Home ଓଡ଼ିଶା ବେଙ୍ଗାଲୁରୁସ୍ଥିତ ୟୁକୋ ବ୍ୟାଙ୍କରେ ଅଗ୍ନିକାଣ୍ଡ

ବେଙ୍ଗାଲୁରୁସ୍ଥିତ ୟୁକୋ ବ୍ୟାଙ୍କରେ ଅଗ୍ନିକାଣ୍ଡ

245

ବାଙ୍ଗାଲୋର,୧୮/୦୯,(ଓଡ଼ିଆ ପୁଅ ପି ନାଏକ): ବାଙ୍ଗାଲରୋରେ ବୁଧବାର ଦିନ ୟୁକୋ ବ୍ୟାଙ୍କ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଫଳରେ କିଛି ମାତ୍ରାରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ,  ବିଲ୍ଡିଂରେ ବହୁ ଲୋକ ଫସିଥିବା ଆଶଙ୍କା କରାଯାଉଛି ।  ନିଆଁ ଲାଗିବା ପରେ ଲୋକମାନେ ଆତଙ୍କିତ ଅବସ୍ଥାରେ ବାହାରକୁ ବାହାରିବାର ଦେଖାଯାଇଥିଲା । ଏହି ବିଲ୍ଡିଂରେ ଏକ କୋଚିଙ୍ଗ ସେଣ୍ଟର ମଧ୍ୟ ଅଛି । ତେଣୁ ବିଲ୍ଡିରେ କିଛି ଛାତ୍ର ମଧ୍ୟ ଫସିଥିବା ଆଶଙ୍କା କରାଯାଉଛି । ତେବେ ବର୍ତ୍ତାମାନ ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଯାରି ରହିଛି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.