Home ଓଡ଼ିଶା ଦିଲ୍ଲୀର ମୁଣ୍ଡକାରେ ଫ୍ୟାକ୍ଟ୍ରୀରେ ନିଆଁ ଲାଗିଲା, ଦମକଳର ୧୨ଟି ଗାଡ଼ି ଘଟଣା ସ୍ଥଳରେ

ଦିଲ୍ଲୀର ମୁଣ୍ଡକାରେ ଫ୍ୟାକ୍ଟ୍ରୀରେ ନିଆଁ ଲାଗିଲା, ଦମକଳର ୧୨ଟି ଗାଡ଼ି ଘଟଣା ସ୍ଥଳରେ

239

ନୂଆ ଦିଲ୍ଲୀ ୧୪-୧୨ (ଓଡ଼ିଆ ପୁଅ) ଦିଲ୍ଲୀର ମୁଣ୍ଡକାରେ ଏକ ଫ୍ୟାକ୍ଟ୍ରୀରେ ନିଆଁ ଲାଗିଛି। ସୂଚନା ମିଳିବା ପରେ ଦମକଳର ୧୨ଟି ଗାଡ଼ି ଘଟଣା ସ୍ଥଳରେ ପହଁଚି ନିଆଁ ଲିବା କାର୍ଯ୍ୟରେ ଲାଗିଛନ୍ତି। କୁହାଯାଉଛିଯେ, ଫ୍ୟାକ୍ଟ୍ରୀରେ ନିଆଁ ସକାଳ ପ୍ରାୟତଃ ପାଞ୍ଚଟା ସମୟରେ ଲାଗିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ କେଉଁ କାରଣରୁ ନିଆଁ ଲାଗିଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।

ସୂଚନାଯୋଗ୍ୟଯେ, କିଛିଦିନ ତଳେ ଦିଲ୍ଲୀର ଅନାଜ ମଣ୍ଡିରେ ଏକ ଫ୍ୟାକ୍ଟ୍ରୀରେ ନିଆଁ ଲାଗି ୪୩ ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.