Home ଆନ୍ତର୍ଜାତୀୟ ସ୍କୁଲରେ ଲାଗିଲା ନିଆଁ : ୨୭ ଶିଶୁ ମୃତ : ଦୁଇ ଗୁରୁତର

ସ୍କୁଲରେ ଲାଗିଲା ନିଆଁ : ୨୭ ଶିଶୁ ମୃତ : ଦୁଇ ଗୁରୁତର

1124

ନୂଆ ଦିଲ୍ଲୀ ୧୮-୯ (ଓଡ଼ିଆ ପୁଅ) ଲାଇବେରିୟା (Liberia) ର ରାଜଧାନୀ ମୋନରୋବିୟାର ଇସ୍ଲାମିକ ସ୍କୁଲରେ ବଡ଼ ଦୁର୍ଘଟଣା ଘଟିଛି। ସ୍କୁଲରେ ଭୀଷଣ ନିଆଁ ଲାଗିଯିବାରୁ ପ୍ରାୟତଃ ୨୭ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ପୁଲିସ କହିଛି ଯେତେବେଳେ ଶିଶୁମାନେ କୁରାନ ପଢ଼ୁଥିଲେ ସେତେବେଳେ ସ୍କୁଲରେ ଅଚାନକ ନିଆଁ ଲାଗିଯାଇଥିଲା। ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଯାଇଥିଲା ଦେଖୁ-ଦେଖୁ ସମ୍ପୂର୍ଣ୍ଣ ସ୍କୁଲରେ ବ୍ୟାପିଯାଇଥିଲା।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.