Home Coronavirus Outbreak ଆଜି କରୋନା ନେଲା ୧୫ ମୁଣ୍ଡ – ମୋଟ ମୃତ୍ୟୁ ସଂଖ୍ୟା ୮୨୮ କୁ ବୃଦ୍ଧି

ଆଜି କରୋନା ନେଲା ୧୫ ମୁଣ୍ଡ – ମୋଟ ମୃତ୍ୟୁ ସଂଖ୍ୟା ୮୨୮ କୁ ବୃଦ୍ଧି

54

ଭୁବନେଶ୍ୱର ୨୯-୯ (ଓଡ଼ିଆ ପୁଅ) ଆଜି କରୋନା ନେଲା ୧୫ ମୁଣ୍ଡ – ମୋଟ ମୃତ୍ୟୁ ସଂଖ୍ୟା ୮୨୮ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ବାଲେଶ୍ୱର ଜିଲ୍ଲା ମୋଟ ମୃତକଙ୍କ ସଂଖ୍ୟା ୨୭ [ଆଜି ଜଣ ୩]

ବଲାଙ୍ଗୀର ଜିଲ୍ଲା ମୋଟ ମୃତକଙ୍କ ସଂଖ୍ୟା ୨୩ [ଆଜି ଜଣେ]

କଟକ ଜିଲ୍ଲା ମୋଟ ମୃତକଙ୍କ ସଂଖ୍ୟା ୬୯ [ଆଜି ଜଣ ୩]

ଝାରସୁଗୁଡ଼ା ଜିଲ୍ଲା ମୋଟ ମୃତକଙ୍କ ସଂଖ୍ୟା ୨ [ଆଜି ଜଣେ]

ଖୋର୍ଦ୍ଦା ଜିଲ୍ଲା ମୋଟ ମୃତକଙ୍କ ସଂଖ୍ୟା ୧୩୧ [ଆଜି ଜଣ ୩]

ନବରଙ୍ଗପୁର ଜିଲ୍ଲା ମୋଟ ମୃତକଙ୍କ ସଂଖ୍ୟା ୫ [ଆଜି ଜଣେ]

ପୁରୀ ଜିଲ୍ଲା ମୋଟ ମୃତକଙ୍କ ସଂଖ୍ୟା ୫୪ [ଆଜି ଜଣ ୨]

ସୁନ୍ଦରଗଡ଼ ଜିଲ୍ଲା ମୋଟ ମୃତକଙ୍କ ସଂଖ୍ୟା ୪୦ [ଆଜି ଜଣେ]

ମୃତକଙ୍କ ବିଷୟରେ –

୧ – ବାଲେଶ୍ୱର ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କ ପୁରୁଷ।

୨- ବାଲେଶ୍ୱର ଜିଲ୍ଲାର ଜଣେ ୬୧ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩- ବାଲେଶ୍ୱର ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୪- ଭୁବନେଶ୍ୱରର ୭୩ ବର୍ଷ ବୟସ୍କ ପୁରୁଷ।

୫- ଭୁବନେଶ୍ୱରର ୫୦ ବର୍ଷ ବୟସ୍କ ପୁରୁଷ।

୬- ଭୁବନେଶ୍ୱରର ୬୦ ବର୍ଷ ବୟସ୍କ ପୁରୁଷ।

୭- ବଲାଙ୍ଗୀର ଜିଲ୍ଲାର ୭୪ ବର୍ଷ ବୟସ୍କ ପୁରୁଷ।

୮- କଟକ ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ।

୯- କଟକ ଜିଲ୍ଲାର ଜଣେ ୬୮ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୧୧- ଝାରସୁଗୁଡା ଜିଲ୍ଲାର ଜଣେ ୬୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୨- ନବରଙ୍ଗପୁର ଜିଲ୍ଲାର ୩୦ ବର୍ଷ ବୟସ୍କା ମହିଳା ଯିଏକି ଏଚ୍-ଆଇ-ଭି ସଂକ୍ରମଣ ଏବଂ ରକ୍ତହୀନତାର ଶିକାର ହୋଇଥିଲେ।

୧୩- ପୁରୀ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୪- ପୁରୀ ଜିଲ୍ଲାର ୪୯ ବର୍ଷ ବୟସ୍କ ପୁରୁଷ।

୧୫- ସୁନ୍ଦରଗଡ ଜିଲ୍ଲାର ଜଣେ ୪୭ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.