Home Top News ଆଇପିଏଲ୍ ୨୦୨୧ କାର୍ଯ୍ୟସୂଚୀ – ବିସିସିଆଇ ଘୋଷଣା କଲା ଆଇପିଏଲ୍ ୨୦୨୧ କାର୍ଯ୍ୟସୂଚୀ -ଜାଣନ୍ତୁ କାହା...

ଆଇପିଏଲ୍ ୨୦୨୧ କାର୍ଯ୍ୟସୂଚୀ – ବିସିସିଆଇ ଘୋଷଣା କଲା ଆଇପିଏଲ୍ ୨୦୨୧ କାର୍ଯ୍ୟସୂଚୀ -ଜାଣନ୍ତୁ କାହା କାହା ମଧ୍ୟରେ କେଉଁଠି କେତେବେଳେ ହେବ ମ୍ୟାଚ୍‌

52

ନୂଆଦିଲ୍ଲୀ ୭-୩ (ଓଡ଼ିଆ ପୁଅ) ଆଇପିଏଲ୍ ୨୦୨୧ କାର୍ଯ୍ୟସୂଚୀ: କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ଆଇପିଏଲ୍ ୨୦୨୧ ର ତାରିଖ ଘୋଷଣା କରିଛି। ଆଇପିଏଲର ୧୪ ତମ ସିଜନ ଏପ୍ରିଲ ୯ ରେ ଆରମ୍ଭ ହୋଇଥିବାବେଳେ ଏହାର ଫାଇନାଲ ମେ ୩୦ ରେ ଖେଳାଯିବ। ଆଇପିଏଲର ପ୍ରଥମ ମ୍ୟାଚ୍ ଏପ୍ରିଲ୍ ୯ ରେ ଚେନ୍ନାଇରେ ଖେଳାଯିବ ଏବଂ ଫାଇନାଲ୍ ମ୍ୟାଚ୍ ମେ ୩୦ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ।

ରବିବାର ଦିନ ଆଇପିଏଲ୍ ପରିଚାଳନା ପରିଷଦ ବୈଠକରେ ଏହି ସିଜିନ୍‌ ପାଇଁ ତାରିଖ ଘୋଷଣା କରାଯାଇଥିଲା, ଏଥର ମୋଟ ୬ ଟି ସ୍ଥାନରେ ସମସ୍ତ ମ୍ୟାଚ୍ ଖେଳାଯିବ। ଏଥିମଧ୍ୟରେ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତା ରହିଛି। ୯ ଏପ୍ରିଲରେ ଚେନ୍ନାଇରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ବିରାଟ କୋହଲିଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ।

ଆଇପିଏଲର ୧୪ ତମ ସିଜନର ସମସ୍ତ ପ୍ଲେ ଅଫ୍ ମ୍ୟାଚ୍ ଏବଂ ଅନ୍ତିମ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ୫୬ ଟି ଲିଗ୍ ମ୍ୟାଚ୍ ମଧ୍ୟରୁ ଚେନ୍ନାଇ, ମୁମ୍ବାଇ, କୋଲକାତା ଏବଂ ବେଙ୍ଗାଲୁରୁରେ ୧୦-୧୦ ଟି ଲେଖାଏଁ ମ୍ୟାଚ୍ ଖେଳାଯିବା ସହିତ ଅହମ୍ମଦାବାଦ ଏବଂ ଦିଲ୍ଲୀରେ ୮-୮ଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ।। ଏଠାରେ ଧ୍ୟାନ ଦେବା କଥା ହେଉଛି, ସମସ୍ତ ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଖେଳାଯିବ ଏବଂ କୌଣସି ଦଳ ନିଜ ଘରେ ମ୍ୟାଚ୍ ଖେଳିବେ ନାହିଁ। ସମସ୍ତ ଦଳ ୬ ଟି ସ୍ଥାନ ମଧ୍ୟରୁ ଚାରିଟିରେ ଲିଗ୍ ମ୍ୟାଚ୍ ଖେଳିବେ।

