Home ଓଡ଼ିଶା ୨୯ ରୁ ବିଧାନସଭା ମୌସୁମୀ ଅଧିବେଶନ

୨୯ ରୁ ବିଧାନସଭା ମୌସୁମୀ ଅଧିବେଶନ

94

ଭୁବନେଶ୍ୱର ୧୪-୯ (ଓଡ଼ିଆ ପୁଅ) ସେପ୍ଟେମ୍ବର ୨୯ ରୁ ବିଧାନସଭା ମୌସୁମୀ ଅଧିବେସନ ଆରମ୍ଭ ହେବ। ଏନେଇ ବିଧାନସଭା ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ। ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଛୁଟି। ୮ଟି କାର୍ଯ୍ୟଦିବସ ଅନୁଷ୍ଠିତ ହେବ। କରୋନା ପରିସ୍ଥିତି ଦୃଷ୍ଟିରେ ରଖି ଅକ୍ଟୋବର ୪ ଅର୍ଥାତ୍ ରବିବାର ଦିନ ମଧ୍ୟ ଅଧିବେଶନ ଜାରି ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.