Home ଓଡ଼ିଶା ବୁଦାମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ବୁଦାମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର

2697

ପାଟଣା ୩-୧୧ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ମାନପୁର ଗ୍ରାମର ମୋନହର ସାହିରୁ ଏକ ବୁଦା ମୂଳରୁ ନବ ଜାତ ଶିଶୁପୁତ୍ର ଉଦ୍ଧାର କରିଛନ୍ତି ଗ୍ରାମବାସୀ। ଆଜି ସକାଳୁ ଲୋକେ ପୋଖରୀକୁ ଯାଉଥିବା ସମୟରେ ଛୁଆର କାନ୍ଦ ଶୁଣିବାକୁ ପାଇଥିଲେ ପରେ ଘଟଣା ସ୍ଥଳକୁ ଯାଇ ଏକ ନବଜାତ ଶିଶୁ ପୁତ୍ର ଦେଖିବାକୁ ପାଇଥିଲେ ପରେ ଉଦ୍ଧାର କରି ସ୍ଥାନୀୟ ଏ.ଏନ.ଏମ୍ ଦିଦିଙ୍କ ସହାୟତାରେ ୧୦୮ ସାହାଯ୍ୟରେ ଜିଲ୍ଳା ମୁଖ୍ୟ ଚକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନୈତିକ ସଂମ୍ପର୍କ ଯୋଗୁ ଲୋକଲଜ୍ଜା ଭୟରେ କେହି ଛୁଆକୁ ଜନ୍ମ ଦେଇ ବୁଦା ମୂଳରେ ଫିଙ୍ଗିଦେଇଥିବା ଗ୍ରାମବସୀ ପକ୍ଷରୁ ସୂଚନା ମିଳିଛି। ଶିଶୁପୁତ୍ରଟି ସୁସ୍ଥ ଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.