ଏହି ସିଜିନ୍‌ରେ, ୧୧ ଦିନ ଦୁଇଟି ଲେଖାଁଏ ମ୍ୟାଚ୍ ଖେଳାଯିବ। ଦୁଇଟି ମ୍ୟାଚ୍ ଦିନ ଅପରାହ୍ନ ୩:୩୦ ରେ ଆରମ୍ଭ ହୋଇଥିବାବେଳେ ରାତି ମ୍ୟାଚ୍ ୭:୩୦ ରେ ଆରମ୍ଭ ହେବ। ଗତ ବର୍ଷ କୋଭିଡ -୧୯ କାରଣରୁ ୟୁଏଇରେ ଏହା ଅନୁଷ୍ଠିତ ହୋଇଥିଲା, କିନ୍ତୁ ଏଥର ବିସିସିଆଇ ନିଶ୍ଚିତ କରିଛିଯେ, ଏହି ସିଜିନ୍‌ ଦେଶରେ ସଫଳତାର ସହ ଅନୁଷ୍ଠିତ ହେବ। ପ୍ରାରମ୍ଭରେ ସମସ୍ତ ମ୍ୟାଚ୍‌ ଷ୍ଟାଡ଼ିଅମ୍‌ରେ ଦର୍ଶକ ବିନା ଖେଳାଯିବ ପରବର୍ତ୍ତୀ ସମୟରେ ଦର୍ଶକମାନଙ୍କର ପ୍ରବେଶ କରିବାକୁ ଅନୁମତି ଦିଆଯିବ।

IPL-୨୦୨୧ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ତାରିଖ, ସମୟ

ଏପ୍ରିଲ୍ ୯, ୭:୩୦ ସଂନ୍ଧ୍ୟା ଚେନ୍ନାଇ, ମୁମ୍ବାଇ ଇଣ୍ଡିଆନ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।

୧୦ ଏପ୍ରିଲ, ସନ୍ଧ୍ୟା ୭:୩୦, ମୁମ୍ବାଇ, ଚେନ୍ନାଇ ସୁପର କିଙ୍ଗସ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ।

ଏପ୍ରିଲ୍ ୧୧, ସନ୍ଧ୍ୟା ୭:୩୦ ଚେନ୍ନାଇ, ସନରାଇଜର୍ସ ହାଇଦ୍ରାବାଦ ବନାମ କୋଲକାତା ନାଇଟ୍ ରାଇଡର୍ସ।

ଏପ୍ରିଲ୍ ୧୨, ସନ୍ଧ୍ୟା ୭:୩୦, ମୁମ୍ବାଇ, ରାଜସ୍ଥାନ ରୟାଲ୍ସ ବନାମ ପଞ୍ଜାବ କିଙ୍ଗ୍ସ।

ଏପ୍ରିଲ୍ ୧୩, ୭:୩୦ ସଂନ୍ଧ୍ୟା ଚେନ୍ନାଇ, କୋଲକାତା ନାଇଟ୍ ରାଇଡର୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ।

ଏପ୍ରିଲ୍ ୧୪, ସନ୍ଧ୍ୟା ୭:୩୦ ଚେନ୍ନାଇ, ସନରାଇଜର୍ସ ହାଇଦ୍ରାବାଦ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।

ଏପ୍ରିଲ୍ ୧୫, ସନ୍ଧ୍ୟା ୭:୩୦, ମୁମ୍ବାଇ, ରାଜସ୍ଥାନ ରୟାଲ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ।

ଏପ୍ରିଲ ୧୬, ସନ୍ଧ୍ୟା ୭:୩୦, ମୁମ୍ବାଇ, ପଞ୍ଜାବ କିଙ୍ଗସ୍ ବନାମ ଚେନ୍ନାଇ ସୁପରକିଙ୍ଗ୍।

ଏପ୍ରିଲ୍ ୧୭, ୭:୩୦ ସଂନ୍ଧ୍ୟା ଚେନ୍ନାଇ, ମୁମ୍ବାଇ ଇଣ୍ଡିଆନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ।

ଏପ୍ରିଲ ୧୮, ୩:୩୦ ଅପରାହ୍ନ ଚେନ୍ନାଇ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ କୋଲକାତା ନାଇଟ୍ ରାଇଡର୍ସ।

