Home Top News କୌଣସି ଅସୁବିଧା କିମ୍ବା ପ୍ରତିରୋଧ ଭଗବାନ ଜଗନ୍ନାଥଙ୍କ କାର୍ଯ୍ୟକୁ ଅଟକାଇ ପାରିବ ନାହିଁ – ମୁଖ୍ୟମନ୍ତ୍ରୀ

କୌଣସି ଅସୁବିଧା କିମ୍ବା ପ୍ରତିରୋଧ ଭଗବାନ ଜଗନ୍ନାଥଙ୍କ କାର୍ଯ୍ୟକୁ ଅଟକାଇ ପାରିବ ନାହିଁ – ମୁଖ୍ୟମନ୍ତ୍ରୀ

47

ପୁରୀ ୮-୨ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀମନ୍ଦିର ଗ୍ରସ୍ତ କରି ଜଗନ୍ନାଥଙ୍କ ଦର୍ଶନ କରିବା ସହ ଓଡ଼ିଶା ବାସୀଙ୍କ ନିମନ୍ତେ ପ୍ରାର୍ଥନା କରିଛନ୍ତି। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କହିଛନ୍ତିଯେ, କୋଭିଡ ମହାମାରୀପରେ ମୁଁ ପ୍ରଥମ ଥର ପାଇଁ ଶ୍ରୀ ମନ୍ଦିର ପରିଦର୍ଶନ କରୁଛି।
ମନ୍ଦିର ଦର୍ଶନ ସାରି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, “ମୁଁ ଓଡ଼ିଶାର ଲୋକଙ୍କ ଶାନ୍ତି ଏବଂ ସମୃଦ୍ଧତା ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲି। ମୁଁ ପୁରୀର ଲୋକଙ୍କୁ ଧନ୍ୟବାଦ ଦେଉଛି, ଯେଉଁମାନେ ଶ୍ରୀମନ୍ଦିରର ବିକାଶ ପାଇଁ ନିଜ ଜମିକୁ ବଳିଦାନ ଦେଇଛନ୍ତି, ସେମାନଙ୍କର ବଳିଦାନ ନଷ୍ଟ ହେବ ନାହିଁ, କୌଣସି ଅସୁବିଧା କିମ୍ବା ପ୍ରତିରୋଧ ଭଗବାନ ଜଗନ୍ନାଥଙ୍କ କାର୍ଯ୍ୟକୁ ଅଟକାଇ ପାରିବ ନାହିଁ।
କେନ୍ଦ୍ର ସରକାର ଆଇନ ଉପରେ କୋହଳ ମନୋଭାବ କରିବା ଉଚିତ୍।
ଜୟ ଜଗନ୍ନାଥ।”

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.