Home Top News ଓଡ଼ିଶାର ପ୍ରଥମ ମହିଳା ମେୟର ନିବେଦିତା ପ୍ରଧାନଙ୍କ ବିୟୋଗ

ଓଡ଼ିଶାର ପ୍ରଥମ ମହିଳା ମେୟର ନିବେଦିତା ପ୍ରଧାନଙ୍କ ବିୟୋଗ

88

କଟକ/ଭୁବନେଶ୍ୱର: କଟକ ମହାନଗର ନିଗମରୁ ନିର୍ବାଚିତ ହୋଇ ଓଡ଼ିଶାର ପ୍ରଥମ ମହିଳା ମେୟର ହୋଇଥିବା ନିବେଦିତା ପ୍ରଧାନଙ୍କ ବିୟୋଗ ଘଟିଛି। ନିବେଦିତା ୨୦୦୦ ମସିହାରେ ବିଜେପି ଟିକେଟରେ କଟକ ସଦର ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ଓଡ଼ିଶା ବିଧାନସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ।
-/DevD®

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.