ଏପ୍ରିଲ୍ ୧୮, ସନ୍ଧ୍ୟା ୭:୩୦, ମୁମ୍ବାଇ, ଦିଲ୍ଲୀ କ୍ୟାପିଟାଲ୍ସ ବନାମ ପଞ୍ଜାବ କିଙ୍ଗ୍ସ।

ଏପ୍ରିଲ୍ ୧୯, ସନ୍ଧ୍ୟା ୭:୩୦, ମୁମ୍ବାଇ, ଚେନ୍ନାଇ ସୁପର କିଙ୍ଗସ୍ ବନାମ ରାଜସ୍ଥାନ ରୟାଲ୍ସ।

ଏପ୍ରିଲ୍ ୨୦, ୭:୩୦ ସଂନ୍ଧ୍ୟା ଚେନ୍ନାଇ, ଦିଲ୍ଲୀ କ୍ୟାପିଟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ।

୨୧ ଏପ୍ରିଲ, ୩:୩୦ ଅପରାହ୍ନ ଚେନ୍ନାଇ, ପଞ୍ଜାବ କିଙ୍ଗସ୍ ବନାମ ସନରାଇଜର୍ସ ହାଇଦ୍ରାବାଦ।

ଏପ୍ରିଲ୍ ୨୧, ୭:୩୦ ସଂନ୍ଧ୍ୟା ମୁମ୍ବାଇ, କୋଲକାତା ନାଇଟ୍ ରାଇଡର୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ।

ଏପ୍ରିଲ୍ ୨୨, ସନ୍ଧ୍ୟା ୭:୩୦, ମୁମ୍ବାଇ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ରାଜସ୍ଥାନ ରୟାଲ୍ସ।

ଏପ୍ରିଲ୍ ୨୩, ୭:୩୦ ସଂନ୍ଧ୍ୟା ଚେନ୍ନାଇ, ପଞ୍ଜାବ କିଙ୍ଗସ୍ ବନାମ ମୁମ୍ବାଇ ଇଣ୍ଡିଆନ୍ସ।

ଏପ୍ରିଲ୍ ୨୪, ୭:୩୦ ସଂନ୍ଧ୍ୟା, ମୁମ୍ବାଇ, ରାଜସ୍ଥାନ ରୟାଲ୍ସ ବନାମ କୋଲକାତା ନାଇଟ୍ ରାଇଡର୍ସ।

ଏପ୍ରିଲ୍ ୨୫, ୩:୩୦ ଅପରାହ୍ନ ମୁମ୍ବାଇ, ଚେନ୍ନାଇ ସୁପର କିଙ୍ଗସ୍ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।

ଏପ୍ରିଲ୍ ୨୫, ୭:୩୦ ସଂନ୍ଧ୍ୟା ଚେନ୍ନାଇ, ସନରାଇଜର୍ସ ହାଇଦ୍ରାବାଦ ବନାମ ଦିଲ୍ଲୀ କ୍ୟାପିଟାଲ୍ସ।

ଏପ୍ରିଲ୍ ୨୬, ସନ୍ଧ୍ୟା ୭:୩୦, ଅହମ୍ମଦାବାଦ, ପଞ୍ଜାବ କିଙ୍ଗସ୍ ବନାମ କୋଲକାତା ନାଇଟ୍ ରାଇଡର୍ସ।

୨୭ ଏପ୍ରିଲ, ସନ୍ଧ୍ୟା ୭:୩୦, ଅହମ୍ମଦାବାଦ, ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।

ଏପ୍ରିଲ୍ ୨୮, ୭:୩୦ ସଂନ୍ଧ୍ୟାରେ ଦିଲ୍ଲୀ, ଚେନ୍ନାଇ ସୁପରକିଙ୍ଗସ୍ ବନାମ ସନରାଇଜର୍ସ ହାଇଦ୍ରାବାଦ।

ଏପ୍ରିଲ୍ ୨୯, ୩:୩୦ ଅପରାହ୍ନରେ ଦିଲ୍ଲୀ, ମୁମ୍ବାଇ ଇଣ୍ଡିଆନ୍ସ ବନାମ ରାଜସ୍ଥାନ ରୟାଲ୍ସ।

ଏପ୍ରିଲ୍ ୨୯, ସନ୍ଧ୍ୟା ୭:୩୦, ଅହମ୍ମଦାବାଦ, ଦିଲ୍ଲୀ କ୍ୟାପିଟାଲ୍ସ ବନାମ କୋଲକାତା ନାଇଟ୍ ରାଇଡର୍ସ।

