ନୂଆ ଦିଲ୍ଲୀ ୩-୭ (ଓଡ଼ିଆ ପୁଅ) ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ,
– ଦେଶରେ ୨୪ ଘଣ୍ଟାରେ ୨୦,୯୦୩ ନୂଆ କରୋନା କେସ୍
– ୩୭୯ ଲୋକଙ୍କ ମୃତ୍ୟୁ
– ବର୍ତ୍ତମାନ ଦେଶରେ କରୋନାଭାଇରସ୍ର ୨,୨୭,୪୩୯ ସକ୍ରିୟ ମାମଲା ଅଛି।
– କରୋନା ମହାମାରୀ କାରଣରୁ ଏପର୍ଯ୍ୟନ୍ତ ୧୮,୨୧୩ ରୋଗୀଙ୍କ ମୃତ୍ୟୁ ଘଟିଛି
– ୩,୭୯,୮୯୨ ଲୋକ ଆରୋଗ୍ୟ ଲାଭ କରିଛନ୍ତି।
– ମୋଟ ଆକ୍ରାନ୍ତ – ୬,୨୫,୫୪୪ କୁ ବୃଦ୍ଧି
– ମହାରାଷ୍ଟ୍ର କରୋନା ଭୂତାଣୁ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି।