Home Coronavirus Outbreak ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା – ଆଜି ନୂଆ ଆକ୍ରାନ୍ତ ୨୨୫ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା...

ରାଜ୍ୟରେ ରେକର୍ଡ ଭାଙ୍ଗିଲା କରୋନା – ଆଜି ନୂଆ ଆକ୍ରାନ୍ତ ୨୨୫ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩

389

ଭୁବନେଶ୍ୱର ୧୩-୬ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ରେକର୍ଡ ଭାଙ୍ଗିଛି କରୋନା। ଆଜି ୨୨୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୯୬ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୯ ଜଣ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ କୁ ବୃଦ୍ଧି ପାଇଛି। ୨୪୭୪ ଜଣ ସୁସ୍ଥ ହୋଇଛନ୍ତି।

ତେବେ ରାଜ୍ୟରେ ମୋଟ ଟେଷ୍ଟ ୧୯୬୪୫୬ ହୋଇଛି। କରୋନା କାରଣରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ୧୨୩୬ ଜଣ ସକ୍ରୀୟ ଅଛନ୍ତି ଏବଂ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

NDRF/ODRAF ଏବଂ ଅଗ୍ନିଶମ ବିବାଗରୁ ଅମ୍ପାନ ଡ୍ୟୁଟି ସାରି ଆସିଥିବା ୧୩୬ ଯବାନ ଆକ୍ରାନ୍ତ ହୋଇଛନ୍ତି।

ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୨୦ ଜଣ, ଖୋର୍ଦ୍ଧା ଜିଲ୍ଲୀରୁ ୧୯ ଜଣ, କଟକ ଜିଲ୍ଲାରୁ ୯୨ ଜଣ, ବାଲେଶ୍ୱର ଜିଲ୍ଲାରୁ ୨ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪ ଜଣ, ଭଦ୍ରକ ଜିଲ୍ଲାରୁ ୫ ଜଣ, ପୁରୀ ଜିଲ୍ଲାରୁ ୧୫ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୩ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୨ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁରୁ ୧ ଜଣ, ନୟାଗଡ଼ ଜିଲ୍ଲାରୁ ୭ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୯ ଜଣ, କନ୍ଧମାଳ ଜିଲ୍ଲାରୁ ୧୫ ଜଣ, ଢେଙ୍କାନାଳ ଜିଲ୍ଲାରୁ ୭ ଜଣ, କଳାହାଣ୍ଡି ଜିଲ୍ଲାରୁ ୩ ଜଣ, ଅନୁଗୁଳ ଜିଲ୍ଲାରୁ ୧ ଜଣ, ମୋଟ ୨୨୫ ଆକ୍ରାନ୍ତ ହୋଇଛନ୍ତି।

ଗଞ୍ଜାମ ଜିଲ୍ଲାରେ ୬୭୮ ଜଣ ସଂକ୍ରମିତ ହୋଇଥିବା ବେଳେ ୫୪୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୮ ଜଣ ସକ୍ରୀୟ ଅଛନ୍ତି। ୫ ଜଣଙ୍କର ମୃତ୍ୟୁ ହୋଇଛି।

ଖୋର୍ଦ୍ଧା ଜିଲ୍ଲାରେ ୩୩୪ ଜଣ ସଂକ୍ରମିତ ହୋଇଥିବା ବେଳେ ୨୦୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୩ ଜଣ ସକ୍ରୀୟ ଅଛନ୍ତି। ୪ ଜଣଙ୍କର ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୩୨୯ ଜଣ ସଂକ୍ରମିତ ହୋଇଥିବା ବେଳେ ୨୮୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୨ ଜଣ ସକ୍ରୀୟ ଅଛନ୍ତି।

କଟକ ଜିଲ୍ଲାରେ ୩୧୧ ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୮୬ ଜଣ ସକ୍ରୀୟ ଅଛନ୍ତି। ୧ ଜଣଙ୍କର ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୨୦୪ ଜଣ ସଂକ୍ରମିତ ହୋଇଥିବା ବେଳେ ୧୭୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୬ ଜଣ ସକ୍ରୀୟ ଅଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାରେ ୧୭୫ ଜଣ ସଂକ୍ରମିତ ହୋଇଥିବା ବେଳେ ୧୬୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩ ଜଣ ସକ୍ରୀୟ ଅଛନ୍ତି।

ଭଦ୍ରକ ଜିଲ୍ଲାରେ ୧୫୭ ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୨ ଜଣ ସକ୍ରୀୟ ଅଛନ୍ତି।

ପୁରୀ ଜିଲ୍ଲାରେ ୧୪୮ ଜଣ ସଂକ୍ରମିତ ହୋଇଥିବା ବେଳେ ୯୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୨ ଜଣ ସକ୍ରୀୟ ଅଛନ୍ତି।

ଜଗତସିଂହପୁର ଜିଲ୍ଲାରେ ୧୪୩ ଜଣ ସଂକ୍ରମିତ ହୋଇଥିବା ବେଳେ ୮୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୭ ଜଣ ସକ୍ରୀୟ ଅଛନ୍ତି।

ବଲାଙ୍ଗୀର ଜିଲ୍ଲାରେ ୧୪୧ ଜଣ ସଂକ୍ରମିତ ହୋଇଥିବା ବେଳେ ୯୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୨ ଜଣ ସକ୍ରୀୟ ଅଛନ୍ତି।

NDRF/ODF/Fire Dervice କର୍ମଚାରୀ ୧୩୬ ଜଣ ସଂକ୍ରମିତ ହୋଇଥିବା ବେଳେ ୧୩୬ ଜଣ ସକ୍ରୀୟ ଅଛନ୍ତି।

ସୁନ୍ଦରଗଡ଼ଜିଲ୍ଲାରେ ୧୨୩ ଜଣ ସଂକ୍ରମିତ ହୋଇଥିବା ବେଳେ ୮୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୨ ଜଣ ସକ୍ରୀୟ ଅଛନ୍ତି।

ନୟାଗଡ଼ ଜିଲ୍ଲାରେ ୧୦୮ ଜଣ ସଂକ୍ରମିତ ହୋଇଥିବା ବେଳେ ୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୬ ଜଣ ସକ୍ରୀୟ ଅଛନ୍ତି।

ମୟୁରଭଞ୍ଜ ଜିଲ୍ଲାରେ ୧୦୮ ଜଣ ସଂକ୍ରମିତ ହୋଇଥିବା ବେଳେ ୨୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮୮ ଜଣ ସକ୍ରୀୟ ଅଛନ୍ତି।

ଗଜପତିଜିଲ୍ଲାରେ ୮୪ ଜଣ ସଂକ୍ରମିତ ହୋଇଥିବା ବେଳେ ୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୧ ଜଣ ସକ୍ରୀୟ ଅଛନ୍ତି।

ନୂଆପଡ଼ା ଜିଲ୍ଲାରେ ୭୪ ଜଣ ସଂକ୍ରମିତ ହୋଇଥିବା ବେଳେ ୫୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭ ଜଣ ସକ୍ରୀୟ ଅଛନ୍ତି।

କନ୍ଧମାଳ ଜିଲ୍ଲାରେ ୬୭ ଜଣ ସଂକ୍ରମିତ ହୋଇଥିବା ବେଳେ ୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪୨ ଜଣ ସକ୍ରୀୟ ଅଛନ୍ତି।

କେନ୍ଦୁଝର ଜିଲ୍ଲାରେ ୫୯ ଜଣ ସଂକ୍ରମିତ ହୋଇଥିବା ବେଳେ ୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୯ ଜଣ ସକ୍ରୀୟ ଅଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ୪୯ ଜଣ ସଂକ୍ରମିତ ହୋଇଥିବା ବେଳେ ୩୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୯ ଜଣ ସକ୍ରୀୟ ଅଛନ୍ତି।

କଳାହାଣ୍ଡି ଜିଲ୍ଲାରେ ୪୧ ଜଣ ସଂକ୍ରମିତ ହୋଇଥିବା ବେଳେ ୨୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୧ ଜଣ ସକ୍ରୀୟ ଅଛନ୍ତି।

ଦେବଗଡ଼ ଜିଲ୍ଲାରେ ୪୦ ଜଣ ସଂକ୍ରମିତ ହୋଇଥିବା ବେଳେ ୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭ ଜଣ ସକ୍ରୀୟ ଅଛନ୍ତି।

ଅନୁଗୁଳ ଜିଲ୍ଲାରେ ୪୦ ଜଣ ସଂକ୍ରମିତ ହୋଇଥିବା ବେଳେ ୩୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯ ଜଣ ସକ୍ରୀୟ ଅଛନ୍ତି।

ବୌଦ୍ଦ ଜିଲ୍ଲାରେ ୩୮ ଜଣ ସଂକ୍ରମିତ ହୋଇଥିବା ବେଳେ ୩୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ ଜଣ ସକ୍ରୀୟ ଅଛନ୍ତି।

ସୋନପୁର ଜିଲ୍ଲାରେ ୨୯ ଜଣ ସଂକ୍ରମିତ ହୋଇଥିବା ବେଳେ ୧୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୩ ଜଣ ସକ୍ରୀୟ ଅଛନ୍ତି।

ମାଲକାନଗିରି ରେ ୨୫ ଜଣ ସଂକ୍ରମିତ ହୋଇଥିବା ବେଳେ ୨୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ ଜଣ ସକ୍ରୀୟ ଅଛନ୍ତି।

ସମ୍ବଲପୁର ଜିଲ୍ଲାରେ ୨୩ ଜଣ ସଂକ୍ରମିତ ହୋଇଥିବା ବେଳେ ୧୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଜଣ ସକ୍ରୀୟ ଅଛନ୍ତି।

ବରଗଡ଼ ଜିଲ୍ଲାରେ ୧୮ ଜଣ ସଂକ୍ରମିତ ହୋଇଥିବା ବେଳେ ୧୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭ ଜଣ ସକ୍ରୀୟ ଅଛନ୍ତି।

କୋରାପୁଟ ଜିଲ୍ଲାରେ ୧୭ ଜଣ ସଂକ୍ରମିତ ହୋଇଥିବା ବେଳେ ୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯ ଜଣ ସକ୍ରୀୟ ଅଛନ୍ତି।

ଝାରସୁଗୁଡ଼ା ଜିଲ୍ଲାରେ ୧୫ ଜଣ ସଂକ୍ରମିତ ହୋଇଥିବା ବେଳେ ୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬ ଜଣ ସକ୍ରୀୟ ଅଛନ୍ତି।

ରାୟଗଡ଼ା ଜିଲ୍ଲାରେ ୭ ଜଣ ସଂକ୍ରମିତ ହୋଇଥିବା ବେଳେ ୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭ ଜଣ ସକ୍ରୀୟ ଅଛନ୍ତି।

ନବରଙ୍ଗପୁର ଜିଲ୍ଲାରେ ୨ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.