେଲ୍ଥ ଏମରଜେନ୍ସୀ ଘୋଷିତ : ୫ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବ...

ଦିଲ୍ଲୀ ପ୍ରଦୂଷଣ : ହେଲ୍ଥ ଏମରଜେନ୍ସୀ ଘୋଷିତ : ୫ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ସ୍କୁଲ

212

ନୂଆ ଦିଲ୍ଲୀ ୧-୧୧ (ଓଡ଼ିଆ ପୁଅ) – ଏନସିଆରରେ ବଢ଼ୁଥିବା ପ୍ରଦୂଷଣ କାରଣରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ବଡ଼ ଘୋଷଣା କରିଛନ୍ତି। ସେ ଦିଲ୍ଲୀର ସମସ୍ତ ସ୍କୁଲ ପାଞ୍ଚ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି।

ଏହା ପୂର୍ବରୁ ସୁପ୍ରୀମ କୋର୍ଟ ଦ୍ଵାରା ଗଠିତ ପ୍ୟାନେଲ ଶୁକ୍ରବାରଦିନ ଦିଲ୍ଲୀ-ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରରେ ଜନ ସ୍ଵାସ୍ଥ୍ୟର ଜରୁରୀକାଳୀନ ଘୋଷଣା କରି ପାଞ୍ଚ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧ ଲଗାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.