Home ଓଡ଼ିଶା ମହାରାଷ୍ଟ୍ରର ପାଲଘରରେ ଭୂମିକମ୍ପ

ମହାରାଷ୍ଟ୍ରର ପାଲଘରରେ ଭୂମିକମ୍ପ

272

ନୂଆ ଦିଲ୍ଲୀ ୧୪-୧୨ (ଓଡ଼ିଆ ପୁଅ) ମହାରାଷ୍ଟ୍ରର ପାଲଘରରେ ଭୂମିକମ୍ପର ଝଟକା ଅନୁଭବ କରାଯାଇଥିଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଏହାର ସୂଚନା ଦେଇଛି। ପାଲଘରରେ ଆଜି ସକାଳେ ୫:୨୨ ବେଳେ ରିକ୍ଟର ସ୍କେଲରେ ୪.୮ ତୀଵ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାରର ହତାହତ ଏବଂ କ୍ଷୟକ୍ଷତିର ଖବର ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.