୩୦ ଏପ୍ରିଲ, ସନ୍ଧ୍ୟା ୭:୩୦, ଅହମ୍ମଦାବାଦ, ପଞ୍ଜାବ କିଙ୍ଗସ୍ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।

ମଇ ୧, ସନ୍ଧ୍ୟା ୭:୩୦ ଦିଲ୍ଲୀ, ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ।

ମଇ ୨, ୩:୩୦ ଅପରାହ୍ନ ଦିଲ୍ଲୀ, ରାଜସ୍ଥାନ ରୟାଲ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ।

ମଇ ୨, ସନ୍ଧ୍ୟା ୭:୩୦, ଅହମ୍ମଦାବାଦ, ପଞ୍ଜାବ କିଙ୍ଗସ୍ ବନାମ ଦିଲ୍ଲୀ କ୍ୟାପିଟାଲ୍ସ।

ମଇ ୩, ସନ୍ଧ୍ୟା ୭:୩୦, ଅହମ୍ମଦାବାଦ, କୋଲକାତା ନାଇଟ୍ ରାଇଡର୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।

ମଇ ୪, ସନ୍ଧ୍ୟା ୭:୩୦ ଦିଲ୍ଲୀ, ସନରାଇଜର୍ସ ହାଇଦ୍ରାବାଦ ବନାମ ମୁମ୍ବାଇ ଇଣ୍ଡିଆନ୍ସ।

ମଇ ୫, ୭:୩୦ ସଂନ୍ଧ୍ୟାରେ ଦିଲ୍ଲୀ, ରାଜସ୍ଥାନ ରୟାଲ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ।

ମଇ ୬, ସନ୍ଧ୍ୟା ୭:୩୦, ଅହମ୍ମଦାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ପଞ୍ଜାବ କିଙ୍ଗ୍ସ।

ମଇ ୭, ୭:୩୦ ସଂନ୍ଧ୍ୟାରେ ଦିଲ୍ଲୀ, ସନରାଇଜର୍ସ ହାଇଦ୍ରାବାଦ ବନାମ ଚେନ୍ନାଇ ସୁପର କିଙ୍ଗ୍ସ।

ମଇ ୮, ୩:୩୦ ଅପରାହ୍ନରେ ଅହମ୍ମଦାବାଦ, କୋଲକାତା ନାଇଟ୍ ରାଇଡର୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ।

ମଇ ୮, ସନ୍ଧ୍ୟା ୭:୩୦ ଦିଲ୍ଲୀ, ରାଜସ୍ଥାନ ରୟାଲ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ।

ମେ ୯, ୩:୩୦ ଅପରାହ୍ନ, ବେଙ୍ଗାଲୁରୁ, ଚେନ୍ନାଇ ସୁପର କିଙ୍ଗସ୍ ବନାମ ପଞ୍ଜାବ କିଙ୍ଗ୍ସ।

ମଇ ୯, ୭:୩୦ ସଂନ୍ଧ୍ୟା କୋଲକାତା, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ସନରାଇଜର୍ସ ହାଇଦ୍ରାବାଦ।

ମଇ ୧୦, ସନ୍ଧ୍ୟା ୭:୩୦, ବେଙ୍ଗାଲୁରୁ, ମୁମ୍ବାଇ ଇଣ୍ଡିଆନ୍ସ ବନାମ କୋଲକାତା ନାଇଟ୍ ରାଇଡର୍ସ।

ମଇ ୧୧, ୭:୩୦ ସଂନ୍ଧ୍ୟା କୋଲକାତା, ଦିଲ୍ଲୀ କ୍ୟାପିଟାଲ୍ସ ବନାମ ରାଜସ୍ଥାନ ରୟାଲ୍ସ।

ମଇ ୧୨, ସନ୍ଧ୍ୟା ୭:୩୦, ବେଙ୍ଗାଲୁରୁ, ଚେନ୍ନାଇ ସୁପର କିଙ୍ଗସ୍ ବନାମ କୋଲକାତା ନାଇଟ୍ ରାଇଡର୍ସ।

