Home ଓଡ଼ିଶା JEE, NEET ସେପ୍ଟେମ୍ବର କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ : NTA

JEE, NEET ସେପ୍ଟେମ୍ବର କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ : NTA

125

ନୂଆ ଦିଲ୍ଲୀ ୨୫-୮ (ଓଡ଼ିଆ ପୁଅ) ମଙ୍ଗଳବାର ଦିନ ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (NTA), JEE NEET ର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବାକୁ ମନା କରିଦେଇଛି।

ମଙ୍ଗଳବାର ସନ୍ଧ୍ୟାରେ ପ୍ରକାଶିତ ଏକ ନୂତନ ନିର୍ଦ୍ଦେଶାବଳୀରେ NTA କହିଛି ଯେ, ସେପ୍ଟେମ୍ବର ୧ ରୁ ସେପ୍ଟେମ୍ବର ୬ ମଧ୍ୟରେ ପୂର୍ବ ସୂଚୀ ଅନୁଯାୟୀ JEE ଏବଂ ସେପ୍ଟେମ୍ବର ୧୩ରେ NEET ଅନୁଷ୍ଠିତ ହେବ।

ଏହାସହ ଆଡମିଟ୍ କାର୍ଡ ଦିଆଯାଇଛି।
ସୂଚନାଯୋଗ୍ୟଯେ, NTA ଯେଉଁ ନିର୍ଦ୍ଦେଶାବଳୀ ଘୋଷଣା କରିଥିଲା ତାହା କୋଭିଡ -୧୯ ସମୟରେ ପରୀକ୍ଷା କେନ୍ଦ୍ରରେ ପାଳନ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.