Home Top News ୯ ଜିଲ୍ଲାରେ ତାତି – ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ

୯ ଜିଲ୍ଲାରେ ତାତି – ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ

65

ଭୁବନେଶ୍ୱର ୨୬-୩ (ଓଡ଼ିଆ ପୁଅ) ରାଜ୍ୟର ୯ଟି ଜିଲ୍ଲାରେ ବଢ଼ିଛି ତାତି। ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ଼ କରାଯାଇଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଅନୁଯାୟୀ

ବୌଦ୍ଧରେ ସର୍ବାଧିକ ୪୦.୮ ° C ତାପମାତ୍ରା ରେକର୍ଡ଼ କରାଯାଇଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ୧୮.୦ ° C ତାପମାତ୍ରା ରେକର୍ଡ଼ କରାଯାଇଛି।

ବୌଦ୍ଧ, ଭୁବନେଶ୍ୱର, ବଲାଙ୍ଗିର, ସୋନପୁର, ଅନୁଗୁଳ, ବାରିପଦା, ଟିଟିଲାଗଡ଼ ମାଲକାନାଗିରି ଏବଂ ନୟାଗଡ଼ରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଛି।

ତେବେ ବୌଦ୍ଧରେ ୪୦.୮, ଭୁବନେଶ୍ୱରରେ ୪୦.୪, ବଲାଙ୍ଗିରରେ ୪୦.୪, ସୋନପୁରରେ ୪୦.୨, ଅନୁଗୁଳରେ ୪୦.୧, ବାରିପଦାରେ ୪୦.୦, ଟିଟିଲାଗଡ଼ରେ ୪୦.୦, ମାଲକାନାଗିରିରେ୪୦.୦ ଏବଂ ନୟାଗଡ଼ରେ୪୦.୦ ତାପମାତ୍ରା ରେକର୍ଡ଼ କରାଯାଇଛି।

ଭୁବନେଶ୍ୱରରେ ସର୍ବାଧିକ ୪୦.୪ ଏବଂ କଟକରେ ସର୍ବାଧିକ ୩୯.୮ ଡିଗ୍ରୀ ସେଲସିଅସ୍‌ ତାପମାତ୍ରାଥିବା ବେଳେ ଭୁବନେଶ୍ୱର ଏବଂ କଟକର ସର୍ବନିମ୍ନ ତାପମାତ୍ରା ଥିଲା ଯଥାକ୍ରମେ ୨୪.୪ ଏବଂ ୨୩.୪ ଡିଗ୍ରୀ ସେଲସିଅସ୍‌।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.