Home ଅପରାଧ ଏବେ ବି ପୁରୁଣା ନୋଟ ଜବତ! : ଏକ କୋଟିରୁ ଉର୍ଦ୍ଧ୍ୱ ପୁରୁଣା ଅବୈଧ ନୋଟ...

ଏବେ ବି ପୁରୁଣା ନୋଟ ଜବତ! : ଏକ କୋଟିରୁ ଉର୍ଦ୍ଧ୍ୱ ପୁରୁଣା ଅବୈଧ ନୋଟ ସହ ୬ ଗିରଫ

262

ଇନ୍ଦୋର ୪-୮ (ଓଡ଼ିଆ ପୁଅ) ଇନ୍ଦୋର ପୋଲିସ୍ ର ବଡ଼ କାର୍ଯ୍ୟାନୁଷ୍ଠାନ। କ୍ରାଇମ୍ ବ୍ରାଞ୍ଚକୁ ମିଳିଛି ବଡ଼ ସଫଳତା। ପୁରୁଣା ନୋଟ ବଦଳାଇବା ପାଇଁ ବୁଲୁଥିବା ଅନ୍ତରାଜ୍ୟ ରାକେଟର ଛଅ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ୍। ଏମାନଙ୍କ ଠାରୁ ସର୍ବମୋଟ ୧,୦୧,୧୫୦୦୦ କୋଟି ଟଙ୍କାର ପୁରୁଣା ନୋଟ୍ ଯାହାର ଲିଗାଲ୍ ଟେଣ୍ଡର ସମାପ୍ତ ହୋଇଯାଇଛି ତାହା ଜବତ କରିଛି ପୋଲିସ୍।

ସୂଚନାଯୋଗ୍ୟଯେ, ଏହି ରାକେଟ ର ସଦସ୍ୟମାନେ ପୁରୁଣା ନୋଟ କୁ ବଦଳାଇବାକୁ ପ୍ରୟାସ କରିବା ସମୟରେ ପୋଲିସ୍ ହାବୁଡ଼ରେ ପଡ଼ିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.