Home Coronavirus Outbreak ଭେଟେରାନ କଂଗ୍ରେସ ନେତା ଏକନାଥ ଗାଇକୱାଡଙ୍କ ମୁମ୍ବାଇ ଡାକ୍ତରଖାନାରେ COVID-19 ରେ ମୃତ୍ୟୁ

ଭେଟେରାନ କଂଗ୍ରେସ ନେତା ଏକନାଥ ଗାଇକୱାଡଙ୍କ ମୁମ୍ବାଇ ଡାକ୍ତରଖାନାରେ COVID-19 ରେ ମୃତ୍ୟୁ

70

ନୂଆ ଦିଲ୍ଲୀ ୨୮-୪ (ଓଡ଼ିଆ ପୁଅ) ପୂର୍ବତନ ସାଂସଦ ତଥା ଭେଟେରାନ କଂଗ୍ରେସ ନେତା ଏକନାଥ ଗାଇକୱାଡ (Eknath Gaikwad)ଙ୍କ ମୁମ୍ବାଇ ଡାକ୍ତରଖାନାରେ COVID-19 ସଂକ୍ରମଣ ପରେ ବୁଧବାର ଦେହାନ୍ତ ହୋଇଛି। ମୁମ୍ବାଇ କଂଗ୍ରେସର ପୂର୍ବତନ ମୁଖ୍ୟ ତଥା ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ବର୍ଷା ଗାଇକୱାଡଙ୍କ ପିତାଙ୍କର କରୋନାଭାଇରସ ଚିକିତ୍ସା ଚାଲିଥିବା ବେଳେ ସକାଳ ପ୍ରାୟ ୧୦ ଟା ସମୟରେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

୮୧ ବର୍ଷ ବୟସ୍କ ଭେଟେରାନ ନେତାଙ୍କ ଦେହାନ୍ତ କଂଗ୍ରେସ ସମେତ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.