Home Coronavirus Outbreak ଆଜି ୩୦ ଜିଲ୍ଲାରୁ ୩୦୬୭ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୧୫୬୭୬ କୁ ବୃଦ୍ଧି

ଆଜି ୩୦ ଜିଲ୍ଲାରୁ ୩୦୬୭ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୧୫୬୭୬ କୁ ବୃଦ୍ଧି

116

ଭୁବନେଶ୍ୱର ୨୯-୯ (ଓଡ଼ିଆ ପୁଅ) ଆଜି ୩୦ ଜିଲ୍ଲାରୁ ୩୦୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୧୫୬୭୬ କୁ ବୃଦ୍ଧି ପାଇଛି। ଏ ନେଇ ଓଡ଼ିଶା ସରକାରଙ୍କର ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି।

– ନୂଆ ଆକ୍ରାନ୍ତ: ୩୦୬୭

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୮୦୯

– ସ୍ଥାନୀୟ ଅଞ୍ଚଳରୁ୧୨୫୮

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୧୨୯

୨- ବାଲେଶ୍ୱର ଜିଲ୍ଲାରୁ –  ୧୪୬

୩- ବରଗଡ଼ ଜିଲ୍ଲାରୁ –  ୬୯

୪- ଭଦ୍ରକ ଜିଲ୍ଲାରୁ –  ୫୯

୫- ବଲାଙ୍ଗୀର ଜିଲ୍ଲାରୁ –  ୭୮

୬- ବୌଦ୍ଦ ଜିଲ୍ଲାରୁ –  ୪୫

୭- କଟକ ଜିଲ୍ଲାରୁ –  ୨୩୦

୮- ଦେବଗଡ଼ ଜିଲ୍ଲାରୁ –  ୧୫

୯- ଢେଙ୍କାନାଳ ଜିଲ୍ଲାରୁ –  ୯୧

୧୦- ଗଜପତି ଜିଲ୍ଲାରୁ –  ୨୧

୧୧- ଗଞ୍ଜାମ ଜିଲ୍ଲାରୁ –  ୩୪

୧୨- ଜଗତସିଂହପୁର ଜିଲ୍ଲାରୁ –  ୮୪

୧୩- ଯାଜପୁର ଜିଲ୍ଲାରୁ –  ୬୦

୧୪- ଝାରସୁଗୁଡ଼ା ଜିଲ୍ଲାରୁ –  ୯୬

୧୫- କଳାହାଣ୍ଡି ଜିଲ୍ଲାରୁ –  ୫୪

୧୬- କନ୍ଧମାଳ ଜିଲ୍ଲାରୁ –  ୮୧

୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୯୪

୧୮- କେନ୍ଦୁଝର ଜିଲ୍ଲାରୁ –  ୮୧

୧୯- ଖୋର୍ଦ୍ଧା ଜିଲ୍ଲାରୁ : ୫୫୫

୨୦- କୋରାପୁଟ ଜିଲ୍ଲାରୁ –  ୫୫

୨୧- ମାଲକାନଗିରି : ୨୪

୨୨- ମୟୁରଭଞ୍ଜ ଜିଲ୍ଲାରୁ –  ୧୪୩

୨୩- ନବରଙ୍ଗପୁର ଜିଲ୍ଲାରେ: ୫୮

୨୪- ନୟାଗଡ଼ ଜିଲ୍ଲାରୁ –  ୬୮

୨୫- ନୂଆପଡ଼ା ଜିଲ୍ଲାରୁ –  ୮୫

୨୬- ପୁରୀ ଜିଲ୍ଲାରୁ –  ୧୭୮

୨୭- ରାୟଗଡ଼ା ଜିଲ୍ଲାରୁ –  ୪୧

୨୮- ସମ୍ବଲପୁର ଜିଲ୍ଲାରୁ –  ୯୮

୨୯- ସୋନପୁର ଜିଲ୍ଲାରୁ –  ୨୨

୩୦- ସୁନ୍ଦରଗଡ଼ ଜିଲ୍ଲାରୁ –  ୬୨

୩୧- State Pool: ୨୧୧

– ନୂଆ ସୁସ୍ଥ ହୋଇଥିଲେ୪୦୧୪

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୩୨୦୦୮୫୨

– ମୋଟ ଆକ୍ରାନ୍ତ ୨୧୫୬୭୬

– ମୋଟ ସୁସ୍ଥ ହେଲେଣି ୧୭୭୫୮୫

– ସକ୍ରୀୟ ଆକ୍ରାନ୍ତ –  ୩୭୨୧୦

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.