ମେ ୧୩, ୩:୩୦ ଅପରାହ୍ନ, ବେଙ୍ଗାଲୁରୁ, ମୁମ୍ବାଇ ଇଣ୍ଡିଆନ୍ସ ବନାମ ପଞ୍ଜାବ କିଙ୍ଗ୍ସ।

ମେ ୧୩, ସନ୍ଧ୍ୟା ୭:୩୦ କୋଲକାତା, ସନରାଇଜର୍ସ ହାଇଦ୍ରାବାଦ ବନାମ ରାଜସ୍ଥାନ ରୟାଲ୍ସ।

ମଇ ୧୪, ସନ୍ଧ୍ୟା ୭:୩୦, କୋଲକାତା, ରୟ। ଲେ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଦିଲ୍ଲୀ କ୍ୟାପିଟାଲ୍ସ।

ମଇ ୧୫, ସନ୍ଧ୍ୟା ୭:୩୦, ବେଙ୍ଗାଲୁରୁ, କୋଲକାତା ନାଇଟ୍ ରାଇଡର୍ସ ବନାମ ପଞ୍ଜାବ କିଙ୍ଗ୍ସ।

ମଇ ୧୬, ୩:୩୦ ଅପରାହ୍ନ କୋଲକାତା, ରାଜସ୍ଥାନ ରୟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।

ମଇ ୧୬, ସନ୍ଧ୍ୟା ୭:୩୦, ବେଙ୍ଗାଲୁରୁ, ଚେନ୍ନାଇ ସୁପର କିଙ୍ଗସ୍ ବନାମ ମୁମ୍ବାଇ ଇଣ୍ଡିଆନ୍ସ।

ମଇ ୧୭, ୭:୩୦ ସଂନ୍ଧ୍ୟା କୋଲକାତା, ଦିଲ୍ଲୀ କ୍ୟାପିଟାଲ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ।

ମେ ୧୮, ସନ୍ଧ୍ୟା ୭:୩୦, ବେଙ୍ଗାଲୁରୁ, କୋଲକାତା ନାଇଟ୍ ରାଇଡର୍ସ ବନାମ ରାଜସ୍ଥାନ ରୟାଲ୍ସ।

ମେ ୧୯, ସନ୍ଧ୍ୟା ୭:୩୦, ବେଙ୍ଗାଲୁରୁ, ସନରାଇଜର୍ସ ହାଇଦ୍ରାବାଦ ବନାମ ପଞ୍ଜାବ କିଙ୍ଗ୍ସ।

ମଇ ୨୦, ସନ୍ଧ୍ୟା ୭:୩୦, କୋଲକାତା, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ମୁମ୍ବାଇ ଇଣ୍ଡିଆନ୍ସ।

ମେ ୨୧, ଅପରାହ୍ନ ୩:୩୦, ବେଙ୍ଗାଲୁରୁ, କୋଲକାତା ନାଇଟ୍ ରାଇଡର୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ।

ମେ ୨୧, ୭:୩୦ ସଂନ୍ଧ୍ୟା କୋଲକାତା, ଦିଲ୍ଲୀ କ୍ୟାପିଟାଲ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ।

ମଇ ୨୨, ସନ୍ଧ୍ୟା ୭:୩୦, ବେଙ୍ଗାଲୁରୁ, ପଞ୍ଜାବ କିଙ୍ଗସ୍ ବନାମ ରାଜସ୍ଥାନ ରୟାଲ୍ସ।

ମଇ ୨୩, ୩:୩୦ ଅପରାହ୍ନ କୋଲକାତା, ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ।

ମେ ୨୩, ସନ୍ଧ୍ୟା ୭:୩୦, କୋଲକାତା, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ଚେନ୍ନାଇ ସୁପର କିଙ୍ଗ୍ସ।

ମଇ ୨୫, ସନ୍ଧ୍ୟା ୭:୩୦, ଅହମ୍ମଦାବାଦ, କ୍ୱାଲିଫାୟର୍ ୱାନ୍।

ମଇ ୨୬, ସନ୍ଧ୍ୟା ୭:୩୦, ଅହମ୍ମଦାବାଦ, ଏଲିମିନେଟର

ମେ ୨୮, ସନ୍ଧ୍ୟା ୭:୩୦, ଅହମ୍ମଦାବାଦ, କ୍ୱାଲିଫାୟର୍ ଟୁ।

ମେ ୩୦, ସନ୍ଧ୍ୟା ୭:୩୦, ଅହମ୍ମଦାବାଦ, ଫାଇନାଲ୍

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.