Home Top News ଦେଶରେ ପ୍ରାୟ ୬୦, ୦୦୦ ନୂଆ COVID-19 ସଂକ୍ରମଣ ରେକର୍ଡ: ଯାହା ଅକ୍ଟୋବର ପରଠାରୁ ସର୍ବାଧିକ...

ଦେଶରେ ପ୍ରାୟ ୬୦, ୦୦୦ ନୂଆ COVID-19 ସଂକ୍ରମଣ ରେକର୍ଡ: ଯାହା ଅକ୍ଟୋବର ପରଠାରୁ ସର୍ବାଧିକ – ସକ୍ରିୟ ମାମଲା ୪.୨୧ ଲକ୍ଷ

80

ନୂଆଦିଲ୍ଲୀ ୨୬-୩ (ଓଡିଆ ପୁଅ) ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୬୦, ୦୦୦ ନୂଆ ସଂକ୍ରମଣ ରେକର୍ଡ କରାଯାଇଛି। ଯାହା ଫଳରେ ମୋଟ ସଂକ୍ରମଣ ୧, ୧୮, ୪୬, ୬୫୨ ହୋଇଛି ଗତ ୨୪ ଘଣ୍ଟାରେ ୨୫୭ ଜଣଙ୍କର ମୃତ୍ୟୁ ହେବା ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧, ୬୦, ୯୪୯ ରେ ପହଁଚିଛି।

ଗତ ବର୍ଷ ଅକ୍ଟୋବର ପରେ ଦେଶରେ ଦେଖାଯାଇଥିବା ନୂତନ COVID-୧୯ ରେ ଏହା ହେଉଛି ଗୋଟିଏ ଦିନର ସର୍ବାଧିକ ସ୍ପାଇକ୍।

ଏବେ ସକ୍ରିୟ ମାମଲା ୪, ୨୧, ୦୬୬ ଥିବେ ବେଳେ ଏ ପର୍ଯ୍ୟନ୍ତ ୫, ୫୫, ୦୪, ୪୪୦ ଜଣଙ୍କୁ କରୋନା ଟୀକା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.